ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ପ୍ରତିଦିନ ଏହି ପତ୍ର କୁ ଚୋବେଇ କରି ଖାଇ ନିଅନ୍ତି ଏବଂ ପରେ ଏକ ଗ୍ଲାସ୍ ଗରମ ପାଣି ସେବନ କରିନିଅନ୍ତି ତେବେ ଆପଣ ମାନଙ୍କ ଶରୀର ରେ ବହୁତ ଚମତ୍କାର ଫାଇଦା ମିଳିବ । ପ୍ରଥମେ ଆମ ଶରୀର ରେ ଛୋଟ ଛୋଟ ବୀମାରୀ ଜନ୍ମ ହୋଇଥାଏ । ଏହା ପରେ ଛୋଟ ରୋଗ ବଡ ରୋଗରେ ପରିଣତ ହୋଇଥାଏ । ତେବେ ଏମିତି କ୍ଷେତ୍ର ରେ ଏହି ପତ୍ର ର ସେବନ କରିବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହି ପତ୍ର ର ନାମ ହେଲା ଗିଲୋୟ ଏବଂ ଏହାକୁ ଆମେ ମାନେ ଅମୃତା ପତ୍ର ବି କହିଥାନ୍ତି ।
ଆୟୁର୍ବେଦ ଅନୁଯାୟୀ ଏହି ଗଛ ଯେଉଁ ଗଛ ଉପରେ ମାଡି ଯାଇଥାଏ ତାହା ଗୁଣକୁ ମଧ୍ୟ ନିଜ ମଧ୍ୟରେ ଗ୍ରହଣ କରିଦେଇଥାଏ । ନିମ୍ବ ଗଛ ଉପରେ ମାଡିଥିବା ଗିଲୋୟ ଗଛର ମହତ୍ଵ ଅଧିକ ମାନାଯାଇଥାଏ । ଏହିଥିରେ ଥିବା କପର , ଆଇରନ, ଫସଫରସ, ଜିଙ୍କ, ମେଗ୍ନେସିୟମ ଆଦି ପ୍ରଚୁର ମାତ୍ରା ରେ ଭରିରହିଥାଏ । ତେବେ ଆପଣ ମାନେ ଏହାର କାଡି କୁ ଛେଚି କରି ପାଣିରେ ପୁଟେଇ ସକାଳୁ ଏହାକୁ ଥଣ୍ଡା କରି ପିଅନ୍ତୁ । ଏପରି କରିବା ଦ୍ୱାରା ସୁଗାର ନିୟଣନ୍ତ୍ର ହୋଇଥାଏ ।
ଏହା ବ୍ୟତୀତ ଯେତେ ମଧ୍ୟ ଅର୍ଥରାଇଡ୍ସ ର ସମସ୍ୟା ରହିଅଛି, ଯେଉଁ ମାନଙ୍କର ଗଣ୍ଠିରେ ଦରଦ ହେଉଅଛି, ସେମାନେ ନିଶ୍ଚିନ୍ତ ଭାବରେ ଗିଲୋୟ ର ସେବନ କରନ୍ତୁ । ଏହି ଗଛର ପତ୍ର କୁ ଛେଚି ଏକ ଗ୍ଳାସ ପାଣିରେ 4 ଚାମଚ ଆଲୋଭେରା ଜୁଷ ମିଶାଇ ସେବନ କରିବା ଦ୍ଵାରା ତାହାର ସଂପୂର୍ଣ୍ଣ ସ୍ୱାସ୍ଥ୍ୟବସ୍ଥା ନିୟନ୍ତ୍ରଣ ରହିଥାଏ । ଏହା ସହିତ ଯଦି ଆପଣ ମାନଙ୍କର ଇୟୁରିକ୍ ଏସିଡ୍ ବଢିଜାଇଛି ତେବେ ଆପଣ ମାନେ ଏହାର ସେବନ କରିଲେ ନର୍ମାଲ ହୋଇଯିବେ ।
ଡେଙ୍ଗୁ ଅଥବା ଜ୍ୱର ଭଳି ସମସ୍ୟା ରୁ ଦୂରେଇ ରହିବା ପାଇଁ ଆପଣ ମାନେ ଏହି ପତ୍ରର ସେବନ କରିଲେ ଆପଣ ମାନଙ୍କୁ ଏହି ପରି ରୋଗ ଭିଡିବ ନାହିଁ ତଥା ଏଥିରେ ଆଣ୍ଟିବ୍ୟାକ୍ଟେରିୟା ଗୁଣ ରହିଥିବାରୁ ଆପଣ ମାନଙ୍କ ପ୍ରତି ଏହା ଅମୃତ ପରି କାମ କରିବ । ରେଗୁଲାର ପ୍ରୋୟଗ ଦ୍ୱାରା ଏହା ଆମର ପାଚନ ତନ୍ତ୍ର କୁ ସଠିକ୍ ରଖିଥାଏ । ଯେକୈଣସି ପ୍ରକାରର ପେଟ ଜନିତ ସମସ୍ୟା ଦୂର କରେ ଏହି ପତ୍ର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।