ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଜାଣନ୍ତି କି ଗତ ଦୁଇ ବର୍ଷ ହେଲା ବିଶ୍ୱ ରେ କେମିତି ମହାମାରୀ ଖେଳିହୋଇଥିଲା । ବର୍ତମାନ କିଛି ମାସ ହେଲା କୋରନା ମହାମାରୀ କମିଥିବାର ଦେଖିବା ପାଇଁ ମିଳିଛି । ଏହି କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀ ପର୍ଯ୍ୟାୟ ରହି ଥିଲା । ଯେଉଁଥିରେ ଲକଡାଉନ ଦ୍ୱାରା ଲୋକ ମାନେ ଅନେକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ।
କିନ୍ତୁ ଏହି କୋରନା ସମୟ ବିଗତ 2 ବା 3 ମାସ ହେଲା କମିଥିବା ବେଳେ ବର୍ତମାନ ସମୟ ରେ ପୁଣି ଓମିକ୍ରନ ଦେଶ ବାସୀ ଙ୍କ ମନ ରେ ଭୟ ସୃଷ୍ଟି କରିଛି । 2021 ମସିହା ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ରେ ଚିହ୍ନଟ ହୋଇଥିବା ବେଳେ ଏହି ଓମିକ୍ରନ ବର୍ତମାନ ସମୟ ରେ ଚିନ୍ତା ର ବିଷୟ ପାଲଟିଛି । ଆଗାମୀ ସମୟ ରେ ସାରା ବିଶ୍ୱ କୁ ଓମିକ୍ରନ କବଳିତ କରିବ । ପୁଣି ନୂଆ ଭେରିଆଣ୍ଟ ଓମିକ୍ରନ ଦ୍ୱାରା ସାରା ବିଶ୍ୱ ବ୍ୟାପିଯିବ ।
ବର୍ତ୍ତମାନ ତୀବ୍ର ବେଗ ରେ ମାତିବାରେ ଲାଗିଛି ଯାହା ସମସ୍ତ ଙ୍କୁ ଆତଙ୍କିତ କରି ସାରିଲାଣି । ଏହି ରୋଗକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ଚିନ୍ତା ହୋଇଛି । ଏହି ରୋଗକୁ ରୋକିବା ପାଇଁ ଦିଲ୍ଲୀର ଏମ୍ସ ଡାକ୍ତର ଗୁଲେରିଆ ଦୁଇଟି ଉପାୟ ଚିନ୍ତା କରିଛନ୍ତି। ତେବେ ଆସନ୍ତୁ ଏହି ଉପାୟ ସମ୍ପର୍କ ରେ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଏମ୍ସ ଡାକ୍ତରୀ ଟିମ୍ କହିଛନ୍ତି କି । ଏହି ଓମିକ୍ରନ ସଂଙ୍କ୍ରମଣ ଏବଂ ଭେରିଆଣ୍ଟ କୁ ରୋକିବା ପାଇଁ ହେଲେ ଦୁଇଟି ଉପାୟ ମଧ୍ୟ ରହିଛି । ତେବେ ପ୍ରଥମେ ହେଲା ଟୀକାକରଣ ଏବଂ ଦ୍ୱତୀୟ ରେ ହେଲା ଏହି ମହାମାରୀ କୁ ଅନୁସରଣ କରିବା । ତେବେ ଏହାକୁ ନେଇ ଗୁଲେରିଆ କହିଛନ୍ତି ଯେ ଏହି ନୂଆ ରୋଗ ଆସିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇ ପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।