5 ଟି ଜିଲ୍ଲା କୁ ଫେରିଲା ଲକଡାଉନ । ବନ୍ଦ ହେଲା ସ୍କୁଲ କଲେଜ ଦୋକାନ ବଜାର ସରକାର ଦେଲେ ଏହି ବଡ ସୂଚନା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆସିଲା ବହୁତ ବଡ ଖବର 5 ଟି ଜିଲ୍ଲା କୁ ଘୋଷଣା ହେଲା ଲକଡାଉନ ବଢିଲା କୋରନା ସଂଙ୍କ୍ରମଣ ସହିତ ଓମିକ୍ରନ ସଂଙ୍କ୍ରମଣ । ଏହାକୁ ନଜର ରେ ରଖି ସରକାର ପ୍ରଥମେ ଏହି 5 ଟି ଜିଲ୍ଲା ର ସମସ୍ତ ସ୍କୁଲ କଲେଜ୍ କୁ ବନ୍ଦ କରିବା ସହିତ ଦୋକାନ ବଜାର ଆଦି ବନ୍ଦ କରିବାକୁ ଯାଉଛନ୍ତି । ଜାହା ବର୍ତମାନ ସମୟ ରେ ବଡ ଖବର ସାମ୍ନା କୁ ଆସିଛି । ତେବେ ଆସନ୍ତୁ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଜାଣିନେବା । କେଉଁ 5 ଟି ଜିଲ୍ଲା କୁ ଏହି କଟକଣା ଲାଗୁ ହେବ ଏବଂ କେଉଁ ତାରିଖ ଠାରୁ ପଡିବ ଏହି ବିଷୟ ରେ ସଂମ୍ପର୍ଣ୍ଣ ବବରଣି ଜାଣିନେବା।

ବନ୍ଧୁଗଣ ଦିନ କୁ ଦିନ କୋରନା ମହାମାରୀ ବୃଦ୍ଧି ପାଇବା ସହିତ ଓମିକ୍ରନ ସଂଙ୍କ୍ରମଣ ବି ବୃଦ୍ଧି ପାଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । କହିବାକୁ ଗଲେ ନୂଆ ବର୍ଷ ଠାରୁ ସରକାର କେତେ ଗୁଡିଏ ଗାଇଡଲାଇନ ଜାରି କରିଛନ୍ତି । ବର୍ତ୍ତମାନ ସମୟରେ ଯାହା ବଡ ଖବର ଆସିଛି ଦିନକୁ ଦିନ ମହାମାରୀ କୋରୋନା ସଂକ୍ରମଣ ସହିତ ଓମିକ୍ରନ୍ ଲହର ମଧ୍ୟ ବଢ଼ି ବଢ଼ି ଚାଲିଛି ।

Lockdown

ଏହାରି ମଧ୍ୟରେ ହରିଆଣା ସରକାର କୋରୋନା ସଂକ୍ରମଣକୁ ରଖିବା ପାଇଁ ଗୁରୁଗ୍ରାମ୍, ଫରିଦାବାଦ୍, ଆମ୍ବଲା, ପଞ୍ଚକୁଲା ଓ ସୋନେପଥରେ ସିନେମା ହଲ୍, କଲେଜ୍, ସ୍କୁଲ୍ ଆଦି ବନ୍ଦ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରାଜ୍ୟରେ ଅଫିସ୍ ବି 50 ପ୍ରତିଶତ ଉପସ୍ଥାନ କାର୍ଯ୍ୟ କରୁଛି। ପର୍ଯ୍ୟଟନ ସ୍ଥାନକୁ ସଂମ୍ପର୍ଣ୍ଣ ଭାବେ ବନ୍ଦ ରଖାଜାଇଛି । ତେବେ ସ୍କୁଲ ଖୋଲିବା ନେଇ ଫେବୃଆରୀ ପ୍ରଥମ ଯାଏ ସ୍ତଗିତ ରଖାଜାଇଛି । ଏବଂ ଫେବୃଆରୀ ପରେ ଖୋଲିବ କି ନାହିଁ ପୁଣି କୋରନା କଟକଣା ବଢାଯିବ କି ନାହିଁ ଜଣା ପଡିବ ।

ତେବେ ଗାଇଡ ଲାଇନ୍ ଅନୁଯାୟୀ, ହୋଟେଲ, ପାର୍କ, ରେଶୁରାଣ୍ଟ, କ୍ଳବ୍, କନଭେନ୍ସ ହଲ, କଲ୍ୟାଣ ମଣ୍ଡପ ମାନଙ୍କରେ ମଧ୍ୟ ଜିରୋ ନାଇଟ ସେଲିବ୍ରେଶନ ଏବଂ ନୂଆ ବର୍ଷ ପାଳନ ଉପରେ କଟକଣା କରାଯାଇଛି । ତା ସହିତ ବାହାଘର ପାଇଁ ଅନୁମତି ମିଳିପାରିବ କିନ୍ତୁ ବିବାହ ଭୋଜି ତଥା ଫଙ୍ଗସନ ହୋଇପାରିବ ନାହିଁ । ଏହା ସହିତ ଶୁଦ୍ଧି କ୍ରିୟା କୋଭିଡ କଟକଣା ପାଳନ କରି କରାଯିବ ।

night

12 ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ହରିଆଣାର ଗୁରୁଗ୍ରାମ୍, ଫରିଦାବାଦ୍, ଆମ୍ବଲା, ପଞ୍ଚକୁଲା ଓ ସୋନେପଥରେ କୋରୋନା ସଂକ୍ରମଣ ଅଧିକ ବଢିବାରେ ଲାଗିଛି ଏହି କାରଣରୁ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ୍ କରିଦିଆଯାଇଛି ଏବଂ ଏହା ସହିତ ବଜାର କେବଳ 5 ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *