ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ । ବନ୍ଧୁଗଣ,ସବୁ ମଣିଷଙ୍କ ଭିତରେ କିଛି ଭଲ ,ଖରାପ ଗୁଣ ଥାଏ। ଆଜି ଆମେ ଜାଣିବା ଇଂରାଜୀ ଅକ୍ଷର K ନାମ ରୁ ଆରମ୍ଭ ହେଇଥିବା ବ୍ୟକ୍ତି କେମିତି ହେଇଥାନ୍ତି । ସେ ଯଦି ଆପଣଙ୍କ ନାମ କିମ୍ବା ଆପଣଙ୍କ ପ୍ରେମିକ ବା ପ୍ରେମିକା ନାମ ହେଇଥାଏ ତେବେ ସେମାନଙ୍କ ବିଷୟରେ ଜାଣନ୍ତୁ। ସେମାନଙ୍କର ଶରୀରର ଗଠନ,ବ୍ୟବହାର,ଭବିଷ୍ୟତ, ବିବାହ ବିଷୟ ଜାଣିବା। ଏମାନେ ବହୁତ ସୁନ୍ଦରର ହୋଇଥାନ୍ତି ସୁନ୍ଦରତା ଯୋଗୁଁ ଲୋକମାନେ ଏମାନଙ୍କ ଆଡକୁ ଅଧିକ ଆକର୍ଷଣୀୟ ହେଇଥାନ୍ତି ।
ନିଜର ଶରୀରର ଯତ୍ନ ଭଲଭାବରେ ନେଇଥାନ୍ତି ତାସହ ଶରୀରକୁ ସୁନ୍ଦର ରଖିବାପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଏମାନେ ପ୍ରକୁତିକୁ ବହୁତ ଭଲ ପାଇଥାନ୍ତି । K ଅକ୍ଷରରୁ ଆରମ୍ଭ ହେଇଥିବା ଲୋକମାନେ ସବୁବେଳେ ପାର୍ଟି କରିଆକୁ ଭଲ ପାଇଥାନ୍ତି ଏବଂ ପାର୍ଟିକୁ ଯିବାକୁ ଏମାନଙ୍କୁ ଭଲଲାଗିଥାଏ। ଏମାନେ ବହୁତ ସାହାସି ହୋଇଥାନ୍ତି। ସେମାନେ ରାଗଲେ କିଛି ନବୁଝି ଅନ୍ୟକୁ ବହୁତ କଟୁ କଥା କହିଦିଅନ୍ତି ଏବଂ ମୁଁହେ ମୁଁହେ ଉତ୍ତର ଦେଇଦିଅନ୍ତି ଏବଂ ପରେ ବହୁତ ଅନୁତାପ କରନ୍ତି ।
ଏହି K ଅକ୍ଷରର ନାମର ଲୋକମାନେ ମନରେ କିଛି ରଖିନ୍ତି ନାହିଁ, ସବୁ କଥା ହୃଦୟରୁ କହିଦିଅନ୍ତି ଯାହା ଦ୍ୱାରା ଭବିଷ୍ୟତରେ ରେ ଉନ୍ନତି କରିଥାନ୍ତି। ଅନ୍ୟ ଜଣକୁ ସାହାଯ୍ୟ କରିବାପାଇଁ ଏମାନେ ସବୁବେଳେ ଆଗେଇ ଆସନ୍ତି। ଏମାନେ ଈଶ୍ୱର ଙ୍କୁ ବହୁତ ବିଶ୍ୱାସ କରନ୍ତି । K ଅକ୍ଷର ନାମରୁ ଆରମ୍ଭ ହୋଇଥିବ ବ୍ୟକ୍ତି ସବୁବେଳେ ନିଜ କଥା ଚିନ୍ତା କରନ୍ତି । ନିଜର ଫାଇଦା ହାସଲ କରିବା ପାଇଁ କିଛିବି କରି ପାରନ୍ତି। K ନାମର ଲୋକମାନେ ବହୁତ ରହସ୍ୟମୟ ହେଇଥାନ୍ତି କଥାକୁ ଭଲଭାବରେ ଲୁଚେଇକି ରଖିପାରନ୍ତି । ଅନ୍ୟର କଥାକୁ ନିଜ ଭିତରେ ଲୁଚେଇକି ରଖିପାରନ୍ତି।
ଏମାନେ ଭଲ ବନ୍ଧୁ ସାବ୍ୟସ୍ତ ହେଇଥାନ୍ତି। ଏମାନେ ସବୁ ଜିନିଷ କୁ ଗୁରୁତ୍ୱ ଦେଇନଥାନ୍ତି କିନ୍ତୁ ଯେଉଁ ଜିନିଷକୁ ଥରେ ଗୁରୁତ୍ୱ ଦିଅନ୍ତି ତାକୁ ଭଲଭାବରେ ମନ ଦେଇକରିଥାନ୍ତି। ଏମାନେ ଯାହା ସହ କଥା ହୁଅନ୍ତି ତା ମନ କିଣିନେଇଥାନ୍ତି । ଏମାନେ ଭିଡ଼ ଭିତରେ ରହବାକୁ ପସନ୍ଦ କରନ୍ତି ନାହିଁ, ସବୁବେଳେ ଏକୁଟିଆ ସମୟ ବିତାଇବା କୁ ଭଲପାନ୍ତି । ସାଧାରଣ ଏମାନେ ବ୍ୟବସାୟ କରନ୍ତି ଯାହା ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ର ପରିଚିତ ଦେଇଥାଏ। K ନାମର ଲୋକମାନେ ଜୀବନରେ ପଇସା ବହୁତ କମାଇଥାନ୍ତି କିନ୍ତୁ କାହାକୁ କେବେ ସମ୍ମାନ ଦେଇ ନଥାନ୍ତି ।
K ନାମର ଲୋକ ମାନେ ନିଜେ ବିଷୟରେ ଅନ୍ୟ ଠାରୁ ଶୁଣିଲ କିଛି ପ୍ରକାଶ କରନ୍ତି ନାହିଁ ତେଣୁ ସଫଳତା ହାସଲ କରନ୍ତି। ସେ ବହୁତ ରାଗି ହୋଇଥିବାରୁ ଲୋକମାନେ କଥା ହେବାକୁ ଡରି ଥାନ୍ତି । ଏମାନଙ୍କ ସାଙ୍ଗରେ ଏମାନେ ଲଭ ବହୁତ ଜଣକୁ କରିଥାନ୍ତି ଏବଂ ଧୋକା ବି ଦିଅନ୍ତି। ଯାହାକୁ ଲଭ କରନ୍ତି ତାଙ୍କୁ ବିବାହ କରନ୍ତି ନାହିଁ। ଏମାନେ ବୈବାହକ ଜୀବନ ଶଶୁରଘରେ ନିଜର ଘଂମଣ୍ଡ ଦେଖାଇଥାନ୍ତି । ବହୁତ କମ ଲୋକ ପ୍ରେମ ବିବାହ କରିଥାନ୍ତି । ନିଜେ ଝଗଡା କରନ୍ତି ଆଉ ନିଜେ ପ୍ରଥମ କ୍ଷମା ମାଗି ନିଅନ୍ତି। ଏମାନଙ୍କର ବୈବାହକ ଜୀବନ ବହୁତ ବୁଝାମଣାରେ ଚାଲିଥାଏ ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ । ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ ।