ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ମହିଳା ଙ୍କ ପାଖରେ ରହିଥାଏ ଏହି ଚାରୋଟି ଲକ୍ଷଣ ସେମିତି ରେ ଆପଣ ମାନେ ଜାଣି ଥିବେ ଚାଣକ୍ୟ ନୀତି ହେଲା ଚାଣକ୍ୟ ଙ୍କ ଦ୍ୱାରା ରଚିତ ଏକ ନୀତି ଶାସ୍ତ୍ର ଅଟେ , ଯେଉଁ ଥିରେ ଜିବନ କୁ ସୁଖ ମୟ କରିବା ପାଇଁ ନିତି ନିୟମ ବର୍ଣ୍ଣନା ହୋଇଛି , ଏହି ଥିରେ ମନୁଷ୍ୟ କୁ ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ଏହି ଗ୍ରନ୍ଥ ର ଧର୍ମ , ତେବେ ଆମେ ଆଜି ପବିତ୍ର ମହିଳାଙ୍କ ପାଖରେ ରହି ଥିବା ଲକ୍ଷ୍ୟଣ ବିଷୟ ରେ ଜାଣିବା ଜାହା ଜାଣି ପାରିଲେ ଆପଣ ମାନେ ଜାଣିବେ କି ସେହି ମହିଳା ଜଣଙ୍କ ପବିତ୍ର ଅଟନ୍ତି ବୋଲି ।
ତେବେ ଏହି ଥିରେ ପ୍ରଥମେ ରହିଛି ଯେଉଁ ମହିଳା ଙ୍କ ଦେହ ରେ ହାଲୁକା ରୁମ ରହିଥାଏ ସେମାନେ ସର୍ବଦା ପବିତ୍ର ହୋଇଥାନ୍ତି , ସେମାନେ ନିଜର ସ୍ୱାମୀ ଙ୍କର ସେବା ସର୍ବଦା କରନ୍ତି , ସେହିଥିରେ ଧ୍ୟାନ ବି ରଖନ୍ତି , ସେମାନେ ନିଜର ସ୍ୱାମୀ ଛଡା ଆଉ କାହାକୁ ବି ଦେଖନ୍ତି ନାହିଁ । ଏମାନେ ପ୍ରତିବର୍ତା ରହିଥାନ୍ତି ,
ସେହି ପରି ବନ୍ଧୁଗଣ ଦୁଇ ରେ ହେଲା ଯେଉଁ ଝିଅ ମାନଙ୍କର ମତ୍ସିକ ରେ କଳାଜାଈ ରହିଥାଏ ସେହି ମହିଳା ମାନେ ଅତ୍ୟନ୍ତ ହିଁ ପବିତ୍ର ହୋଇଥାନ୍ତି , ଏହି ପରି ମହିଳା ମାନେ ବହୁତ ପ୍ରଖର ମଧ୍ୟ ରହିଥାନ୍ତି , ଏମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି ।
ସେହି ପରି ତିନି ରେ ହେଲା ଯେଉଁ ମହିଳା ମାନଙ୍କର ହାଲୁକା ନିଶ ରହିଥାଏ ସେମାନେ ବି ବହୁତ ପବିତ୍ର ହୋଇଥାନ୍ତି , ଏମାନେ ଧର୍ମ ଦାନ ପୂର୍ଣ୍ଣ୍ୟ ରେ ବିଶ୍ୱାସ ରଖନ୍ତି , ଏହି ନାରୀ ମାନଙ୍କର ସ୍ୱାମୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏମାନଙ୍କ ସଂମ୍ପର୍ଣ୍ଣ ପରିବାର ଖୁସୀ ରେ ରହେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଲେ ପବିତ୍ର ମହିଳା ଙ୍କ ପାଖରେ ରହିଥିବା କିଛି ଗୁଣ ଏଂ ଲକ୍ଷଣ ବିଷୟ ରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।