ପରିସ୍ରା କରିବା ପରେ ପାଣି ପିଇବା ଠିକ୍ ନା ଭୁଲ୍ |

To urinate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପରିସ୍ରା ଜିନିତ ସମସ୍ୟା ବିଷୟ ରେ ଆମେ ଆଜି ଆଲୋଚନା କରିବା ଯଦି ଆପଣ ମାନଙ୍କର ଏମିତି କିଛି ସମସ୍ୟା ରହିଛି ଯେମିତି କି ଆପଣ ମାନଙ୍କୁ ପରିସ୍ରା ଲାଗିଲେ ରୋକି ହୁଏ ନାହିଁ ଏମିତି କଣ ପାଇଁ ହୋଇଥାଏ ଆମେ ଆଜିି ଆପଣ ମାନଙ୍କୁ ଏହି ଠାରେ ଜଣେଇ ଦେବୁ ।

urinate

ସେମିତି ରେ ବନ୍ଧୁଗଣ ଆମ ଶରୀର ରେ 75 ରୁ 80 ଭାଗ ପାଣି ର ପରିମାଣ ହିସାବ କରିବା ତେବେ ଆମ ଶରୀର ରେ କେବଳ ପାଣି ହିଁ ରହିଛି , ସେମିତି ରେ ଆମ ଶରୀର ରେ ତମାମ୍ ସମସ୍ୟା କୁ ଦୂର କରିବା ପାଇଁ କେଉଁ ସମୟ ରେ ପାଣି ସେବ କରିବା ଆବଶ୍ୟକ ଅଟେ ସେହି ବିଷୟ ରେ ବି ଆମେ ମାନେ ଆଲୋଚନା କରିବା ଏବଂ ପରିସ୍ରା କରିବା ପରେ ପାଣି ପିଇବା ଠିକ୍ ନା ଭୁଲ୍ ସେହି ବିଷୟ ରେ ବି ଆଲୋଚନା କରିବା ।

ତେବେ ବନ୍ଧୁଗଣ ଆପଣ ମାନେ ପରିସ୍ରା ଜାଉଛନ୍ତି ଏବଂ ଆସି ସଂଙ୍ଗେ ସଂଙ୍ଗେ ପାଣି ର ସେବନ କରୁଛନ୍ତି ତେବେ ଆପଣ ମାନଙ୍କ ଶରୀର ରେ ଇୟୁରିନ ଗତ ସମସ୍ୟା ମାନ ଦେଖିବା ପାଇଁ ମିଳିବ ଏବଂ ଆପଣ ମାନଙ୍କ ଶରୀର ମଧ୍ୟ ରେ ଯେଉଁ ଇୟୁରିନ ବ୍ଲାଡର ରହିଛି ତାହା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଯିବ । ଏବଂ ଏହା ସହିତ ଆପଣ ମାନେ ଯଦି ପାଣି ର ସେବନ କରୁଥାନ୍ତି ସହବାସ କରିବାର ସଂଙ୍ଗେ ସଂଙ୍ଗେ ତେବେ ଆମର ସେହି ବ୍ଲାଡର ମଧ୍ୟ ଖରାପ ହୋଇଥାଏ ।

water

ହେଲେ ଆପଣ ମାନେ ଖାଦ୍ୟ ସେବନ କରିବା ପୂର୍ବ ରୁ ପରିସ୍ରା କରୁଥାନ୍ତି ଏବଂ ଖାଦ୍ୟ ସେବନ କରିବା ପରେ ବି ଆପଣ ମାନେ ଯଦି ପରିସ୍ରା କରନ୍ତି ତେବେ ଆପଣ ମାନଙ୍କ ପାଇଁ ବୁତ ହିତ କର ଅଟେ , ହେଲେ ପରିସ୍ରା କରିବା ପରେ ପାଣି ପିଇବା ଠିକ୍ ନୁହେଁଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *