ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ( ୮ଟି ସଙ୍କେତ )

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜୀବନ ମୁତ୍ୟୃ ସୁଖ ଦୁଃଖ ଫାଇଦା କ୍ଷତି ଏହି ସବୁ ଜୀବନ ର ମହତ୍ୱ ପୁର୍ଣ୍ଣ ଅଙ୍ଗ ଅଟେ , କେବେ ଜୀବନ ରେ ଖୁସିର ସମୟ ଆସିଥାଏ ତ କେବେ ଦୁଃଖ ର କଳା ବାଦଲ ଆସିଯାଏ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ସୁଖଦୁଃଖ ଆସିଥାଏ ଏହି ସବୁ ସମୟ ଚକ୍ର ଯୋଗୁଁ ହୋଇଥାଏ , ସମୟ ଠାରୁ ଆଉ ବଡ ବଳବାନ କିଛି ବି ନାହିଁ ଏବଂ ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଇଥାନ୍ତି ।

ଆପଣ ଆପଣ ଙ୍କ ର ଜୀବନ ରେ ଏମିତି ଅନେକ ଲୋକଙ୍କୁ ଦେଖିଥିବେ କି ଅଚାନକ ସେମାନେ ରାଜା ସମାନ ଜୀବନ ଅତିବାହିତ କରିଥାନ୍ତି ଏବଂ ଅନେକ ଧନୀ ବ୍ୟକ୍ତି କାଙ୍ଗାଳ ମଧ୍ୟ ହୋଇଯାଆନ୍ତି ,ତାଙ୍କ ଜୀବନ କୁ ଦୁଃଖ କଷ୍ଟ ଆସିଯାଇଥାଏ ଏହା ସବୁ ସମୟ ଉପରେ ନିର୍ଭର କରିଥାଏ , ତେବେ ଆମେ କିପରି ଜାଣି ପାରିବା ଯେ ସମୟ ଚକ୍ର ଆମ ପାଇଁ ଖୁସି ଆଣିକରି ଆସିଛି କି ସଙ୍କଟ ଆଣିକରି ଆସୁଛି, ଏମିତି ବହୁତ ସାରା ପ୍ରଶ୍ନ ଆପଣ ଙ୍କ ର ମନ ଭିତରେ ଉଙ୍କି ମାରୁଥିବ ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି କିଛି ଏପରି ସଂଙ୍କେତ ବିଷୟ ରେ ଯାହା ଦ୍ୱାରା ଆପଣ ଆପଣ ଙ୍କ ର ଆଗକୁ ଆସୁଥିବା ଶୁଭ ସମୟ ବିଷୟ ରେ ଜାଣି ପାରିବେ ।

krishan

ଯେବେ ନାରଦ ମୁନୀ ବୈକୁଣ୍ଠ ଧାମ ରେ ପହଞ୍ଚି ଭଗବାନ ଶ୍ରୀ ହରି ବିଷ୍ଣୁ ଙ୍କୁ ଏହି ସଂଙ୍କେତ ବିଷୟ ରେ ପଚାରିଥିଲେ , ତେବେ ଶ୍ରୀ ହରି ବିଷ୍ଣୁ ତାଙ୍କୁ ଜଣାଇଥିଲେ ଯେ ସେ ସ୍ୱଂୟ ମନୁଷ୍ୟ ପାଖକୁ କିଛି ଏମିତି ସଂଙ୍କେତ ପହଞ୍ଚାଇଥାନ୍ତି ଯାହା ଦ୍ୱାରା ମନୁଷ୍ୟ ତାହାର ଆଗକୁ ଆସୁଥିବା ସମୟ ବିଷୟ ରେ ଜାଣି ପାରିବେ , ଏହି ସଂଙ୍କେତ ପକୃତି ଦ୍ୱାରା , ପଶୁ ପକ୍ଷୀ ଦ୍ୱାରା ଏବଂ ମୋର ଭକ୍ତ ମାନଙ୍କ ଦ୍ୱାରା ହୋଇପାରେ କେବଳ ମନୁଷ୍ୟ କୁ ସେମାନଙ୍କୁ ଜାଣିବାର ଏବଂ ବୁଝିବାର ଆବଶ୍ୟକତା ଥାଏ ।

ତେବେ ଆସନ୍ତୁ ଜାଣିବା ସେହି ସଂଙ୍କେତ ମାନଙ୍କ ବିଷୟ ରେ ଯାହାକୁ ସ୍ୱଂୟ ଭଗବାନ ବିଷ୍ଣୁ କହିଛନ୍ତି ଯେମିତିକି ଯଦି ଆପଣ ଙ୍କ ଘରେ ବିଲେଇ ଛୁଆ ଦେବା , ପକ୍ଷୀ ମାନେ ବସା ବାନ୍ଧିବା ଏହି ସବୁ ଜିନିଷ ଯଦି ଆପଣ ଙ୍କ ଘରେ ଘଟୁଥାଏ ତେବେ ଏହା ଶୁଭ ସଂଙ୍କେତ ହୋଇଥାଏ , ଯଦି ଆପଣ କୈଣସି ସ୍ଥାନ କୁ ଯାତ୍ରା କଲା ବେଳେ ଗୋ ମାତା କିମ୍ବା ସାଧୁ ସନ୍ଥ ଙ୍କର ଦର୍ଶନ କରନ୍ତି ତେବେ ଆପଣ ଙ୍କ ର ଯାତ୍ରା ସଫଳ ହୋଇଥାଏ । ତେବେ ଏହି ସବୁ ସଂଙ୍କେତ ଯଦି ଆପଣ ଙ୍କୁ ଦେଖିବାକୁ ମିଳେ ତାହାଲେ ଆପଣ ଜାଣି ନିଅନ୍ତୁ କି ଆପଣ ଙ୍କ ର ଭଲ ସମୟ ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *