( ଶନିବାର ଦିନ ) ମରିଗଲେବି କରନ୍ତୁନାହିଁ ଏହି ( ୫ଟି କାମ )

shani d.

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ବହୁତ ଅଧିକ ସମସ୍ୟା ବଢିଜାଇଛି ତ ଆପଣଙ୍କୁ କିଛି ଜିନିଷ ର ବହୁତ ଧ୍ୟାନ ରଖିବା ଉଚିତ୍ ଆପଣଙ୍କୁ ଲାଗେକି ଜୀବନରେ କେବଳ ସମସ୍ୟା ହିଁ ସମସ୍ୟା ଅଛି ଜୀବନ ଆପଣଙ୍କ ଭଲରେ ଚାଲୁନାହିଁ ଆପଣ ଲକ୍ଷେ ଚଷ୍ଟା ପରେ ମଧ୍ୟ କିଛି ଭଲ କରିପାରୁ ନାହାନ୍ତି, ଏହାର କାରଣ ଏହା ଅଟେକି କେଉଁଠି ନା କେଉଁଠି ଆପଣଙ୍କ ଶନିଦେବ କୂପିତ ଅଛନ୍ତି , ତ ଏମିତିରେ ଶନିବାର ଦିନ କିଛି ଏମିତି କାର୍ଯ୍ୟ ହୋଇଥାଏ ଯାହାକୁ ଭୁଲରେ ବି ନକରିବା ଉଚିତ୍ , କାହିକି ନା ସେହି କାର୍ଯ୍ୟ ଗୋଡିକୁ କରିବା ଦ୍ୱାରା ଜଣା ଅଜଣାରେ ଶନିଦେବ ରୁଷ୍ଟ ହୋଇଜାଇ ଥାନ୍ତି ଏବଂ ଜୀବନରେ ଦୁଃଖ ଏବଂ ପିଡା ବଢିଜାଇ ଥାଏ ।

ଆଜି ଆମେ ଆପଣଙ୍କୁ କହିବୁ କି ଶାସ୍ତ୍ର ଅନୁସାରେ କଣ ସେହି ସବୁ କାର୍ଯ୍ୟ ଅଟେ , ବନ୍ଧୁଗଣ ଜ୍ୟୋତିଷ କହିଥାଏ କି ଶିନିବାର ଦିନ ଦାନ ଅବସ୍ୟ କରିବା ଉଚିତ୍ , ଅସ୍ତ ଗଛ ମୂଳରେ ଦୀପ ଅବସ୍ୟ ଜଳାଇବା ଉଚିତ୍ କିନ୍ତୁ ପ୍ରତେକ ମଣିଷ ପାଇଁ ଏହି ଜିନିଷ ସମ୍ଭବ ହୋଇ ନଥାଏ , ଦାନ ଆପଣ ମାନେ କରି ପାରିବେ କିନ୍ତୁ କଣ ନକରିବା ଉଚିତ୍ ତାହା କେଉଁଁ କାର୍ଯ୍ୟ ଅଟେ ।

shani

ଗୋଟେ କଥା ସବୁବେଳେ ମନେ ରଖନ୍ତୁ ଶାସ୍ତ୍ର କହିଥାଏ କି ଶନିବାର ଦିନ ଜେବେ ଆପଣ ଝାଡୁ ପୁଛା ଲଗାଉଛନ୍ତି ତ ଲୁଣ କିମ୍ବା ଫିଟିକରି ପକାଇ ପୋଛା ଲଗାନ୍ତୁ , ଶାସ୍ତ୍ର ଏହାବି କହିଥାଏ କି ରସଣ ପିଆଜ ଶନିବାର ଦିନ ନଖାଇବା ଉଚିତ୍ ଆପଣଙ୍କ ଶନି କମଜୁର ହୋଇଜାଇ ଥାଏ ଏବଂ ଶନିଦେବ ରୁଷ୍ଟ ହୋଇଯାନ୍ତି , ମନ୍ୟତା ଅଛିକି ଏହି ଦିନ ଯଦି ଆପଣ ତେଲ କିଣୁଛନ୍ତି ଏହା ଦ୍ୱାରା ଘରେ ନକାରତ୍ମକତା ବଢିଥାଏ ଘରେ ଅଶୁଭ ଘଟଣା ଘଟିବାକୁ ଲାଗିଥାଏ , ଶନିବାର ଦିନ ତେଲ କିଣିବା ଠାରୁ ଦୂରେଇ ରୁହନ୍ତୁ ।

ଶନିବାର ଦିନ ଲୁହାର ଜିନିଷ ନ କିଣିବା ଉଚିତ୍ ଏହା ଦ୍ୱାରା ବି ଶନିଦେବ ରୁଷ୍ଟ ହୋଇଯାନ୍ତି କିନ୍ତୁ ଲୁହା ଦ୍ୱାରା ନିର୍ମିତ ବିଶେଷ ବସ୍ତୁକୁ ଦାନ କରିବା ବହୁତ ଶୁଭ ଦାୟକ ହୋଇଥାଏ । ଶନିବାର ଦିନ କାହାଠାରୁ ବି ଉଧାର ନିଅନ୍ତୁ ନାହିଁ ଶନିବାର ଦିନ କାହାକୁ ବି କରଜ ଦିଅନ୍ତୁ ନାହିଁ କାହାକୁ ଯଦି ଆପଣ ଉଧାର ବା କରଜ ଦେଉଛନ୍ତି ତ ଲମ୍ବା ସମୟ ଧରି ଆପଣଙ୍କୁ ଏହା ରିଟନ ମିଳିପାରିବ ନାହିଁ ଏବଂ ଯଦି ନେଉଛନ୍ତି ତ ସୁଝି ପାରିବେ ନାହିଁ ।

shani

ଶନିବାର ଦିନ ଲୁଣ ବି ନକିଣିବା ଉଚିତ୍ ମାନ୍ୟତା ଅଛିକି ଶନିବାର ଦିନ ଲୁଣ କିଣିବା ଦ୍ୱାରା ଶନିଦେବ ରୁଷ୍ଟ ହୋଇଯାନ୍ତି ଏବଂ କରଜର ବୁଝ ବଢିଜାଇ ଥାଏ ଏବଂ କେତେ ବିମାରିବି ଆପଣଙ୍କୁ ସମସ୍ୟାରେ ପକଇ ଥାଏ , ଶନିବାର ଦିନ ଆମିଶ ନିସା ଦ୍ରବ୍ୟ ସେବନ କରିବା ଦ୍ୱରା ଶନିଦେବ ରୁଷ୍ଟ ହୋଇଯାନ୍ତି ଏବଂ ଜୀବନରେ ସମସ୍ୟା ବଢିଜାଇ ଥାଏ , ଏମିତିରେ ତ କଳା ରଙ୍ଗର ଜୋତା ବି ଶନିବାର ଦିନ କିଣନ୍ତୁ ନାହିଁ ଏବଂ କଳା ରଙ୍ଗର କୌଣସି ଜିନିଷ କିଣନ୍ତୁ ନାହିଁ , ତେବେ ବନ୍ଧୁଗଣ ଏହା ଥିଲା ଶନିବାର ଦିନ ଆପଣ ମାନଙ୍କୁ କେଉଁ କାର୍ଯ୍ୟ ନକରିବା ଉଚିତ୍ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *