ବନ୍ଧୁଗଣ ଆଜି କାଲି ର ବ୍ୟସ୍ତ ରହିତ ଜୀବନରେ ଆମେ ସମସ୍ତେ ନିଜର ଖାଦ୍ୟ ପାନୀୟ ଉପରେ ଧ୍ୟାନ ନଦେବା କାରଣରୁ ଆମର ବିଭିନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେଇଥାଏ।ତେଣୁ ଆପଣଂକୁ କହିଦେଉଛୁ ଯେ ଯଦି କୌଣସି ବ୍ୟକ୍ତି ନିଜର ଖାଦ୍ୟ ପାନୀୟ ଉପରେ ଧ୍ୟାନ ନଦେଉଛି ତାହେଲେ ତାର ପ୍ରଥମତଃ କିଡ୍ନୀ ରେ ଜନିତ ଷ୍ଟୋନ ଜନିତ ସମସ୍ୟା ହୋଇଥାଏ ଯାହାର କଷ୍ଟ ସହିବା ସାଧାରଣ ବ୍ୟକ୍ତି ପାଖରେ ଅସମ୍ଭବ ହୋଇଥାଏ।। ଏଥିପାଇଁ ଦେଖଗଲାଣି କି ଷ୍ଟୋନ ରୋଗରେ ବହୁତ ପୀଡିତ ହେଉଛନ୍ତି।।
ଏହି କଥା ତ ସତ ଅଟେ କି ଷ୍ଟୋନ ଜନିତ ସମସ୍ୟା ହେବା ଦ୍ୱାରା ଏହାକୁ ସହ୍ୟ କରିବା ସାଧାରଣ ବ୍ୟକ୍ତି ପାଖରେ ଅସହ୍ୟ ହୋଇଥାଏ ତା ସହ ମଧ୍ୟ ବହୁତ ସମସ୍ୟା ମାନ ଦେଖାଦେଇଥାଏ। ଷ୍ଟୋନ ସୃଷ୍ଟି ହେବା ପୂର୍ବରୁ ଆମର ଶରୀର ବହୁତ ସାରା ସଂକେତ ଦେଇଥାଏ ଯାହାକୁ ଆମେ ନଜର ଅନ୍ଦାଜ କରିଦେଇଥାଉ,ଖରାପ ଖାଦ୍ୟ ପାନୀୟ ଓ ଆବଶ୍ୟକତା ଠାରୁ କାମ ପାଣି ପିବା ଭଳି ସମସ୍ୟମାନ ପ୍ରଥମେ ଦେଖାଦେଇଥାଏ। ଏଥିରେ ବହୁତ କଷ୍ଟ ହେବା ସହ ବହୁତ ଯନ୍ତ୍ରଣା ମଧ୍ୟ ଆମକୁ ହୋଇଥାଏ। ଏଥିରେ ଆମକୁ ବହୁତ ସାରା ଯନ୍ତ୍ରଣା ତଥା ମୂତ୍ର ନଳୀ ରେ ଯନ୍ତ୍ରଣା ସହ ପରିଶ୍ରା ସମୟରେ ପୋଡା ଜଲା ଲାଗିବା ଓ ମୂତ୍ର ନଳୀ ରୁ ରକତ ବାହାରିବା ଭଳି ସମସ୍ୟା ମାନ ଦେଖାଦେଇଥାଏ।।
ଆଜି ଆମେ ସାଧାରଣତଃ ଏହାର ଉପାୟ ବିଷୟରେ ଆପଣଙ୍କୁ ଅନୁସୂଚିତ କରିବୁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେ ଏମିତ କଣ ଏକ ଜିନିଷଟି ଯାହାକୁ ଆମେ ବ୍ୟବହାର କରିବା ଦ୍ୱାରା ଷ୍ଟୋନ ଜନିତ ସମସ୍ୟା ଦୂର ହୋଇଥାଏ।।
1- ପ୍ରଥମେ ତ ଆପଣଙ୍କୁ ଯଦି ଷ୍ଟୋନ ହୋଇଥାଏ ତାହେଲେ ଏହାର ସବୁଠାରୁ ଉପଯୋଗୀ ହେଉଛି କୋଲଥ,ହଁ ବନ୍ଧୁଗଣ କୋଲଥର ସେବନ କରିବା ଦ୍ୱାରା ଏହା ଆମକୁ ଷ୍ଟୋନ ସମସ୍ୟାରୁ ମୁକ୍ତି ଦେଇଥାଏ।କୋଳଥରେ ଏକ ଏଭଳି ତତ୍ୱ ମିଳିଥାଏ ଯାହା ଷ୍ଟୋନକୁ ସରଲୀକୃତ କରିବାରେ ସାହାର୍ଯ୍ୟ କରିବା ସହ ଷ୍ଟୋନ ହେଉଥିବା ପ୍ରଣାଳୀକୁ ରୋକିଥାଏ।।ଏହା ସହିତ ଯକୃତ ଓ ପ୍ଲିହା ଜନିତ ରୋଗ ଦୂର କରିବା ସହ ଶରୀରରୁ ଅତ୍ୟଧିକ ଚର୍ବୀ ଦୂର କରିଥାଏ।।
ଆପଣଂକୁ କହିଦେଉଛୁ କି ସର୍ବଦା ପାଣି ପିଅନ୍ତୁ ଓ ଦିନରେ ଥରେ ଏହି କୋଳଥର ସୁପ କରି ପିଇବା ଦ୍ୱରା ଏହି ସମସ୍ୟା ରୁ ମିକ୍ତି ମିଳିଥାଏ।
ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।