ନାରୀ ମାନଙ୍କ ବିଷୟରେ ୧୦ଟି ଗୁପ୍ତ କଥା ଯାହା ପୁରୁଷ ମାନଙ୍କୁ ନିହାତି ଜାଣିବା ଦରକାର |

womens

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ବିସୟରେ ଆପଣ ମାନେ କିଛି ନା କିଛି ଜାଣିଥିବେ ସେ ଜଣେ ମହାନ ବୁଧିମାନ ଓ ନିତି ଶାସ୍ତ୍ରରେ ପାରଙ୍ଗ ହେବା ସହିତ ଉତ୍ତମ ରାଜ ନୈତିକ ମଧ୍ୟ ଥିଲେ , ସେ ନିଜ ବୁଧି ଦ୍ୱାରା ନିତି ଶାସ୍ତ୍ରରେ ମଣିଷ କିପରି ଜୀବନ ଜାପନ କରିବ ସେ ବିସୟରେ କିଛି ତଥ୍ୟ ଲେଖି ଜାଇଛନ୍ତି, ଯାହାକୁ ଯଦି ଆଜିର ମଣିଷ ନିଜର ଦୈନ ଦିନ ଜୀବନରେ ଉପଯୋଗ କରେ ତେବେ ସେ କେବେବି କଷ୍ଟ ପାଇବ ନାହିଁ । ଏହା ସହ ଚାଣକ୍ୟ ତାଙ୍କର ନିତି ବାଣୀରେ ବହୁତ କଟୁ କଥା ମଧ୍ୟ ଲେଖିଛନ୍ତି ଯାହା ଅପ୍ରିୟ ହେଲେ ମଧ୍ୟ ସତ୍ୟ ଅଟେ , ତେବେ ଆଜି ଆମେ ଜାଣିବା ମାହିଳା ମାନଙ୍କ ସମ୍ଫର୍କରେ ଯାହା ସେମାନଙ୍କର ଚରିତ୍ର ବ୍ୟବହାର ଆଚାର ବିଚାର ବିସୟରେ ବର୍ଣ୍ଣନା କରିଥାଏ ଏହା ଅପ୍ରିୟ ହେଲେ ମଧ୍ୟ ସତ୍ୟ ଅଟେ ।

Chanakya

ବନ୍ଧୁଗଣ ପ୍ରାୟତ କଳିରେ ସାଧରଣତ ନାରୀ ମାନଙ୍କର ହାତ ଥାଏ ପୁରୁଷ ଚିନ୍ତା କରିବା କଥା କି ନାରୀ ମାନଙ୍କ ଯୋଗୁ ଯେଉଁ କଳହ ହୋଇଥାଏ ସେଥିରୁ କୌଣସି ଫାଇଦା ହୋଇ ନଥାଏ । ବନ୍ଧୁଗଣ ତାକୁ ହିଁ ପକୃତ ସ୍ତ୍ରୀ ହି କୁହାଯାଏ ଯିଏ କାର୍ଯ୍ୟ କରିବା ସମୟରେ ମନ୍ତ୍ରୀ ପରି ଭଜନ କରିବା ସମୟରେ ମା ପରି ଓ ସେବା ସମୟରେ ଦାଶି ପରି ଆଚାରଣ କରିଥାଏ ।

ବନ୍ଧୁଗଣ ନାରୀ ହେଉଛନ୍ତି ଦୁନିଆର ସବୁଠୁ ବଡ ଆକର୍ସଣ ଯାହାର ଇସାରା ରେ ପୁରୁଷ କାଠ କଣ୍ଡେଇ ପାଲଟି ଜାଇଥାଏ ଏହାର କାରଣ ହେଉଛି ନାରୀର ସନ୍ଦର୍ଯ୍ୟ ଓ ଜଉବନ । ବନ୍ଧୁଗଣ ଖରାପ ସମୟ ପାଇଁ ଧନ ସଞ୍ଚୟ କରିବା ଦରକାର ଓ ଏହା ସହିତ ଏହି ପ୍ରତି ସତର୍କ ହେବା ଦରକାର କାରଣ ନାରୀ ଓ ଧନ ବେଳେ ବେଳେ ମଣିଷକୁ ଠିକି ଦେଇଥାନ୍ତି ।

bhabi

ବନ୍ଧୁଗଣ ପୂର୍ବରୁ ପ୍ରମାଣିତ କି ଦୁନିଆରେ ଯୁଦ୍ଧ୍ୟ ଇତ୍ୟାଦି ମାରାତ୍ମକ କାଣ୍ଡ କେବଳ ନାରୀ ପାଇଁ ଘଟିଥାଏ, ଏଥିପାଇଁ ବୁଧିଯିବି ମାନେ ନାରୀର ମାୟା ଜାଲରେ ଆଦୁବି ଫସିବା କଥା ନୁହେଁ । ବନ୍ଧୁଗଣ ନାରୀର ସନ୍ଦର୍ଯ୍ୟ ଶରୀରର ଗଠନ ପ୍ରତେକ ମଣିଷ କୁ ଆକର୍ସଣ କରିଥାଏ ଏହି କାରଣରୁ ପୁରୁଷ ସୁନ୍ଦରି ନାରୀଙ୍କ ସହ ବସ ବାସ କରିଲେ ମଧ୍ୟ ପର ନାରୀ ପ୍ରତି ପ୍ରଲଭନ ମନରେ ରହିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *