ଇ-ଶ୍ରମ କାର୍ଡ଼ କେଉଁମାନେ ବନେଇବା ଦରକାର କେଉଁମାନେ ନାହିଁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଥମେ ଆପଣ ମାନେ ଏହି ଇ-ଶ୍ରମ ରେ ଆପ୍ଲାୟ କରିବା ପାଇଁ eshram.gov.in କୁ ଯିବାକୁ ପଡିବ ଏବଂ ସେଠାରେ ଆପଣ ମାନଙ୍କୁ REGISTER on e-Shram ବୋଲି ଲେଖା ରହିଥିବ ସେଠାରେ କ୍ଲିକ୍ କରିବାକୁ ପଡିବ । ଯେପରି କ୍ଲିକ୍ କରିବେ ସେଠାରେ Self Registration ଅଫସନ ଆସିବ । ଏଠି ଆପଣଙ୍କ ଆଧାର ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବର ଦେବାକୁ ପଡିବ ପରେ ତଳେ କେପ୍ଚା ପୂରଣ କରିବେ ଏବଂ ପରେ ସେଣ୍ଡ୍ OTP ରେ କ୍ଲିକ୍ କରିବେ । ପରେ OTP ଆସିଲେ ସମିଟ୍ ରେ କ୍ଲିକ୍ କରିବେ ଏବଂ ଆପଣଙ୍କ ସାମ୍ନା ରେ ଆଧାର ନମ୍ବର ଦେବାକୁ ଅଫସନ ଆସିବ ଆପଣ ଦେଇଦେବେ । ଏବଂ ପରେ ଆଧାର ନମ୍ବର ଦେଇଥିବାରୁ ସେହି ମଧ୍ୟରେ ଆଉ ଗୋଟିଏ OTP ଆସିବ ଜାହାକୁ ଆପଣ ମାନେ ପୁଣି ଦେବେ ଏବଂ ଭେଲିଡେଟ୍ ରେ କ୍ଲିକ୍ କରିବେ ।

srama card

ତେବେ ଆପଣ ମାନଙ୍କ ରେଜିଷ୍ଟେସନ ପକ୍ରିୟା ଆରମ୍ଭ ହେବ ଆପଣଙ୍କ ଆଧାର ର ସବୁ ଡିଟେଲ୍ସ ମାନ ଆସିବ ଆପଣଙ୍କ ଫୋଟ ବି ପଳେଇ ଆସିବ । ପରେ ତଳ ଷ୍ଟେପ୍ ରେ ପର୍ସିନାଲ ଇନଫର୍ମେସନ ଆସିବ ସେଠାରେ ନିଜପ ମୋବାଇଲ ନମ୍ବର କୁ ଆପଡେଟ୍ କରିବେ , ଏମିତି ରେ ଆପଣ ମାନଙ୍କୁ ସବୁ ବ୍ଲାଙ୍କ୍ କୁ ପୂରଣ କରିବା ଜରୁରୀ ନୁହେଁ କିନ୍ତୁ ବକ୍ସ ପାଖରେ ଦିଆଜାଇଥିବା ରେଡ୍ ଷ୍ଟାର ବକ୍ସ କୁ ଫିଲପ୍ କରିବା ଜରୁରୀ ଅଟେ । ତେବେ ଆପଣ ମାନେ ସେହି ସବୁ କୁ ପୂରଣ କରିବେ ସେଭ୍ ଏବଂ କଣ୍ଟନ୍ୟୁ ରେ କ୍ଲିକ୍ କରିବେ । ପରେ ଆପଣଙ୍କ ସାମ୍ନା କୁ ରେସିଡେଣ୍ଟାଲ ଡିଟେଲ୍ସ ସେଠାରେ ନିଜର ସଂମ୍ପର୍ଣ୍ଣ ଆଡ୍ରେସ୍ ଆପଣ ମାନଙ୍କୁ ଫିଲପ୍ କରିବାକୁ ପଡିବ ।

ସେହି ପରି ଆପଣ ମାନେ ସେଠାରେ ନିଜର ଏଜୁକେସନ କ୍ୱାଲିଫିକେସନ କଣ ତାହାର ତଥ୍ୟ ଦେବେ । ପରେ ଆପଣ ମାନଙ୍କୁ ନିଜର ସ୍କିଲ୍ ବିଷୟ ରେ ବିବରଣି ଦେବାକୁ ପଡିବ କଣ କରୁଛନ୍ତି ।ତଥା ଏହି ପରି ଆପଣ ମାନଙ୍କୁ 7 ଟି ଷ୍ଟେପ୍ କୁ ପୂରଣ କରିବାକୁ ପଡିବ ପରେ ସେଷ ରେ ପୁଣି ଥରେ ଏକ OTP ଭେରିଫିକେସନ ହେବା ପରେ ଆପଣ ମାନଙ୍କ ସାମ୍ନା କୁ ନିଜର ଏହି e-Shram card ଆସିଯିବ ଏବଂ ଆପଣ ମାନେ ଏହାକୁ ଡାଉନଲୋର୍ଡ କରିପାରିବେ ତଥା ଏହାକୁ ଲାମିନେସନ କରି ଘରେ ରଖିପାରିବେ ।

card

କେଉଁ ମାନେ ଏଥିରେ ଆବେଦନ କରିବେ ?
ଯେଉଁମାନେ ଅସଂଗଠିତ ଶ୍ରମିକ ଅର୍ଥାତ୍ ଯେଉଁମାନେ କୌଣସି ସଂସ୍ଥା ସହିତ ଜଡ଼ିତ ନୁହଁନ୍ତି ସେହିମାନେ ଆବେଦନ କରିପାରିବେ। ସେମାନଙ୍କର ବସୟ 18 ରୁ 59 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ ଏଠାରେ କଥା ଉଠୁଛି ଏଥିରେ ଆପ୍ଲାୟ କରିଲେ କେତେ ଟଙ୍କା ମିଳିବ କେବଳ ଜାଣି ରଖନ୍ତୁ ଏହି ଦିନ ରେ ଏହି ଯୋଜନା ଆରମ୍ଭ ହୋଇଛି ତେବେ ସରକାର ଯେତେବେଳେ ଏଥି ସହିତ ଯୋଡିତ ସବୁ ଡାଟା ପାଇ ସାରିବେ ଏବଂ ଯେତେ ବେଳେ କୌଣସି ସହାୟତା ଘୋଷଣା କରିବେ ସେତେ ବେଳେ ଆପଣ ମାନେ ଏହାର ବେନିଫିଟ୍ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *