ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଭୟଙ୍କର ଅର୍ଥ |

dreems

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେବେ ଆପଣ ମାନଙ୍କର ସ୍ୱପ୍ନ ରେ ଭଗବାନ ଙ୍କୁ ଦେଖିଛନ୍ତି କି ଯଦି ଆପଣ ମାନଙ୍କ ଆରାଧ୍ୟ ଙ୍କୁ ସ୍ୱପ୍ନ ରେ ଦେଖୁଛନ୍ତି ତେବେ ଆପଣ ମାନେ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ମନୁଶ୍ୟ କୁ ନିଜର ସ୍ୱପ୍ନ ରେ ଭଗବାନ ଙ୍କୁ ଦେଖିବାର ଅର୍ଥ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ । ତେବେ ଇଶ୍ୱରିୟ ସ୍ୱପ୍ନ କୁ ଆଗକୁ ଆସୁ ଥିବା କିଛି ସଂଙ୍କେତ ବିଷୟରେ ସୂଚେଇ ଥାଏ ।

Dream

ଆମେ ସମସ୍ତେ ଖରାପ ସମୟ ରେ ହିଁ ଭଗବାନ ଙ୍କୁ ଡାକିଥାନ୍ତି । ଏବଂ ମନ୍ଦିର କୁ ଜାଇ ଥାନ୍ତି , ସେମିତି ରେ ସ୍ୱପ୍ନ ବିଷୟ ରେ କହିଲେ ଆମେ ମାନେ ବହୁତ ସମୟରେ ମନ୍ଦିର ମାଳିନୀ , ବ୍ରହ୍ମାଣ , ଏମିତି ବହୁତ ଜିନିଷ ମାନ ଦେଖିବା ପାଇଁ ପାଇ ଥାନ୍ତି ।

ହେଲେ କେବେ ବି ଆପଣ ମାନ ସ୍ୱପ୍ନ ରେ ଭଗବାନ ଙ୍କୁ ଦେଖିବା ପାଇଁ ପାଇବେ ନାହିଁ ହେଲେ ଯଦିି ଆପଣ ମାନେ କେବେ ଏମିତି ହେବାର ଦେଖନ୍ତ କି ଆପଣ ମାନଙ୍କ ଆରାଧ୍ୟ ଆପଣ ମାନଙ୍କ ସ୍ୱପ୍ନ ରେ ଆସୁଛନ୍ତି ବୋଲି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କର ସବୁ ସମସ୍ୟା ଦୂର ହେବା ସହିତ ଆପଣ ମାନଙ୍କ ପାପ ଦୂର ହେବ । ବହୁତ ସମୟ ରେ ଇଶ୍ୱର ଆମ ସମସ୍ତ ଙ୍କ ସ୍ୱପ୍ନ ରେ ଦର୍ଶନ ଦିଅନ୍ତୁ ବୋଲି ହେଲେ ଏହା କେବଳ ପୂର୍ଣ୍ଣ୍ୟ ବାନ୍ ବ୍ୟକ୍ତି ଙ୍କର ଦ୍ୱାରା ହିଁ ସମ୍ଭୋବ ଅଟେ ।

dreem

ଏହି କଳିଯୁଗ ରେ ଭଗବାନ ଙ୍କ ଦର୍ଶନ କରିବା ଅତ୍ୟନ୍ତ ସହଜ ଅଟେ ସେଥିପାଇଁ ସବୁ ଦିନ ବ୍ରହ୍ମ ମୂହୁର୍ତ୍ୱ ରୁ ଇଶ୍ୱର ଙ୍କୁ ଦାନ କରିବା ଉଚିତ୍ ଇଶ୍ୱର ଙ୍କ ଚବି କୁ କଳ୍ପନା କରିବା ଉଚିତ୍ ଏବଂ ସବୁ ସମୟରେ ପ୍ରଶନ୍ନ ରହିବା ଦରକାର ଏବଂ ଗୋଟିଏ ଦିନ ଆପଣ ମାନେ ଦେଖିବେ ତାଙ୍କର ଦର୍ଶନ ଆପଣ ମାନଙ୍କ ସ୍ୱପ୍ନ ରେ ହେବ । ଏବଂ ଏମିତି ହେଲେ ଆପଣ ମାନଙ୍କ ଜିବନ ରେ ସବୁ କିଛି ପୂର୍ଣ୍ଣ ହେବ ଏବଂ ଆପଣ ମାନଙ୍କୁ ସୁଖ ର ପ୍ରାର୍ତି ହୋଇଥାଏ କିନ୍ତୁ ଧ୍ୟାନ ରଖନ୍ତୁ ଭଗବାନ ଆମକୁ ପ୍ରତି ପାଦ ରେ ପରିକ୍ଷା କରିଥାନ୍ତି । ହେଲେ ସେ ଆମର ସାଥି ରେସବୁ ବେଳେ ରହିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *