ଜାନୁଆରୀ 7 ରୁ ସ୍କୁଲ କଲେଜ ସବୁ ବନ୍ଦ । ପୁଣି ଖୋଲିବ ଏହି ତାରିଖରୁ ।

sda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ସରକାର ଆମ ପାଇଁ କିଛି ନୂଆ ଘୋଷଣା ଜାରି କରିଛନ୍ତି ଜାହାକି 3 ମାନେ ଜାନୁଆରୀ ମାସ 3 ତାରିଖ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲା ମାନଙ୍କର ସ୍କୁଲ ଖୋଲିବା କଥା । ହେଲେ ତାହାକୁ ମଧ୍ୟ ଏବେ ବାତିଲ କରାଜାଇଛି ଜାହା ଆପଣ ମାନେ ଅପଡେଟ ଦେଖୁ ଥିବେ । କି ପୁଣି ସ୍କୁଲ ମଧ୍ୟ ବନ୍ଧ ରହିଲା । ଆପଣ ମାନେ ଭାବୁଥିବେ କି କେଉଁ ତାରିଖ ରେ ପୁଣି ଖୋଲିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ତେବେ ଜାହା ପୂର୍ବରୁ ଘୋଷଣା କରିଥିବେ କି ଜାନୁଆରୀ 3 ରୁ ଖୋଲିବ ବୋଲି କିନ୍ତୁ । ତାହାକୁ ଆଉ ଥରେ ବାତିଲ କରିଛନ୍ତି କାହିଁକି ନା ଆମ ରାଜ୍ୟରେ । କୋରନା ର ଯେଉଁ ଭେରିଆଣ୍ଟ ରହିଛି ଓମିକ୍ରନ ଜାହାର କେହି ବି ସଂଙ୍କ୍ରମିତ ମିଳିନଥିଲେ । ମଧ୍ୟ ଦୁଇ ତିନି ଦିନ ରୁ ଏହା ଧିରେ ଧିରେ ବଢିବାରେ ଲାଗିଛି ।

ଏମିତି କି ଆମ ରାଜ୍ୟ ରେ 29 ଜଣ ଙ୍କ ଠାରୁ ଏହି ଭେରିଆଣ୍ଟ ମିଳି ସାରିଛି । ସେହିଥି ପାଇଁ ପିଲା ମାନଙ୍କ ମଧ୍ୟରେ ସେମିତି ସୁରକ୍ଷା ନମିଳି ପାରୁଥିବାରୁ ଏମିତି ନିସ୍ପତି ସରକାର ନେଇଛନ୍ତି । ତେବେ କୋରନା ମଧ୍ୟ ଆଗକୁ ବଢିପାରେ । ତେଣୁ ଏହି ଓମିକ୍ରନ ନବଢିବା ପାଇଁ ସରକାର ଭଲ ଘୋଷଣା କରିଛନ୍ତି କି ପ୍ରଥମ ରୁ ପଞ୍ଚମ ଖୋଲିବ ନାହିଁ ।

ହେଲେ ଯେଉଁ 10th ପରିକ୍ଷା ଜାନଆରୀ 5 ରୁ 8 ତାରିଖ ପର୍ଯ୍ୟନ୍ତ ରହିବ ତାହା ମଧ୍ୟ କୋରନା ଗାଇଡଲାଇନ ଅନୁସାରେ ହିଁ ହେବ । ହେଲେ ଏହି ପ୍ରଥମ ରୁ ପଞ୍ଚମ କୁ ମଧ୍ୟ ବନ୍ଧ ରଖାଜାଇଛି । ହେଲେ ଆପଣ ମାନଙ୍କୁ ଏଥିରେ ଖୁସୀ ହେବାର ନାହିଁ ବରଂ ଆପଣ ମାନଙ୍କର କ୍ଷେତି କାରଣ ଏମିତି ହେଲେ ପିଲା ମାନେ ପାଠ ପଢି ପାରିବେ ନାହିଁ । ଜାହା ଦ୍ୱାରା ସେମାନେ ବାଳୁଙ୍ଗା ହେବେ ତେଣୁ ଆପଣ ମାନଙ୍କର ହିଁ କ୍ଷେତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *