ସବୁଠୁ ବଡ ଖବର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ ! ଖୋଲିବ କେବେ ଠାରୁ ଦେଖନ୍ତୁ ।

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ ଦେଢ ବର୍ଷ ହେଲା ଦେଶ ରେ କୋରନା ମହାମାରୀ ପାଇଁ ଲକଡାଉନ ରେକର୍ଡ ହୋଇଥିଲା । ଲକଡାଉ ରେ ଲୋକ ମାନଙ୍କ ଆର୍ଥିକ ଅବସ୍ଥା ଏବଂ ଶିକ୍ଷା ଉପରେ ବହୁତ ପ୍ରଭାବ ପକେଇ ଥିଲା । ବନ୍ଧୁଗଣ ଲକଡାଉନ ସମୟରେ ସ୍କୁଲ କଲେଜ ମଧ୍ୟ ବନ୍ଦ କରଯାଇ ଥିଲା । ହେଲେ ଏବେ ଧୀରେ ଧୀରେ ସ୍କୁଲ ଓ କଲେଜ ଖୋଲିବାରେ ଲାଗିଛି ।

ବର୍ତମାନ ଏକ ବଡ ଖବର ସାମ୍ନା କୁ ଆସିଛି ଜାହା ବିଷୟ ରେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ । ତା ହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ଦରକାର ଏଥି ପାଇଁ ରାଜ୍ୟ ସରକାର ସୁପାରିସ କରିବେ । ରାଜ୍ୟ ଶିଶୁ ଅଧିକାର ଆୟୋଗ କୋରନା ପାଇଁ ଦିର୍ଘ 18 ମାସ ହେବ ପ୍ରାଥମିକ ସ୍କୁଲ ବନ୍ଦ ଅଛି ଯାହାଫଳରେ ପିଲା ମାନଙ୍କର ପାଠ ପଢା ପ୍ରଭାବିତ ହୋଇଛି ।

school open

ପ୍ରାଥମିକ ଶିକ୍ଷା ହେଲା ପିଲା ମାନଙ୍କ ମୂଳ ଦୁଆ ତାହା ଯଦି ଠିକ୍ ନ ରହିବ ତାହେଲେ ତା ହେଲେ ଉଚ୍ଚ ଶ୍ରେଣୀରେ ପାଠ ପଢିବା ବେଳେ ଏହି ପିଲା ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଅନ୍ୟ ପଟେ ଶିଶୁ ମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ରହିଛି ତେଣୁ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନେଇ ଶିଶୁ ଅଧିକାରୀ ଆୟୋଗ ରାଜ୍ୟ ସରକାରଙ୍କ ସୁପାରିଶ କରିଛନ୍ତି ।

ଅନ୍ୟ ପକ୍ଷ ରେ ସ୍କୁଲ ଖୋଲିଲେ ଦୈନିକ ସେନିଟାଇଜର କରିବା ଦରକାର ହେବ କୁହାଜାଇଛି । ତେଣୁ ବନ୍ଧୁଗଣ ବର୍ତମାନ ସମୟ ରେ କରୋନା ମହାମାରୀ କୋପ କମୁଛି ତେଣୁ ଏବେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ସଠିକ ସମୟ ହେବ ବୋଲି କୁହାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *