ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦରମା କେତେ ଜାଣି ଆଶ୍ଚର୍ୟ୍ଯ ହେବେ?

pm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆମେରିକାର ଚାଇନାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମାନଙ୍କର ଦରମା କେତେ ଓ ଆମ ଦେଶ ଭାରତର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଙ୍କ ଅପେକ୍ଷା ସେମାନଙ୍କ ଦରମା କେତେ ଗୁଣରେ ବେଶି ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ।

କେବଳ ଏତିକି ନୁହେଁ ଆମ ରାଜ୍ୟର ଯାହାକି ରାଜନେତା ରହିଛନ୍ତି ଏମେଲେ ଏମ୍ପି ଅଛନ୍ତି ତାଙ୍କ ଦରମା ଅନ୍ୟ ଦେଶ ଅନ୍ୟ ରାଜ୍ୟର ଏମ୍ପି ଏମେଲେ ମାନଙ୍କ ଅପେକ୍ଷା କେତେ ଗୁଣରେ କମ ଆପଣ ମାନେ ଜାଣିନଥିବେ, ହୁଏତ ଏହି କାରଣ ପାଇଁ ଆମ ଦେଶରେ ବ୍ଲାକ ମନି ବା କରେକସନ୍ କମୁନି । ତେବେ ଚାଲନ୍ତୁ ଜାଣିନେ ବିଭିନ୍ୟ ଦେଶର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମାନଙ୍କର ଦରମା କେତେ ତାହା ଜାଣିବା ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ତେବେ ବନ୍ଧୁଗଣ ପ୍ରଥମେ ହେଉଛି ଆମେରିକାର ରାଷ୍ଟ୍ରପତି । ଆମେରିକାର ରାଷ୍ଟ୍ରପତିଙ୍କର ବାର୍ଷିକ ଦରମା ହେଉଛି 4 ଲକ୍ଷ ଡଲାର ଯଦି ଇଣ୍ଡିଆ ପଇସା ରେ ଦେଖିବା ତାହାଲେ ତାଙ୍କର ପ୍ରତି ମାସର ଦରମା ହେଉଛି 25 ଲକ୍ଷ 33 ହଜାର ଟଙ୍କା । ଆଉ ଆମର ଶତୃ ଦେଶର ପକିସ୍ଥାନର ପ୍ରଧାନମନ୍ତ୍ରୀ ଇମିରାନ ଖାନ୍ ଙ୍କ ଦରମା କେତେ ନିଶ୍ଚୟ ଭାବେ ଜାଣିବାକୁ ଚାହୁଥିବେ ତେବେ ତାଙ୍କର ମାସିକ ଦରମା ହେଉଚି 1 ଲକ୍ଷ 20 ହଜାର ଟଙ୍କା । ତେବେ ବନ୍ଧୁଗଣ ଏବେ ଚାଲନ୍ତୁ ଜାଣିବା ଚିନ୍ ର ରାଷ୍ଟ୍ରପତି ଙ୍କ ଦରମା କେତେ ତେବେ ବନ୍ଧୁଗଣ ଚିନ୍ ର ରାଷ୍ଟ୍ରପତି ଙ୍କ ମାସିକ ଦରମା ହେଉଛି 6 ଲକ୍ଷ ଟଙ୍କା ।

pm

ତେବେ ଚାଲନ୍ତୁ ଜାଣିନେବା ଆମେ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ଦରମା କେତେ ବନ୍ଧୁଗଣ ଆମେ ଦେଶର ପ୍ରଧାନମନ୍ତ୍ରୀ ଙ୍କ ମାସିକ ଦରମା ହେଉଛି 2 ଲକ୍ଷ 80 ହଜାର ଟଙ୍କା ଆଉ ଆମ ଦେଶର ରାଷ୍ଟ୍ରପତି ଙ୍କ ମାିକ ଦରମା ହେଉଛି 5 ଲକ୍ଷ ଟଙ୍କା । ଆଉ ଅନ୍ୟ ଦେଶର ଯେଉଁ ଏମ୍ପି ଏମେଲେ ମାନେ ରହିଛନ୍ତି ତାଙ୍କର ମାସିକ ଦରମା ପାଖା ପାଖି 5 ରୁ 10 ଲକ୍ଷ ଟଙ୍କା ଭିତରେ କିନ୍ତୁ ଆମ ଦେଶର ଏମ୍ପି ମାନଙ୍କର ଦରମା ମାତ୍ର 1 ଲକ୍ଷ ଆଉ ଏମେଲେ ମାନଙ୍କର ଦରମା 60 ରୁ 80 ହଜାର ଭିତରେ ରହିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *