ନିଜର ଜନ୍ମ ବର୍ଷ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଗୁପ୍ତ ଭବିଷ୍ୟତ ବିଷୟରେ

Year of birth

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତଃ ମନୁଷ୍ୟ ତା ଜୀବନ କାଳ ମଧ୍ୟରେ ଅନେକ ଉତ୍ସବ ପାଳନ କରିଥାଏ ଏବଂ ସେ ଜାଣିନଥାଏ ଏକି ମୋର ଏ ଉତ୍ସବ ମୋ ପାଇିଁ କେତେ ଉପକାର ହୋଇପାରେ । ମନୁଷ୍ୟ ସବୁବେଳେ ନିଜର ଜନ୍ମ ବାର୍ଷିକ ପାଳନ କରିଆସେ । ଜନ୍ମବାର୍ଷିକ ପାଳନ କରିବା ଏହା ଏକ ଅପରାଧ ନୁହେଁ କିନ୍ତୁ ଅପରାଧ କାହାକୁ କୁହାଯାଏ ଯେଉଁଥିରେ ଆପଣ ନିଜକୁ କିଛି ଅନୈତିକ କାର୍ଯକଳାପ କରିଥାନ୍ତି ଯାହା ସମାଜ ଜାତି ଦେଶ ଓ ସଂସ୍କୃତି ନିମନ୍ତେ କଳଙ୍କିତ ହୋଇଥାଏ ।

କହିବାର ତାତ୍ପର୍ଯ୍ୟ ଏହିକି ଯେ ମନୁଷ୍ୟର ଯଦି ନିଜକୁ ଉଚିତ୍ ମାର୍ଗରେ ପଥଚିତ ହେବ ତେବେ ଭଗବାନ ସନ୍ତୁଷ୍ଟ ହେବା ସହ ନିଜ ଜୀବନଟା ଏକ ସୁଖମୟ ସାଗର ମଧ୍ୟରେ ଭରିହୋଇଯିବ । ଜ୍ୟୋତିଷ ଶାସ୍ତ୍ର ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇଛି । ତେବେ ସେଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି କି ନିଜ ଜନ୍ମ ମସିହାରୁ କିପରି ନିଜର ସ୍ୱଭାବ ସମ୍ବନ୍ଧରେ ଆପଣ ଜାଣି ପାରିବେ ।

man

ତେବେ ଆସନ୍ତୁ 1985 ମସିହା ରୁ 1990 ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କର ସ୍ୱଭାବ କିପରି ଅଟେ ତାହା ଜାଣିବା । ଏହି ଦୁଇ ମସିହାରେ ଜନ୍ମ ଗ୍ରହଣ କରି ଥିବା ବ୍ୟକ୍ତି ମାନେ ଖୁବ ସ୍ମାର୍ଟ ଓ ସୁନ୍ଦର ଅଟନ୍ତି । ଏମାନେ କଠିନ ପରିଶ୍ରମ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ନିଜ ପରିଶ୍ରମ ବଳରେ କୌଣସି ଜିନିଷ ହାସଲ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ସନ୍ଦେହୀ ସ୍ୱଭାବ ର ହୋଇଥାନ୍ତି । ତେଣୁ ଅତି ସହଜରେ କାହାକୁ ବିଶ୍ୱାସ କରନ୍ତି ନାହିଁ ।

1990 ରୁ 1995 ମଧ୍ୟରେ ଜନ୍ମୀତ ବ୍ୟକ୍ତି ଏମାନେ ସବୁବେଳେ ନିଜର ମନ କଥା ଶୁଣନ୍ତି । ଆପଣ ଅନ୍ୟ କାହାର ଉପଦେଶ ମାନନ୍ତି ନାହିଁ । ଯଦି ଆପଣ ଜୀବନରେ ସାନ୍ତ ରହିବାକୁ ଚାହାଁନ୍ତି ତେବେ ରାଗ ତ୍ୟାଗ କରନ୍ତୁ । ଆଉ ସବୁଠୁ ବଡ କଥା ହେଉଛି ଏହି ମସିହାରେ ଜନ୍ମିତ ବ୍ୟକ୍ତି ଅତ୍ୟନ୍ତ କର୍ମଠ ଓ ନୀତି ପରାୟଣ ହୋଇଥାନ୍ତି । କଠିନ ପରିଶ୍ରମ କରିବା ସହିତ । ଏମାନେ ଜୀବନେରେ ଅନେକ ଉନ୍ନତି କରି ଥାନ୍ତି ।

man

1995 ରୁ 2000 ମଧ୍ୟରେ ଜନ୍ମୀତ ବ୍ୟକ୍ତି ଆପଣ ସ୍ୱତନ୍ତ୍ର ପ୍ରକାରର ବ୍ୟକ୍ତି ଅଟନ୍ତି । କୌଣସି କାମ କରିବା ପୂର୍ବରୁ ଥରେ ଟିଏ ଚିନ୍ତା କରିବା ଉଚିତ ଏବଂ ଏ ଅଳ୍ପ ଜୀବନ ବଧି ରେ ମନୁଷ୍ୟ ସମାଜ ପାଇିଁ କିଛି ନା କିଛି କରିଯିବା ଉଚିତ । ଏହି ପ୍ରାଣ ପିଣ୍ଡକୁ ଭଗବାନଙ୍କ ନିକଟରେ ସମର୍ପିତ କରି ସଂସାର ତଥା ମାନବ ଜାତିର ଉନ୍ନତି ପାଇଁ କାମ କରିବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *