ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନରେ ଶିଶୁ ଅତ୍ୟାଚାର ବଢୁଥିବା ବେଳେ ହଣ୍ଟର ଡେ ନାମ୍ନୀ ନାମର ଜଣେ ମହିଳା ଶିକ୍ଷୟତ୍ରୀ ଯିଏକି ରାସାୟନ ବିଜ୍ଞ୍ୟାନ ରେ ଶିକ୍ଷୟତା କରନ୍ତି । ଶିକ୍ଷୟତ୍ରୀ ଙ୍କ ସ୍ୱାମୀ ଘରେ ନଥିବା ବେଳେ ସେ ଛାତ୍ରଙ୍କୁ ଘରକୁ ଡାକି ତାଙ୍କ ସହିତ ଶାରୀରିକ ସଂମ୍ପର୍କ ସ୍ଥାପନା କରୁଥିଲେ । କେବଳ ଏତିକି ନୁହେଁ ବରଂ ସେ ଛାତ୍ର ଙ୍କୁ ନିଜର ଅଶିଳ୍ଳ ଫୋଟ ମଧ୍ୟ ପଠାଉଥିଲେ ।
ଛାତ୍ର ଙ୍କ ସଂମ୍ପର୍କିୟ ମାନେ ଏହି ଖବର ଜାଣିବା ପରେ ସେମାନେ ପୋଲିସ ନିକଟ ରେ ଜାଇ ଅଭିଯୋଗ କରିଥିଲେ । ଆମେରିକା ରେ ଓକାଲୋହୋମାରେ ଗୁରୁ ଶିଷ୍ୟ ମଧ୍ୟରେ ରହିଥିବା ପବିତ୍ର ସଂମ୍ପର୍କ କ୍ଷୁର୍ଣ୍ଣ ହୋଇଛି । ଏଠାରେ ଜଣେ 22 ବର୍ଷିୟ ବୟସ୍କା ବିବାହିତା ଶିକ୍ଷୟତ୍ରୀ ନାବାଳିକାଙ୍କ ସହ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ତେବେ ଏହି ମାମଲାରେ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିବାପରେ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ପୀଡିତା ଙ୍କ ମାଆ ମୋବାଇଲ ଫୋନ ରେ ଶିକ୍ଷକ ଏବଂ ତାଙ୍କର ଅଶିଳ୍ଲ ଫୋଟ ଦେଖିବା ପରେ ଜଣା ପଡିଥିଲା କି ଅଭିଯୁକ୍ତ ଜଣଙ୍କ ରସାୟନ ବିଜ୍ଞାନ ଶିକ୍ଷୟତ୍ରୀ | ତାଙ୍କର ସ୍ୱାମୀ ଘରେ ନଥିବା ବେଳେ ସେ ଛାତ୍ର ଙ୍କୁ ଡାକି ଶାରୀରିକ ସଂମ୍ପର୍କ ରଖିଥିଲେ । ଯେତେ ବେଳେ ପୀଜିତା ଙ୍କ ମାଆ ମୋବାଇଲ ଫୋନ ରେ ଏହି ପରି ଫୋଟ ଦେଖିଲେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା । ସେମାନେ ତୁରନ୍ତ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ ପୋଲିସ ପାଖରେ ଅଭିଯୋଗ କରିଥିଲେ ।
ପୋଲିସ ପରେ ପଚରାଉଚୁରା କରିବା ସେମାନଙ୍କ ଦୋଶ ପ୍ରକାଶ କରେଇ ଥିଲା । ଫୋନ ରେ ଜାଞ୍ଚ କରିବା ପରେ ଜଣା ପଡିଛି କି ତାଙ୍କୁ ତାଙ୍କର କିଛି ଅଶିଳ୍ଳ ଫୋଟ ପଠାଉଛନ୍ତି । ତେବେ ଏହି ଶିକ୍ଷକ ଙ୍କ ସ୍ୱମୀ ଜଣେ ଫୁଟବଲ ପ୍ରଶିକ୍ଷକ ଯେଉଁଠାରେ ଅଭିଯୁକ୍ତ ଶିକ୍ଷୟତ୍ରୀ ଶିକ୍ଷାଦାନ କରନ୍ତି ।
ସେ ମଧ୍ୟ ସେହି ବିଦ୍ୟାଳୟରେ କୋଚିଂ ଦିଅନ୍ତି | ଦ୍ୱିତୀୟ ଶ୍ରେଣୀର ବଳାତ୍କାର, ଶିଶୁକୁ ଅଶ୍ଳୀଳ ଫୋଟୋ ପଠାଇବା ଏବଂ ନାବାଳିକା ସହ ଯୌନ ସମ୍ପର୍କ ରଖିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବା ଭଳି ଅପରାଧ ପାଇଁ ପୋଲିସ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରି 85 000 ଡଲାର ଜୋରିମାନା କରିଛି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।