ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧଗଣ ଉତ୍ତର ପ୍ରଦେଶ ର ଯୋଗୀ ସରକାର ଦେଢ଼ କୋଟି ଶ୍ରମିକଙ୍କୁ 1 ହଜାର ଟଙ୍କାର ରାଶି ତାଙ୍କର ଆକାଉଣ୍ଟକୁ ପଠାଇବେ । ରାଜ୍ୟ ରେ ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା 50908747 କୋଟି ଏହିଥିରେ ଇ-ଶ୍ରମ ପୋର୍ଟଲରେ ପଞ୍ଜୀକୃତ ଅସଙ୍ଗଠିତ ଶ୍ରମିକଙ୍କ ସଂଖ୍ୟା 38160725 ବିଓସି ବ୍ଲଡବୋର୍ଡ ଅନ୍ତର୍ଗତ ମୋଟ ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା 12748020 ରହିଛି ।
ଏହିଥିରେ ପ୍ରଥମ ପର୍ଯ୍ୟାୟ ରେ ଦେଢ କୋଟି ଶ୍ରମିକଙ୍କ ଏକାଉଣ୍ଟରେ ଭରଣ ପୋଷଣ ଭତ୍ତା ପଠାଯିବ । ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକ, ଷ୍ଟ୍ରୀଟ୍ , କୁଲି ,ଭେଣ୍ଡର , ରିକ୍ସା ଚାଳକ ପୋର୍ଟର ଆଦିଙ୍କୁ ଭରଣ ପୋଷଣ ଭତ୍ତା ଅନ୍ଲାଇନ୍ ଉପଲବ୍ଧ କରାଇଛନ୍ତି ।
ଉତ୍ତର ପ୍ରଦେଶକୁ ଦେଶର ପ୍ରଥମ ରାଜ୍ୟ କରିବାର କାମ କରିଥିଲେ । ଏହାପରେ ଅନେକ ରାଜ୍ୟରେ ମଧ୍ୟ ଯୋଗୀ ସରକାରଙ୍କର ବ୍ୟବସ୍ଥାକୁ ଲାଗୁ କରିଥିଲେ। ଯୋଗୀ ଆଦିତ୍ୟ ନାଥ ସୋମବାର ସକାଳେ ରାଜ୍ୟରେ 1.50 କୋଟି ଶ୍ରମିକ ଙ୍କୁ ୱାର୍କରଙ୍କୁ ଭରଣ ପୋଷଣ ଭତ୍ତା ରାଶି ଦେବାର ଶୁଭାରମ୍ଭ କରିବେ ।
ଏଥିରେ 500 ଟଙ୍କା ପ୍ରତି ମାସ ଅନୁସାରେ 2 ମାସର 100 ହଜାର ଟଙ୍କା ଭତ୍ତା ଦିଆଯିବ । ଏହିପରି ସରକାର ସୋମବାରକୁ ୱାର୍କର ଓ ନିର୍ମାଣ ଶ୍ରମିକଙ୍କ ମୋଟ 1500 କୋଟି ଟଙ୍କା ହସ୍ତାନ୍ତର କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।