ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ 2 ବର୍ଷ ହେଲା କୋରନା ମହାମାରୀ ସାରା ବଶ୍ୱରେ ନିଜର ଆତଙ୍କ ଖେଳେଇ ରଖିଛି । ପରିସ୍ଥିତି ଟିକିଏ କୋହଳ ହେବା ବେଳକୁ ପୁଣିଥରେ ମହାମାରୀ କରୋନା ର ନୂଆ ନୂଆ ଭାଇଏଣ୍ଟ ଆସି ଉଭା ହେଇଯାଉଛି । ଫଳରେ ଜନ ସାଧାରଣ ଙ୍କ ମନରେ ଭୟ ଉପୁଜିବା ସହିତ ସାଧାରଣ ଜୀବନ ଜାପନ ରେ ବାଧା ସୃଷ୍ଟି ହେଉଛି । ସୂଚନା ଅନୁସାରେ ପୁଣି ହୋଇପାରେ ଲକଡାଉନ କରୋନା ର ନୂତନ ଭାରିଏଣ୍ଟ ଓମିକ୍ରନ ଆକ୍ରାନ୍ତ ଦିନକୁ ଦିନ ବଢି ଚାଲିଛି । ଫଳରେ କେନ୍ଦ୍ର ସରକାର ଙ୍କ ପକ୍ଷ୍ୟ ରୁ ସଜାଗ ରହିବା ନିମନ୍ତେ କୁହାଜାଇଛି ।
ଓମିକ୍ରନ ର ଦୃତ ସଂଙ୍କ୍ରମଣ ର ତର୍ଜନିତ୍ ସ୍ୱାସ୍ଥ୍ୟ ସଂଙ୍ଗଠନ ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଙ୍କୁ କୁହାଜାଇଛି । ସତର୍କ ମୁତାବକ ଆଗୁଆ ମେଡିକାଲ ଭିତ୍ୟୁଙ୍କୁ ପ୍ରସ୍ତୁତ ରଖନ୍ତୁ । ବର୍ତମାନ ସମୟ ରେ ଦୃତ ସଂଙ୍କ୍ରମଣ ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ୟ ସଚିବ । ଏହିଥିରେ ସମସ୍ତ ଙ୍କୁ ସ୍ୱାସ୍ୟ ସୁବିଧା ଯୋଗେଇ ଦେବାକୁ ରାଜ୍ୟ ଗୁଡିକ ରେ ସ୍ଥାୟୀ ହସ୍ପିଟାଲ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦିଆଜାଇଛି ।
ଆଗରୁ ଅଧିକ ସଂଖ୍ୟକ ଲୋକ ମାନେ ହୋମ୍ ଆୟୁସୁଲେସନ ନେଇ ଅନୁମାନ କରାଜାଉଥିବାରୁ ପରାମର୍ଶ ଦିଆଜାଇଛି । ହୋମଆଇସୁଲେସନ୍ ପ୍ରୋଟକଲ ଏବଂ ଏହାର ବାସ୍ତବ କାର୍ଯ୍ୟ କିଭଳି କରାଯାଇ ପାରିବ । ସବୁ ଗ୍ରାଉଣ୍ଡ ରେ ତାହାର ଅନୁଧ୍ୟନ ଲାଗି ସ୍ପେଶିଆଲ ଟିମ୍ ଯୋଗେଇ ଦିଆଯିବ । ଟେଷ୍ଟିଙ୍ଗ୍ , ଆମ୍ବୁଲେନ୍ସ , ହସ୍ପିଟାଲ ଆଦି ପ୍ରସ୍ତୁତ ରଖିବା ସହିତ ଯେମିତି ସହଜରେ ଏହି ସୁବିଧା ପାଇ ପାରିବେ । ସେ ନେଇ ବ୍ୟବସ୍ଥା ସହିତ ଜିଲ୍ଲା ଓ ଉପକୁଣ୍ଡ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲିବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଅଛି ।
ସେହିଭଳି ପୂର୍ବରୁ ଥିବା କୋଭିଡ ହସ୍ପିଟାଲକୁ ପୁନ୍ନ କାର୍ଯ୍ୟ ଲାଇ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଅଛି । ସଂଙ୍କ୍ରମଣ ରୋକିବା ନିମନ୍ତେ କୋଣ୍ଟ୍ରଲମେଣ୍ଟ କାର୍ଯ୍ୟାଳୟ କୁ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମାନଙ୍କୁ ନିର୍ଦ୍ଧେସ ଦେଇଛନ୍ତି । ତେଣୁ ଆପଣ ମାନେ ବି ଅତି ସାବଧାନତା ର ସହିତ ଜିବନ ଜାପନ କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।