ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ଲାଷ୍ଟିକ୍ ପଦାର୍ଥ ପୁରୁଷ ଙ୍କ ଶୁକ୍ରାଣୁ ନଷ୍ଟ କରିଥାଏ ବିଶେଷଜ୍ଞ୍ୟ ମହେସ ଅଗ୍ରୱାଲ ଙ୍କ କହିବା ଅନୁସାରେ ବଜାରରେ ମିଳୁଥିବା ପଲିଥିନ୍ ବା ପ୍ଲାଷ୍ଟିକ୍ ଜରି ରେ ବିଷ୍ଟେମେଲ୍ ନାମକ ଏକ ବିଶାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ , ପ୍ଲାଷ୍ଟିକ୍ ଜରି ରେ ଗରମ ଖାଦ୍ୟ ମିଶିଲେ ଏହି ବିଶାକ୍ତ ପଦାର୍ଥ ଖାଦ୍ୟ ପଦାର୍ଥ ରେ ଆସି ମନୁଶ୍ୟ ଶରୀର କୁ ଜାଇଥାଏ ।
ଏବଂ ଏହା ସେବନ କରିଲେ ଲିଭର କିଡ୍ନି ପ୍ରତି ଗୁରୁତ୍ୱର ବିପଦ ସୃଷ୍ଟି ହେବାର ଆଶଂକା ରହିଥାଏ କେବଳ ଏତିକି ନୁହେଁ ଏହା ଦ୍ୱାରା କର୍କଟ ରୋଗ ବି ହୋଇ ପାରେ ପ୍ଲାଷ୍ଟିକ୍ ଜରି ରେ କେବଳ ଗରମ ବା ଥଣ୍ଡା ଖାଦ୍ୟ ରଖି ଖାଇଲେ ବି ସ୍ୱାସ୍ଥ୍ୟ ପ୍ରତି ବିପଦ ଆସେ ବିଶେଷ କରି ଶିଶୁ ବା ଗର୍ଭବତୀ ମହିଳା ଙ୍କ ପ୍ରତି ଏହି ସମସ୍ୟା ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ ।
ଏବଂ ଏମାନଙ୍କ ପାଇଁ ଏହା ବହୁତ କ୍ଷେତିକର ସାବ୍ୟସ୍ତ ହୁଏ , ଏହି ପରି ଭାବେ ଆପଣ ମାନେ ପ୍ଲାଷ୍ଟିକ୍ ଜରି ରେ ଖାଦ୍ୟ ଖାଉଥାନ୍ତି ତେବେ ଏହା ଦ୍ୱାରା ବନ୍ଧ୍ୟା ଦୋଶ ସୃଷ୍ଟି ହୋଇ ପାରେ ଏହା ଆମ ଶରୀର ରେ ଆଲ୍ଫା ସେଲ୍ କୁ ପ୍ରଭାବିତ କରିବା ଦ୍ୱାରା ଇନସୁଲିନ୍ କ୍ଷ୍ୟରଣ ରେ ସମସ୍ୟା ସୃଷ୍ଟି ହୁଏ ଏବଂ ହୋରମନ ଭାରସ୍ୟାମ ସନ୍ତୁଳନ କରିବାରେ ଅସୁବିଧା ସୃଷ୍ଟିି ହୁଏ ସେହିଥି ପାଇଁ କେବେ ବି ପ୍ଲାଷ୍ଟିକ୍ ଜରି ବା ଜିନିଷ ରେ ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଆଦୁ ଉଚିତ୍ ନୁହେଁ ବୋଲି ବିଶେଷଜ୍ଞ୍ୟ ମହେସ୍ ଅଗ୍ରୱାଲ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।