ଗୁରୁବାର ଦିନ କରନ୍ତୁ ଏହି ୫ କାମ, ଘରେ ହେବ ଧନବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁରୁବାର ଦିନ କରନ୍ତୁ ଏହି 5ଟି କାମ ଘରକୁ ଆସିବେ ନିଜେ ମାତା ଲକ୍ଷ୍ମୀ , ବନ୍ଧୁଗଣ ଆଜିର ସମୟରେ ପ୍ରତେକ ବ୍ୟକ୍ତି ସେମାନଙ୍କର ପ୍ରତେକ ଆବସ୍ୟକତା କୁ ପୁରଣ କରିବା ପାଇଁ ଅର୍ଥ ବା ଧନର ଆବସ୍ୟକତା ଅନୁଭବ କରିଥାନ୍ତି ଏହି ସମୟରେ ଅନେକ ଲୋକ ଏପରି ବି ରହିଛନ୍ତି ଯେଉଁ ମାନେ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କା ଟିଏଟେ ବି ରହି ନଥାଏ କେଉଁଠି ନା କେଉଁଠି ଖର୍ଚ୍ଚ ହୋଇଜାଇ ଥାଏ ଯେଉଁଥି ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମୂଖିନ ହେବାକୁ ପଡିଥାଏ , ଧନ ସେହି ମାନଙ୍କର ପାଖରେ ରହିଥାଏ ଯେଉଁ ମାନଙ୍କ ପାଖରେ ମାତା ଲକ୍ଷ୍ମୀ ପଶ୍ରନ୍ନ ହୋଇଥାନ୍ତି ତେଣୁ ମାତା ଲକ୍ଷ୍ମୀଙ୍କୁ ପଶ୍ରନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରିବା ସହିତ କେତେକ ନିତୀ ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ପ୍ରତେକ ଗୁରୁବାର ଦିନ କେଉଁ 5ଟି କାମ କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ସମସ୍ତ ଦୁଃଖର ସମସ୍ୟା ଏବଂ ସମସ୍ତ କଷ୍ଟର ନିବାରଣ ଗୁଡିକର ଅନ୍ତ ହେବା ସହିତ ଘରେ ଧନର ବର୍ଷା ହୋଇଥାଏ , ତେବେ ଆସନ୍ତୁ ଜାଣିନେବା କଣ ସେହି 5ଟି କଥା ଯାହାକି ଗୁରୁବାର ଦିନ କରିବା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବା ସହିତ ଆପଣଙ୍କ ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ , ସର୍ବଦା ଧନର ଆଗମନ ହୋଇଥାଏ ଏବଂ ଘରେ ସର୍ବଦା କୁସିର ଲହରି ଲାଗି ହୋଇ ରହିଥାଏ । ତେବେ ଆସନ୍ତୁ ଜାଣିନେବା ସେହି 5ଟି କଥା ଯାହାକୁ କରିବା ଦ୍ୱାରା ଘରେ କାହାର ଖରାପ ନଜର ପଡି ନଥାଏ ଏବଂ ଘରେ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀଙ୍କର ଘରେ ବାସ ହୋଇଥାଏ ।

Mother Lakshmi

ତେବେ ପ୍ରଥମ ଟି ହେଉଛି ଆର୍ଥିକ ସମସ୍ୟାରୁ ମକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତେକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ ଅଟେ ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଗୋଟିକର ଅନ୍ତ ଘଟିଥାଏ ।

ଦିତୀୟ ରେ ହେଉଛି ଗୁରୁବାର ଦିନ ହଳଦୀଆ ପୋସାକ ପିନ୍ଧନ୍ତୁ ଏହା ସହିତ ମାତା ଲକ୍ଷ୍ମୀଙ୍କୁ ହଳଦୀଆ ରଙ୍ଗର ଫୁଲ ଚନ୍ଦନ ଏବଂ ହଳଦୀଆ ପ୍ରଶାଦ ଅର୍ପଣ କରନ୍ତୁ । ବନ୍ଧୁଗଣ ତୃତୀୟ ରେ ହେଉଛି ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଘରେ କେବଳ ଧନ ହିଁ ଧନ ଆସିଥାଏ ।

ଚତୃର୍ଥ ରେ ହେଉଛି ଧନର ଅଭାବ କୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ ଏବଂ ଉପବାସ ସମୟରେ ହଳଦୀଆ ଜିନିଷ ଦାନ କରନ୍ତୁ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କର ଗୃହରେ ସଦା ସରବଦା ବାସ କରିଥାନ୍ତି ଏବଂ ଆପଣଙ୍କ ଘରେ ସର୍ବଦା ଖୁସିର ଲହରୀ ଲାଗି ରହିଥାଏ ।

Lakshmi

ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ପଞ୍ଚମ କଥାଟି ବା ଶେଷ କଥାଟି ହେଉଛି ଗୁରୁବାର ଦିନ ଆପଣ ତୁଳସୀ ଚଉରା ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଗୁରୁବାର ଦିନ ଆପଣଙ୍କର ବୃହଷ୍ପତି ଗ୍ରହକୁ ଶକ୍ତି ଶାଳି କରିବା ପାଇଁ ଭଗବାନ ଶିବଙ୍କୁ ହଳଦୀଆ ରଙ୍ଗର ପୋସାକ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ବୃହଷ୍ପତି ଗ୍ରହ ପଶ୍ରନ୍ନ ହୋଇଥାଏ ଏବଂ ସବୁ ଗ୍ରହଦୋଶ ମଧ୍ୟ କଟିଥାଏ ,

ତେବେ ବନ୍ଧୁଗଣ ଆପଣ ଜାଣିଲେ ଯେ କେଉଁ 5ଟି କାମକୁ ଗୁରୁବାର ରେ କରିବା ଦ୍ୱାରା ଆପଣଙ୍କର ପ୍ରତେକ ଦିନ ଖୁସିମୟ ହୋଇଥାଏ ଏବଂ ଏହି ସବୁ ନିୟମ କୁ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟା ଘରେ ରହି ନଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *