ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ରାଜ୍ୟ ସରକାର ନିର୍ବାଚନ ମୁଡ୍ ରେ ପଞ୍ଚାୟତ ଏବଂ ପୈର ନିର୍ବାଚନ ପୂର୍ବରୁ ହିଁ ସରକାର ଭଣ୍ଡାର ଖୋଲିଦେଇଛନ୍ତି । କୋରନା ର ସହାୟତା ପାଇଁ ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀମାନଙ୍କୁ ଘରର ମରାମତି କରିବା ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି।
କୋଭିଡ୍ ସହାୟତା ପାଇଁ ଘୋଷଣା କରିଥିବା ସରକାର ଆଜି 1 ହଜାର ଟଙ୍କା ଲେଖାଏଁ ପଠେଇଛନ୍ତି । ଏହିଥିରେ 69 ଲକ୍ଷ ପରିବା ଉପକୃତ ହେବେ। ଏହିଥି ପାଇଁ କେବଳ 960 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୈର ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲି ଦେଇଛନ୍ତି । ମଙ୍ଗଳବାର ଦିନ ଘର ସଜାଡିବା ପାଇଁ ଆର୍ଥିକ ସହାୟତା ହୋଇଥିବା ବେଳେ ବୁଧବାର ଦିନ ପୁଣି ଥରେ ସରକାର କୋଭିଡ୍ ସହାୟତା ପାଇଁ 1000 ହଜାର ଟଙ୍କା ଲେଖାଏଁ ପଠେଇଛନ୍ତି ।
ଯେଉଁ ଥିରେ 96 ଲକ୍ଷ ପରିବାର ଉପକୃତ ହେବେ । ଥିପାଇଁ 960 କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହିତ 7 ଦିନ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର 93 ପ୍ରତିଶତ ପରିବାର 3 କୋଟି 50 ଲକ୍ଷ୍ୟ ରାସନ କାର୍ଡ ଧାରୀ ଉପକୃତ ହେବେ । ଏଥି ପାଇଁ ରାଜ୍ୟ ସରକାର 3 ଶହ 50 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚନାର ହିତାଧିକାରୀ ଙ୍କୁ ଏହି ଟଙ୍କା ମିଳିବ। ସମସ୍ତ 30 ଟି ଜିଲ୍ଲା NFS ଏବଂ SFS ହିତାଧିକାରୀ ଙ୍କୁ ଏହି ଟଙ୍କା ମିଳିବ । କୋରନର ପରିସ୍ଥିତି ପାଇଁ ପୁଣିଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ଆସନ୍ତା 7 ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ନାମା ମଧ୍ୟ ଜାରୀ କରାଯାଇଛି ଏଥିପାଇଁ BSKY କାର୍ଡକୁ ପ୍ରାଥମିକ ପରିଚୟ ପତ୍ର ଭାବରେ ବ୍ୟବହାର କରାଯିବ। ତେବେ ଯେଉଁ ମାନଙ୍କର ରାସନ୍ କାର୍ଡ ରହିଛି ତେବେ ସେମାନଙ୍କୁ ମିଳିବ ସିଧା ସଳଖ ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଏବେ 1000 ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।