ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କର୍ମଚାରୀ ମାନଙ୍କୁ ପୁଣି ଥରେ ଖୁସୀ ଖବର ମିଳିବ ମୋଦି ସରକାର ନୂତନ ବର୍ଷ ମଧ୍ୟରେ କେନ୍ଦ୍ର କର୍ମଚାରୀ ଙ୍କୁ ଉପହାର ଦେଇଛନ୍ତି । ଏହା ପୂର୍ବରୁ ଦୀପାବଳୀ ରେ ମୋଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ 3 ପ୍ରତିଶତ ବୃଦ୍ଧି କରିଥିଲେ । ଏବେ ଚର୍ଚ୍ଚା ଚାଲିଛି ଯେ କେନ୍ଦ୍ର ସରକାର ପୁଣି ଥରେ କର୍ମଚାରୀ ଙ୍କୁ ଖୁସୀ କରିପାରନ୍ତି । ଜାନୁଆରୀ 2022 ଆରମ୍ଭ ରେ ଗୃହ ଭଡା ଭତ୍ତା ବୃଦ୍ଧି କରିବାକୁ ସରକାର ଘୋଷଣା କରିପାରନ୍ତି ।
କେନ୍ଦ୍ର ସରକାର ପଠାଇଛନ୍ତି ପ୍ରସ୍ତାବ 11.56 ଲକ୍ଷ ରୁ ଅଧିକ କର୍ମଚାରୀ ଙ୍କୁ ଘର ବଡା ଭତ୍ତା କୁ ଲାଗୁ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ମନନ୍ଥ କରିଛନ୍ତି । ଏହିଠାରେ ଆମେ ଆପଣ ମାନଙ୍କୁ କହିଦେବୁ କି ଏହି ପ୍ରସ୍ତାବ ଅନୁମୋଦନ ପାଇଁ ରେଳ ବୋର୍ଡ ମଧ୍ୟ ଏକ ପ୍ରସ୍ତାବ ପଠେଇଛି । ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ କର୍ମଚାରୀ ମାନେ 2022 ରେ HRA ପାଇବେ । ଭାରତୀୟ ରେଳବାଇ ବୈଷୟିକ ପର୍ଯ୍ୟବେକ୍ଷକ ସଂଘ ଓ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଳବାଇ ଜାନୁଆରୀ 2021 ଠାରୁ HRA କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି । ଘର ଭଡା ଭତ୍ତା ବ଼ୃଦ୍ଧି ପରେ ଦରମା ବୃଦ୍ଧି ହେବ ।
ହାଉସ ରେଣ୍ଟ ଏଲାଉନ୍ସ କେତେ ହୋଇଥାଏ ।
ଆପଣ ମାନଙ୍କୁ ଜଣେଇ ଦେବୁ କି ଯେଉଁ ସହର ଗୁଡିକ ଜନସଂଖ୍ୟା 50 ହଜାର ରୁ ଅଧିକ ସେମାନେ X ବର୍ଷ ଅଧିନରେ ଆସନ୍ତି । ଏହା ସହିତ ଯେଉଁ ସହର ର ଜନସଂଖ୍ୟା 5 ଲକ୍ଷ ରୁ ଅଧିକ ସେମାନେ Y ବର୍ଗ ରେ ଆସନ୍ତି ।
ସେହି ପରି 5 ଲକ୍ଷ ରୁ କମ୍ ବର୍ଗର ସହର ମାନଙ୍କୁ Z ବର୍ଗ ବୋଲି ଧରାଯାଏ । ଏହି ତିନୋଟି ବର୍ଗ ପାଇଁ ସର୍ବନିମ୍ନ HRA 5400, 3600 ଏବଂ 1800 ଟଙ୍କା ହେବ । ଯେତେ ବେଳେ ମହଙ୍ଗା ଭତ୍ତା 50 ପ୍ରତିଶତ ବୃଦ୍ଧି ହେବ ସେତେବେଳେ ସର୍ବାଧିକ ଘରଭଡା 30 ପ୍ରତିଶତ ବୃଦ୍ଧି ପାଇବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।