ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ହିରୋ ବା ହିରୋଇନ୍ ମାନଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ । ଆଜି ଆମେ ଏଠାରେ ଓଡିଆ ହିରୋ ମାନଙ୍କ ସ୍ତ୍ରୀ ମାନଙ୍କୁ ଦେଖିବା ଜାହା ଆଗରୁ ଆପଣ ମାନେ କେବେ ବି ହେଲେ ଦେଖି ନ ଥିବେ । ତେବେ ଏହି ଲିଷ୍ଟ ରେ ପ୍ରଥମେ ରହିଛନ୍ତି ଆପଣଙ୍କ ପ୍ରିୟ ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ର। ଏବଂ ତାଙ୍କର ସ୍ତ୍ରୀଙ୍କ ନାମ ହେଉଛି ଅର୍ଚିତା । ଆପଣ ମାନେ ଏହି ଯୋଡିକୁ ତ ନିଶ୍ଚୟ ଦେଖିଥିବେ। ଏବଂ ଏହି ଯୋଡି ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥାଏ।
ଏହା ପରେ ସିଦ୍ଧାନ୍ତ ମହାପାତ୍ର ଆପଣ ମାନେ ସିଦ୍ଧାନ୍ତ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ସେ ଓଲିଉଡ ର ଜଣେ ଜଣା ସୁଣା ଅଭିନେତା ଅଟନ୍ତି ଜାହାଙ୍କ ଅଭିନୟ କୁ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସେ ତେବେ ଇଏ ହେଲେ ତାଙ୍କ ସ୍ତ୍ରୀ ମାମା ମିଶ୍ର ଯିଏ ଜଣେ ଇଭିନେତ୍ରୀ ଅଟନ୍ତି ।
ଆସୁଛନ୍ତି ଦିପକ୍ ଆପଣ ମାନେ ତାଙ୍କୁ ବହୁତ ସାରା ଫିଲ୍ମ ରେ ଦେଖି ଥିବେ । ହେଲେ ତାଙ୍କ ସ୍ତ୍ରୀ କୁ କେବେ ବି ନୁହେଁଁ । ଆପଣ ମାନଙ୍କୁ ସୂଚନା ଦେବୁ କି ଦିପକ୍ ଙ୍କ ସ୍ତ୍ରୀ ହେଲେ ଜଣେ ଫେସନ ଡିଜାଇନର ଏବଂ ସେ ଏବେ ସେହି ଥିରେ ହିଁ ଚାକିରୀ କରିଛନ୍ତି ।
ଏହା ପରେ ରହିଛନ୍ତି ଅନୁଭବ ମହାନ୍ତି ଆପଣ ମାନେ ଏହି ଅଭିନେତା ଙ୍କୁ ଜାଣି ଥିବେ ତାଙ୍କର ପତ୍ନୀ ବର୍ଷା ପ୍ରିୟ ଦର୍ଶନୀ ଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ସେ ହେଲେ ଜଣେ ଅଭିନେତ୍ରୀ ଏହା ପରେ ରହିଛନ୍ତି ଆକାଶ ଦାସ୍ ତାଙ୍କର ସ୍ତ୍ରୀ ହେଲେ ଜଣେ ସୋସିଆଲ ୱାର୍କର ସେ ବହୁତ ଅର୍ଗାନାଇଜେସନ୍ ଚଲାନ୍ତି । ଜାହାକି ଲୋକ ମାନଙ୍କୁ ସହାୟତା କରନ୍ତି ।
ସେହି ପରି ଭାବେ ଆମେ ସମ୍ବୀତ୍ ଙ୍କ କଥା କହିବା । ତାଙ୍କର ପତ୍ନୀ ଙ୍କ ନାମ ହେଲା ଶୈଳନା ଗତ ଦିନ ରେ ସେ ବିବାହ କରି ଥିବା ବେଳେ ତାଙ୍କ ସ୍ତ୍ରୀ ହେଲେ ଜଣେ ହାଉସୱାଇଫ୍ ଏବଂ ଓଲିଉଡ ର ସୁପର ଷ୍ଟାର ବାବୁସାନ ଙ୍କୁ ଜାଣି ଥିବେ ତାଙ୍କର ସ୍ତ୍ରୀ ହେଲେ ବି ଜଣେ ହାଉସ ୱାଇଫ୍ ।
ଏହା ପରେ ରହିଛନ୍ତି ଅମ୍ଲାନ୍ ତେବେ ବନ୍ଧୁଗଣ ଅମ୍ଲାନ୍ ବି ଏହି ଦିନ ରେ ବିବାହ କରି ଥିବା ବେଳେ ତାଙ୍କ ପତ୍ନୀ ଏବଂ ସେ ହେଲେ ଜଣେ ହାଉସୱାଇଫ୍ । ଏହା ପରେ ସିଦ୍ଧାନ୍ତ ମହାପାତ୍ର ରହିଛନ୍ତି ତାଙ୍କ ର ପତ୍ନୀ ହେଲେ ମାମା ମିଶ୍ର ସେ ଦିନେ ଅଭିନେତ୍ରରୀ ଥିବା ବେଳେ ଏବେ ସେ ଜଣେ ହାଉସୱାଇଫ୍ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।