ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ସ୍ଥର ରେ ଅଦଳବଦଳି କରିଛନ୍ତି । ଚଳିତ ସପ୍ତାହ ଶେଷ ସପ୍ତାହ ନୂଆ ପୋଲିସ ଡିଜି ଚୟନ ପାଇଁ ୟୁପିଏସସି ବୈଠକ କରାଜାଇଥିବା ବେଳେ ଆଜିକ ସମୟ ର ଆଇପିଏସ୍ ଅଦଳବଦଳି କୁ ବହୁତ ପରିମାଣ ରେ ଗୁରୁତ୍ୱ ଦିଆଜାଇଛି ।
ରାଜ୍ୟ ଗୃହ ବିଭାଗ ପକ୍ଷ ରୁ ଜାରି ବିଜ୍ଞ୍ୟପ୍ତି ଅନୁସାରେ 1988 ମସିହା ରେ ବ୍ୟଚ୍ IPS ତଥା ଓଡିଶା ର ମାନବଧିକାର କମିଶନର ଏଡିଜି ବିନୟାନନ୍ଦ ଗୃହ ବିଭାଗର ଓଏସଡି ଭାବରେ ବଦଳି କରାଜାଇଛି ।
ରାଜ୍ୟ ସରକାର ପୂର୍ବରୁ ତାଙ୍କୁ DG ବାହ୍ୟାଭୁକ୍ତ କରିଥିବା ବେଳେ ଅରୁଣ କୁମାର ରାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ସେହିପରି 1989 ବ୍ୟାଚ୍ IPS ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡ଼ିଶା ମାନବଧିକାର କମିଶନର ଡିଜି ଭାବେ ବଦଳିକରାଜାଇଛି ।
ସେହି ପରି 2003 ବ୍ୟାଚ୍ IPS ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଏବଂ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ୍ ଏବେ ଟେକନିକାଲ ଆଇଜି ଭାବେ କାର୍ଯ୍ୟ କରୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।