ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ନୂଆବର୍ଷ 2022 ଆରମ୍ଭ ହେବା ପୂର୍ବ ରୁ ଘର କୁ କେଉଁ ଜିନିଷ ଆଣିଲେ ଆମର ଶୁଭ ହୋଇଥାଏ ଏବଂ ତା ସହିତ ବର୍ଷ ସାରା ଟଙ୍କ ପାଇସା ର ଅବାବ ଦେଖା ଦେଇ ନଥାଏ । ଏମିତି କୁହାଯାଏ କି ନୂଆ ବର୍ଷ ର ଆରମ୍ଭ ଯଦି ଭଲରେ କରାଯିବ ତେବେ ପୁରା ବର୍ଷ ଭଲର କଟିଥାଏ । ବନ୍ଧୁଗଣ ନୂଆ ବର୍ଷ ଆସିବା ପୂର୍ବ ରୁ ଏହି 5ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ ଦେଖିବେ ଆପଣ ମାନଙ୍କର ଭାଗ୍ୟ ଚମକି ଉଠିବ ଏବଂ ମାତା ଲକ୍ଷ୍ମୀ ଙ୍କର କୃପା ରୁ ଆପଣ ମାନଙ୍କର ପୁରା ବର୍ଷ ଟି ହସ ଖୁସିରେ ବ୍ୟତିତ ହେବ । ତେବେ ଆସନ୍ତୁ ଜାଣିବା ସେହି 5ଗୋଟି ଜିନିଷ ବିଷୟରେ ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ନମ୍ବର 1- କଇଁଛ ର ମୃତୀ । ଘରକୁ ଏକ କଇଁଛ ର ମୃତୀ କିଣିକି ଆଣନ୍ତୁ ଏବଂ କଇଁଛ ର ମୃତୀ ସୁଖ ଏବଂ ସମୃଦ୍ଧି ର ପ୍ରତିକ ମାନାଜାଇ ଥାଏ ଯଦି ଆପଣଙ୍କର ଘରେ ଆଗରୁ ଅଛି ତେବେ ଆପମଙ୍କୁ ଆଣିବା କିଛି ଦରକାର ନାହିଁ ଏବଂ ନୂଆବର୍ଷ ଦିନ ସକାଳୁ ଉଠି ସ୍ନାନ କରି ଏହାକୁ ଗଙ୍ଗା ଜଳରେ ପବିତ୍ର କରି ନଅନ୍ତୁ ଏବଂ ଏହାକୁ ପୂଜା କରି ଏହାକୁ ତାର ସଠିକ୍ ଜାଗାରେ ନିଶ୍ଚୟ ରଖି ନଅନ୍ତୁ କାରଣ ଏହା ଆପଣଙ୍କ ଭାଗ୍ୟ ଏବଂ ସୈଭାଗ୍ୟ କୁ ବଢାଇ ଥାଏ ଏବଂ ଏହା ସମସ୍ତ ନକାରତ୍ମକ ଶକ୍ତି କୁ ଆପଣଙ୍କ ଘରକୁ ଆସିବାରୁ ରୋକି ଥାଏ ।
ନମ୍ବର 2- ନଡିଆ ଏହି ବର୍ଷ ଯଦି ନଡିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ ଏହା ଦ୍ୱାରା ଆପଣ ମାନଙ୍କର ସଫଳତା ର ରାସ୍ତା ବି ଖୋଲିଯାଇ ଥାଏ ଏବଂ ଘରୁ ସମସ୍ତ ନାକାରତ୍ମକ ଉର୍ଜା ବାହାରି ଯାଇଥାଏ ଏବଂ ସକାରତ୍ମକ ଉର୍ଜା ଆସିଥାଏ । ଘରେ ହେଉ କିମ୍ବା କୌଣସି ମନ୍ଦୀର ରେ ହେଉ କେଉଁଠି ବି ନଡିଆ ଭାଙ୍ଗି ପାରିବେ ।
ନମ୍ବର 3- ମୟୁର ପଙ୍ଖ ବନ୍ଧୁଗଣ ଯଦି ଆପଣ ବି ସବୁବେଳେ ଘରର ସମସ୍ୟା କୁ ନେଇ ଚିନ୍ତିତ ଅଛନ୍ତି ତାହାଲେ ଏହି ନୂଆ ବର୍ଷ ଦିନ ଘରକୁ ମୟୁର ପଙ୍ଖ ନିଶ୍ଚୟ ଆଣନ୍ତୁ ଧ୍ୟାନ ରଖିବେ ଯେ କିମିବା ସମୟରେ ଶ୍ରୀକୃଷ୍ଣ ଙ୍କ ନାମ ନିଶ୍ଚୟ ନେବେ ଏମିତି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ଆଉ ସବୁ କାମ ଭଲରେ ହୋଇଥାଏ ।
ନମ୍ବର 4- ଭଗବାନ ଗଣେଷ ଙ୍କର ମୃତୀ ଭଗବନ ଗଣେଷ ଙ୍କୁ ବିଘ୍ନହାର କୁହାଯାଏ ଯିଏ ସବୁ ଦୁଃଖ କଷ୍ଟ କୁ ଦୂର କରିଥାନ୍ତି, ଯଦି ଆପଣ କେଉଁ ସମସ୍ୟା ରେ ଫସି ଯାଇଛନ୍ତି ତେବେ ନୂଆବର୍ଷ ରେ ଭଗବାନ ଗଣେଷ ଙ୍କର ମୃତୀ ଘରକୁ ନିସ୍ଚୟ ଆଣନ୍ତୁ ଏହା ଦ୍ୱାରା ଭଗବାନ ଗଣେଷ ଆପଣହ୍କର ଜୀବନରେ ସବୁ ଦଃଖ କଷ୍ଟ କୁ ସମାପ୍ତ କରିଦେବେ ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ ।
ନମ୍ବର 5- ହନୁମାନଙ୍କ ମୃତୀ ଶାସ୍ତ୍ର ଅନୁସାରେ ଏମିତି କୁହା ଯାଇଛି ଯେ ଘରେ ଭଗବାନ ହନୁମାନଙ୍କର ମୃତୀ ବା ଫୋଟ ଅବଶ୍ୟ ରଖିବା ଉଚିତ୍ । ନୂଆବର୍ଷ ରେ ହନୁମାନଙ୍କର ମୃତୀ କୁ ନେଇ ଆସନ୍ତୁ ଏବଂ ଘରର ମଖ୍ୟ ଦ୍ୱାର ପାଖରେ ଲଗାନ୍ତୂୁ ଏମିତି କରିବା ଦ୍ୱାରା ମଙ୍ଗଳ, ଶନି ଏବଂ ଭୁତ ପେର୍ତ ଙ୍କର ଦୋଶ ଲାଗି ନଥାଏ । ବଜରଙ୍ଗବାଲୀ ଆପଣଙ୍କ ଘରେ କୌଣସି ପ୍ରକାର କଷ୍ଟ କୁ ଆସିବାକୁ ଦେଇ ନଥାନ୍ତି ଯାହା ଦ୍ୱାରା ଆପଣ ଙ୍କ ଭାଗ୍ୟ ଚମକି ଯାଏ ସେଥିପାଇଁ ନୂଆବର୍ଷ ଦିନ ହନୁମାନଙ୍କର ମୃତୀ ବା ଫୋଟ ଘରକୁ ନିଶ୍ଚୟ ଆଣନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।