2022ରେ ଧନୀ ହେବାକୁ ଇଛାଥିଲେ ନୂଆବର୍ଷ ରେ କରନ୍ତୁ ଏପରି କିଛି, କୋଟିପତି ହୋଇ ଯିବେ, ନୂଆବର୍ଷ ର ଏକ ଚମତ୍କାରୀ ଉପାୟ

rich

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସଂସାର ଟି ମନ୍ତ୍ର , ତନ୍ତ୍ର , ଏବଂ ଜ୍ୟୋତିଷ ଉପାୟ ଦ୍ୱାରା ଆଧାରିତ ଅଟେ । ଏବଂ ଏହି ସଂସାର ଗ୍ରହ ଏବଂ ନକ୍ଷେତ୍ର ଙ୍କ ଦ୍ୱାରା ଆଧାରିତ ଅଟେ । ଭଗବାନ ମଧ୍ୟ ଏହି ସଂସାର ରେ ଜନ୍ମ ହୋଇ ଗ୍ରହ ନକ୍ଷେତ୍ର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ହେଲେ ଆମେ ଆପଣ ମାନଙ୍କୁ ଏଠାରେ ଜଣେଇ ଦେବୁ କି ଯଦି ଆପଣ ମାନେ 2022 ରେ ମାଲାମାଲ ହେବାକୁ ଚାହୁଁଥିବେ ତେବେ ଆପଣ ମାନେ ଏହି ନୂଆ ବର୍ଷ ଦିନ ଏକ ଖାଲି ଡବା ରେ ରଖିଦିଅନ୍ତୁ ଏହି ଜିନିଷ କୁ ଆପଣ ବହୁତ ଜଲ୍ଦି ହୋଇଯିବେ ମାଲାମାଲ । ବନ୍ଧୁଗଣ ଆପଣ ମାନେ ଏହାକୁ ଅବିଶ୍ୱାସ ନକରି ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ କେବଳ ଏତିକି କରିବାର ରହିଛି କି ଏହି ନୂଆ ବର୍ଷ ର ମାନେ ଜାନୁଆରୀ 1 ତାରିଖ ଦିନ ଏକ ମୁଠୀ ଅରୁଆ ଚାଉଳ ନିଅନ୍ତୁ । ଏବଂ ପରେ କିଛି ହଳଦୀ ଗୁଣ୍ଡ ନିଅନ୍ତୁ । ସେହି ଅରୁଆ ଚାଉଳ ଟି ଏକ ସଫା ସୁତୁରା ଏବଂ ନିକ୍ଷୁଣ ହୋଇଥିବ । ସେହି ଚାଉଳ କୁ ଆପଣ ମାନେ ହଳଦୀ ରେ ଭଲ ଭାବେ ଗୋଳେଇ ଦିଅନ୍ତୁ ।

chaula

ସେହି ହଳଦୀ ରଙ୍ଗ ଚାଉଳ କୁ ରଖିଥିବା ଖାଲି ଡବା ରେ ଭରି ଦିଅନ୍ତୁ । ପରେ ତାହା ଉପରେ ଗୋଟିଏ ଗୋଲ୍ଡ କୟେନ୍ ରଖନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କର ବୃହସ୍ପତି ମଜବୁତ ହୋଇଥାନ୍ତି । ଏବଂ ଶୁକ୍ର ବି ମଜବୁତ ହୋଇଥାନ୍ତି । ଜାହାକି ଧନ ବାନ କରିବାରେ ସହାୟକ ହୋଇଥାଏ । କାରଣ ବୃହସ୍ପତି ଏବଂ ଶୁକ୍ରଙ୍କର ମିଳନ ଧନ ବାନ କରିବାରେ ସାହାୟକ ହୋଇଥାଏ ।

ତେବେ ଆପଣ ମାନେ ଏହି ନୂଆ ବର୍ଷ ଦିନ ଏହି ଉପାୟ କୁ ଆପଣାନ୍ତୁ ଦେଖିବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଭାଗ୍ୟ ବଦଳିଯିବ । ହଁ ମନେ ରଖିବେ କି ଆପଣ ମାନେ ଏହି ଡବା କୁ ନିଜର ରୋଷେଇ ଘର କିମ୍ବା ଠାକୁର ଘର ଉପରେ ରଖିଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *