ଏକ ମାସ ମାଗଣା ଜିଓ ନୂଆ ବର୍ଷ ଅଫର |

jio

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ନୂଆ ବର୍ଷ ଉପଲକ୍ଷେ ରିଲାଏନ୍ସ Jio ନେଇ ଆସିଛି Happy New Year Offer 2022 ଜାହା ପାଇଁ ଆପଣ ମାନଙ୍କୁ ଏକ ମାସ ସଂମ୍ପର୍ଣ୍ଣ ମାଗଣା ମିଳିପାରିବ ଭେଲିଡିଟି । ତେବେ ଆସନ୍ତୁ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଏମିତି କି ଆପଣ ମାନେ ଚାହିଁଲେ JIO.COM କୁ ଜାଇ ପାରିବେ ଯେଉଁ ଥିରେ କେଉଁ ଭଳି ଭାବେ ହେପି ନ୍ୟୁଆର ଅଫର ମଧ୍ୟ ଫ୍ଲାସ୍ ହେଉଛି ।

ଯେଉଁ ଥିରେ ଆପଣ ମାନଙ୍କୁ ଭେଲିଡିଟି 29 ଦିନ ମାଗଣା ମିଳୁଛି । ନର୍ମାଲି ଆପଣ ମାନେ ଚାହିଁଲେ ରିଲାଏନ୍ସ JIO ରେ ବହୁତ ସାରା ରିଚାର୍ଜ କରୁଥିବେ । ତେବେ ଆପଣ ମାନେ ମୋବାଇଲ ପ୍ରିପେଡ ପ୍ଲାନ୍ କୁ ଜାଇ ଦେଖି ପାରିବେ । JIO ଏହି ନୂଆ ଅଫର ଆସିଛି । ଯେଉଁ ଥିରେ ଆପଣ ମାନଙ୍କୁ JIO ର ଗୋଟିଏ ବର୍ଷ ପାଇଁ ରିଚାର୍ଜ କରୁଥିଲେ ଆପଣ ମାନଙ୍କୁ 336 ଦିନ ର ଭେଲିଡିଟି ପ୍ରଦାନ କରାଜାଉଥିଲା ।

jio. c

ଏହି ପରି କ୍ଷେତ୍ର ରେ ଆପଣ ମାନେ ସେହି ସମାନ ରିଚାର୍ଜ କରିବେ ଏବଂ ପରେ ଆପଣ ମାନଙ୍କୁ 336 ଦିନ ସ୍ଥାନ ରେ ଆଉ 29 ଦିନ ଅଧିକ ଭେଲିଡିଟି ମିଳିବାକୁ ଯାଉଛି । ତେବେ ଏମିତି କ୍ଷେତ୍ର ରେ ଆପଣ ମାନଙ୍କୁ ଏହି 336 ଏବଂ 29 ମିଶେଇ 365 ଦିନ ର ଭେଲିଡିଟି ମିଳିବାକୁ ଯାଉଛି । ଏହାର ଭେଲିଡିଟି ମଧ୍ୟ ରହିଛି କି ଆପଣ ମାନେ ଜାନୁଆରୀ 2 ତାରିଖ ପୂର୍ବରୁ ଏହି ରିଚ୍ଚାର୍ଜ କରୁଥିଲେ ତାହାଲେ ଆପଣ ମାନେ ଏହାର ଲାଭ ଉଠେଇ ପାରିବେ ।

ହେଲେ ଜାନୁଆରୀ ପରେ ଆପଣ ମାନେ ରିଚ୍ଚାର୍ଜ କରିଲେ ଆପଣ ମାନେ ଏହି 29 ଦିନ ର ଭେଲିଡିଟି ଆପଣ ମାନେ ଆଉ ପାଇ ପାରିବେ ନାହିଁ । ତେବେ କହିବା ପାଇଁ ଗଲେ 29 ଦିନ ଆପଣ ମାନଙ୍କୁ ଭେଲିଡିଟି ମିଳି ପାରିବ ଆପଣ ମାନେ ଏହା ପାଇଁ ରିଚ୍ଚାର୍ଜ ମଧ୍ୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *