କିପରି ଲାଇନ ମାରିଲେ ଝିଅ ଶୀଘ୍ର ପଟିବ? Life tips

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ମାନଙ୍କୁ ଦେଖିଲେ ଆମ ମାନଙ୍କୁ ବହୁତ ମଜା ଆସେ । ସେମିତି ରେ ଝିଅ କୁ କେମିତି ଚାହାଁଣି ମାରିଲେ ସେ ଶୀଘ୍ର ପଡିବ ଏବଂ ଆପଣ ମାନଙ୍କ ଉପରେ ଇମ୍ପ୍ରେସ୍ ହୋଇଯିବ । ସେମିତି ରେ ଝିଅ ପଟେଇବା ପାଇଁ ଆମ ମାନଙ୍କୁ ଫିଜିକାଲି ଏବଂ ସାଇକୋଲଜି ଭାବେ ବି କିଛି ପରିମାଣ ରେ ପ୍ରସ୍ତୁତ ହେବା ପାଇଁ ପଡିବ । ଜାହା ପରେ ଝିଅ ମାନଙ୍କୁ ପ୍ରଥମ ନଜର ରେ ହିଁ ଦେଖି ପଟିଯିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ପ୍ରଥମେ ଝିଅ ମାନେ ଜାହା ପୁଅ ମାନଙ୍କର କ୍ୱାଲିଟି ଦେଖନ୍ତି ତାହା ହେଲା ବ୍ରାଇଟ୍ ଫିୟୁଚର୍ । ତେବେ ଆମେ ମାନେ ସାଧାରଣ ଭାବେ ଝିଅ ମାନଙ୍କର ସ୍ମାଇଲ୍ ଏବଂ ବେଶ ପୋଶାକ ଦେଖିଲେ ହିଁ ପସନ୍ଦ କରେଇ ନେଇ ଥାନ୍ତି । ହେଲେ ଝିଅ ମାନେ ସବୁ ବେଳେ ଚାକିରୀ କରି ଥିବା ବା ଭବିଷ୍ୟତ ଜାହାର ଉଜ୍ୱଳ ରହି ଥାଏ ସେମାନଙ୍କୁ ହିଁ ପସନ୍ଦ କରନ୍ତି ।

loves

ବହୁତ ସମୟ ରେ ଆପଣ ମାନେ ଦେଖି ଥାନ୍ତି କି ଝିଅ ମାନେ ଗୋଟିଏ ଗରିବ ପିଲା ର ପ୍ରେମ ରେ ପଡି ଗଲେ ହେଲେ ରିଏଲ ଲାଇଫ୍ ରେ ଏହାର ଓଲଟା ହୋଇଥାଏ । ତେବେ ଆପଣ ମାନେ ଯଦି ଚାହାଁନ୍ତି ଗୋଟିଏ ସୁନ୍ଦରୀ ଝିଅ ଆପଣଙ୍କ ପ୍ରେମ ରେ ପଡି ଯାଉ ବୋଲି ତେବେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଥିବା ଦରକାର । ଏହା ବହୁତ ରିସର୍ଚ୍ଚ ରୁ ଜଣା ପଡିଛି ।

ଏହା ପରେ ରହିଛି ଝିଅ ଏମିତି ବି ପୁଅ ଚାହାଁନ୍ତି ଯେଉଁ ମାନେ ତାଙ୍କୁ ଏଣ୍ଟରଟେନ ମ୍ୟଣ୍ଚ ଦେଇ ପାରିବ । ମାନେ ସବୁ ଝିଅ ପଛ ରେ ବହୁତ ଟୋକା ପଡିଥାନ୍ତି ସେମାନଙ୍କ ମଧ୍ୟ ରୁ ସେମାନଙ୍କୁ ଜିଅ ଇମ୍ପରେସ୍ କରି ପାରୁ ଥିବ ସେମାନଙ୍କୁ ସେମାନେ ବୟଫ୍ରେଣ୍ଡ ବନାନ୍ତି ।

loves

ଏବଂ ଶେଷ ରେ ରହିଛି ଯେଉଁ ପୁଅ ମାନେ ଝିଅ ର ସବୁ ଇଚ୍ଛା କୁ କହିବା ପୂର୍ବ ରୁ ହିଁ ପୂରଣ କରି ଦେଇ ଥାନ୍ତି ସେମାନଙ୍କୁ ବୟ ଫ୍ରେଣ୍ଡ କରିବା ପାଇଁ ସେହି ଝିଅ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି କାରଣ ସେମାନେ ଅତି ସହଜ ରେ ମାଗୁ ଥିବା ଜିନିଷ ମାଗିବା ପୂର୍ବ ରୁ ହିଁ ପାଇ ଗଲେ ତେବେ ସେମାନଙ୍କର ଅସୁବିଧା କିଛି ନ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *