ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ଓ ପୁରୁଷ ମାନଙ୍କର ଗୁପ୍ତ ଅଙ୍ଗ ରେ କଳାଜାଇ ଥିଲେ ଏହା କେଉଁ ଜିନିଷ ର ସଂକେତ ହୋଇଥାଏ ତାହା ଆମେ ଆପଣଙ୍କୁ ଜଣେଇବୁ । ତେବେ ସେହି ସମ୍ପର୍କ ରେ ସମ୍ପୂର୍ଣ୍ଣ ବିଷୟ ରେ ଜା ଣିବା ପାଇଁ ଆମେ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ । ତେବେ ଗୁପ୍ତ ଅଙ୍ଗରେ କଳାଜାଇ ଥିଲେ ତାହା ଶୁଭ ହୋଇତାଏ ବୋଲି କୁହାଯାଏ । ମଣିଷ ଶରୀର ରେ କୌଣସି ନା କୌଣସି ଅଙ୍ଗରେ କଳାଜାଇ ଥାଏ, କଳାଜାଇ ଗୋଡିକ ବୟସ ଅନୁସାରେ ବଢିଥାଏ ତେବେ ଶାସ୍ତ୍ର ଅନୁସାରେ ଶରୀର ରେ ଥିବା କଳାଜାଇ ର କିଛି ନା କିଛି ମହତ୍ୱ ରହିଥାଏ । ତେବେ ଆଜି ଆମେ ଏଠାରେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କଣ ହୋଇଥାଏ ସେହି ବଷୟ ରେ ଜାଣିବା ।
ଯଦି ଗୋଟେ ନାରୀ ର ଓଠ ରେ କଳାଜାଇ ଥାଏ ତାହା ପୁରୁଷ ଙ୍କୁ ନିଜ ଆଡକୁ ଆକର୍ଶ କରିଥାଏ, ଯଦି ଓଠ ର ଉପର ଭାଗରେ ଆକର୍ଶ ଥାଏ ତାହାଲେ ସେ ଲୋକ କାମନା ପ୍ରତି ଅଧିକ ଆଗ୍ରହ ହୋଇଥାଏ । ଯଦି ପୁରୁଷ ର ବାମ ଆଖି ରେ ଏକ କଳାଜାଇ ଥାଏ ତାଙ୍କର ଦାମ୍ପତ୍ୟ ଜୀବନ ରେ ସବୁବେଳେ କଳହୋ ଲାଗି ରହିଥାଏ ସେମାନେ ତାଙ୍କ ଜୀବନ ସାଥି ସହ ସବୁବେଳେ ଏମାନଙ୍କର ମତାନ୍ତର ରହିଥାଏ ।
ଡାହାଣ ଗାଲ ବା ମୁଣ୍ଡ ରେ କଳାଜାଇ ଥିଲେ ଧନ ଲାଭର ଯୋଗ ରହିଥାଏ, ଯଦି ଓଠ ତଳେ କଳାଜାଇ ଥାଏ ତେବେ ଆପଣ ନିଜର ଜୀବନ ସାଥି ଙ୍କୁବହୁତ ଭଲ ପାଇଥାନ୍ତି । ନାକରେ କଳାଜାଇ ଥିବା ର ଅର୍ଥ ହେଉଛି ଆପଣଙ୍କର ବିଦେଶ ଗ୍ରସ୍ଥ ର ସୁଯୋଗ ରହିଥାଏ ଏହା ସହ ଆପଣଙ୍କର ବଡ଼ ବଡ଼ ଦାମି ଗାଡି ରେ ଯିବାର ଯୋଗ ରହିଥାଏ ।
ଯଦି ଗଳାରେ କଳାଜାଇ ଥିବ ତେବେ ଆପଣ ବଚନ ଦ୍ୱାରା ଦୁନିଆ ରେ ଜିତବାର କ୍ଷମତା ରଖିଥାନ୍ତି, ଏହି ସ୍ୱଭାବର ବ୍ୟକ୍ତି ବହୁତ ହିଁ ଭାବୁକ ହୋଇଥାନ୍ତି । ସେହିପରି ଡାହାଣ ହାତ ରେ କଳାଜାଇ ଥିବା ଲୋକ ଙ୍କର ମଧ୍ୟ ଧନ ଲାଭ କରିବାର ଯୋଗ ଥାଏ ଏହାର ଅର୍ଥ ଏମାନେ ନିଜର ଜୀବନ ରେ ବହୁତ ଟଙ୍କା ରୋଜଗାର କରି ପାରିବେ ।
ସେହିପରି ପାଦରେ କଳାଜାଇ ଥିଲେ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ ଏବଂ ମଥାର ବାମ ପଟେ କଳାଜାଇ ଥିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ, ସେହିପରି ମଥାର ଡାହାଣ ପଟେ କଳାଜାଇ ଥିଲେ ଏହା ମଧ୍ୟ ଶୁଭ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।