ନୂଆବର୍ଷ 2022 | ଏହି ଉପାୟ କଲେ ସାରା ବର୍ଷ ଧନର ବର୍ଷା ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କି 2022 ମସିହା ରେ ମାଲା ମାଲ ହେବାକୁ ଚାହୁଁଛନ୍ତି ତେବେ ନୂଆ ବର୍ଷ ଦିନ ଏକ ଖାଲି ଡବାରେ ରଖି ଦିଅନ୍ତୁ ଏହି ଜିନିଷ କୁ ଆପଣ ଖୁବ୍ ଶିଘ୍ର ହୋଇଯିବେ ମାଲା ମାଲ । ତେବେ ଆସନ୍ତୁ ଜାଣିନେବା ସେହି ସବୁ ଉପାୟ ବିଷୟ ରେ ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ଆନ୍ଧୁଗଣ ଆପଣ ମାନଙ୍କୁ କବଳ ଏତିକି କରିବାର ଅଛି ନୂଆବର୍ଷ ଜାନୁଆରୀ 1 ତାରିଖ ଦିନ ଏହି ଜ୍ୟୋତିଷ ଉପୟ କୁ ନିଶ୍ଚୟ କରିବେ ଏଥିପାଇଁ ପ୍ରଥମେ ଗୋଟିଏ ଖାଲି ଡବା ଟି ନିଅନ୍ତୁ ଏବଂ ଏକ ମୁଠା ଅରୁଆ ଚାଉଳ ନିଅନ୍ତୁ ଏବଂ କିଛି ହଳଦୀ ଗୁଣ୍ଡ ନିଅନ୍ତୁ, ସେହି ଅରୁଆ ଚାଉଳ ଟି ସଫ ସୁତୁରା ହୋଇଥିବା ଆବସ୍ୟକ ଭଙ୍ଗା ବା ଖୁଦ ଚାଉଳ ଯେମିତି ସେଥିରେ ନଥିବ, ସେହି ଚାଉଳ କୁ ହଳଦୀ ରେ ଭଲ ଭାବରେ ଗୁଳାଇ ଦିଅନ୍ତୁ ଏବଂ ସେହି ହଳଦୀ ରଙ୍ଗର ଚାଉଳ କୁ ରଖିଥିବା ଖାଲି ଡବାରେ ରଖି ଦିଅନ୍ତୁ ଏବଂ ଏହା ଉପରେ ଏକ ଗୋଲ୍ଡ କୟନ୍ ରଖି ଦିଅନ୍ତୁ ପକୃତ ଗୋଲ୍ଡ କୟନ୍ ଅଭାବରେ ଆପଣ ଗୋ ଟିଏ ଗୋଲ୍ଡ କଲର ହୋଇଥିବା କୟନ୍ ଟି କୁ ରଖି ପାରିବେ ।

rice

ଏହା ଦ୍ୱାରା ଆ ପଣଙ୍କର ବୃହଷ୍ପତି ମଜବୁତ ହୋଇଥାଏ ଏବଂ ଶୁକ୍ର ମଧ୍ୟ ମଜବୁତ ହୋଇଥାଏ ଯାହା କି ଧନ ବାନ କରିବାର ସହାୟକ ହୋଇଥାଏ କାରଣ ବୃହଷ୍ପତି ଏବଂ ଶୁକ୍ର ଙ୍କ ମିଳନ ଧନ ବାନ କରିବାରେ ସହାୟକ ହୋଇଥାଏ କାରଣ ଚାଉଳ ହେଉଛି ଶୁକ୍ର ଙ୍କୁ ପ୍ରତିକ ଏବଂ ହଳଦୀ ହେଉଛି ବୃହଷ୍ପତି ଙ୍କ ପ୍ରତିକ ଏଣୁ ଏହି ଦୁହିଁଙ୍କର ମିଳନ ଧନ ଆକର୍ଶଣ କାର୍ଯ୍ୟ କରିଥାଏ ।

ଅନେକ ମାତ୍ରା ରେ ଉନ୍ନତି ହୋଇଥାଏ ଏହି ଡବାଟି କୁ ଆପଣ ଆପଣଙ୍କର ରସେଇ ଘର କିମ୍ବା ଠାକୁର ଘର କିମ୍ବା ଆପଣଙ୍କର କର୍ମ କ୍ଷେତ୍ର ରେ ଏହାକୁ ରଖି ପାରିବେ, ଅର୍ଥାତ୍ ଆପଣଙ୍କର ଦୋକାନ, ବ୍ୟବସାୟ, ଅଫିସ୍ ଏହି ପରି କର୍ମ କରୁଥିବା ସ୍ଥାନ ରେ ରଖି ଦିଅନ୍ତୁ ଏବଂ ପ୍ରତି ଦିନ ଏହାକୁ ପୂଜା କରନ୍ତୁ ଏହା ଦ୍ୱାରା ଆପଣଙ୍କର ଯାତକ ରେ ଥିବା କୌଣସି ବି ଦୋଶ କୁ ଦୂର କରିଥାଏ ଏବଂ ଆପଣଙ୍କର ଯାତକ ରେ ରାଜଯୋଗ ଆଣିଥାଏ, ଅଚାନକ ଧନ ପ୍ରାପ୍ତି ହୋଇଥାଏ ଯାହାକି ଜୀବନ ରେ ରାଜା ଙ୍କ ପରି ଜୀବନ ଅତିବାହିତ କରିବାର ସୁଯୋଗ ଦେଇଥାଏ ।

Mother Lakshmi

ତେବେ ବନ୍ଧୁଗଣ ଏହି ଚାଉଳ ଡବା କୁ ବର୍ଷ ସାରା ରଖିବା କୁ ହେବ ଏବଂ ଆସନ୍ତା ନୂଆ ବର୍ଷ ଦିନ ବା 2023 ମସିହା ର ଜାନୁଆରୀ 1 ତାରିଖ ଦିନ ଏହି ଚାଉଳ କୁ ଜଳ ସ୍ୱର୍ତ ରେ ପ୍ରଭାବିତ କରି ଦିଅନ୍ତୁ ଏବଂ ଆଉ ଥରେ ସେହିପରି ସଂଗ୍ରହ କରି ସେହି ସ୍ଥାନ ରେ ରଖି ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କର ଲାଭ ହିଁ ଲାଭ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *