ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳିକା ଭବିଷ୍ୟ ବାଣୀ ମୋହା ପୁରୁଷ ଙ୍କ ମାଳିକା ବିଷୟ ରେ ଜାଣନ୍ତୁ ଉତ୍ତର ଓଡ଼ିଶା ରେ ହେବା କୁ ଥିବା ଖଣ୍ଡ ପ୍ରଳୟ ବଷୟ ରେ । ନଡିଆ ଗଛ ଉଚ୍ଚ ରେ ମା ଡି ଆସିବ ପଣି ଏବଂ ଭାସିବ ସାରା ଓଡ଼ିଶା ଆସନ୍ତୁ ଜଣିବା ଏହି ମା ଳ୍କା ରେ କଣ ବର୍ଣ୍ଣୀତ ରହିଛି ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।
ମୋହା ପୁରୁଷ ଅଚୁତ୍ୟନନ୍ଦ ମାଳିକା ରେ ସର୍ବଦା ମାନବ ସମାଜ ର ଘଟିବା କୁ ଥିବା ସମସ୍ତ ଘଟଣା ସମ୍ପର୍କ ରେ ବର୍ଣ୍ଣନା କରିଛନ୍ତି, ମାନବ ଯାତିକୁ ସର୍ବଦା ସତ୍ ପଥରେ ଯିବା ପାଇଁ କହିଛନ୍ତି ଏବଂ ପାପ ନିର୍ବିତ କରିବା ପାଇଁ କହୁଯାଇଛି ଏହା ସହିତ ମୋହା ପ୍ରଭୁ ଙ୍କ ସରଣ ରେ ଯିବା କୁ କୁହା ଯାଇଛି । ମୋହା ପୁରୁଷ ଅଚୁତ୍ୟନନ୍ଦ କହଛନ୍ତି ଯେତେବେଳେ ଖଣ୍ଡ ପ୍ରଳୟ ହେବ ଖଣ୍ଡ ପ୍ରଳୟ ର ସୂଚନା କରିବ ଏବଂ ପାପି ମାନେ ସେହି ଖଣ୍ଡ ପ୍ରଳୟ ରେ ଭାସି ଯିବେ ।
ପଶ୍ଚିମ ଓଡ଼ିଶା ଦେଇ ଜଳ ପାବନ ହେବ ଏବଂ ଓଡ଼ିଶା ଖଣ୍ଡ ଖଣ୍ଡ ହେବ । ପଶ୍ଚିମ ଦିଗରୁ ଜଳ ସ୍ୱର୍ତ ଆସି ସେଥିରେ ମିଶିଯିବ ବୋଲି ମୋହା ପୁରୁଷ ଅଚୁତ୍ୟନନ୍ଦ କହଛନ୍ତି, ସେଥିପାଇଁ ମାନବ ସମାଜ ପାପ କାର୍ଯ୍ୟ ରୁ ନିବିର୍ତ ହୋଇ ସର୍ବଦା ଭଗବାନ ଙ୍କ ସରଣ ପୂର୍ଣ୍ଣ ହୁଅ ।
ପ୍ରବଳ ମାତ୍ରା ରେ ଝଳର ସ୍ୱର୍ତ ସମସ୍ତ ମାନବ ସମାଜ ଭାସି ଯିବେ ଏବଂ ସେହି ସ୍ୱର୍ତ ରେ ଭାସିଯିବା ସମୟ ରେ ମଧ୍ୟ ମୋହା ପୁରୁଷ ଅଚୁତ୍ୟନନ୍ଦ କହଛନ୍ତି ସେହି ପ୍ରଳୟ ଜଳରେ ମଧ୍ୟ ଭକ୍ତ ଭଗବାନ ଙ୍କର ଦର୍ଶନ ପାଇବେ, ଯେଉଁ ମାନବ ନାମ ଉପରେ ଶର୍ଦ୍ଧା ଓ ପ୍ରଭୁ ଙ୍କ ଉପରେ ଭକ୍ତି ଏହି ଦୁଇଟି ଜିନିଷ ରଖିଛି ସେହି ବ୍ୟକ୍ତି ଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ମୋହା ପୁରୁଷ ମାଳିକା ରେ ବର୍ଣ୍ଣନା କରିଛନ୍ତି ।
ମାଳିକାରେ ଯେଉଁ ତଥ୍ୟ ବର୍ଣ୍ଣନା କରା ଯାଇଛି ତାହା ମଣିଷ ମାନଙ୍କୁ ଡରିବା ପାଇଁ କୁହା ଯାଇନି, ମାଳିକା ରେ ବର୍ଣ୍ଣୀତ କଥା ବସ୍ତୁ ସୁଣି ଡରି ଯାଆନ୍ତୁନି ବରଂ ଚେତନା ହେବାର ଅଛି ତେଣୁ କଥାରେ ରହିଛି ଯେଉଁ ଠାରେ ଭୟ ରହିଛି ସେହିଠାରେ ଜୟ ନିଶ୍ଚୟ ହେବାର ରହିଛି । ସେଥିପାଇଁ କୁହାଯାଏ ଭୟ ରେ ହେଉ ବା ଭଜନ ହେଉ ପ୍ରଭୁଙ୍କୁ ଭକ୍ତି କରି ଚାଲନ୍ତୁ ଏବଂ ଆପଣ ମାନେ ପାପରୁ ମୁକ୍ତି ପାଆନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।