ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ନିହାତି ଭାବେ ଏକାଉଣ୍ଟ ଥିବ । ତେବେ ଏହି ବ୍ୟାଙ୍କ୍ ର ଏକାଉଣ୍ଟ ସମ୍ମନ୍ଧିୟ କିଛି ନୂଆ ଆପଡେଟ ଆସିଛି । ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଜରୁରୀ ଅଟେ । ନହେଲେ ଆପଣ ମାନଙ୍କ ଏକାଉଣ୍ଟ ମଧ୍ୟ ବନ୍ଧ ହୋଇପାରେ । ଆପଣ ମାନେ ପଇସା ମଧ୍ୟ ବାହାର କରି ପାରିବେ ନାହିଁ ବହୁତ କିଛି ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି ।
ତେବେ ବନ୍ଧୁଗଣ ନର୍ମାଲି ଆପଣ ମାନେ ଜାଣି ଥିବେ ଆମର ଯେଉଁ ବ୍ୟାଙ୍କ୍ ଏକାଉଣ୍ଟ ରହିଛି ସେହିଥିରେ KYC କରିବାକୁ ପଡିବ । ଜାହାକି ଏହି KYC ଅପଡେଟ ଆଜି ମାନେ ଏହି ଡିସେମ୍ବର ମାସ 31 ତାରିଖ ଜାହାର ଶେଷ ତାରିଖ ଥିଲା । ଯେଉଁ ମାନେ ନକରୁଛନ୍ତି ସେମାନଙ୍କର ଖାତା ବନ୍ଧ ହୋଇଯିବ ।
ତେବେ ବଡ ଅପଡେଟ ଅନୁସାରେ ଏହାର ତାରିଖ କୁ ମଧ୍ୟ ଘୁଞ୍ଚେଇ ଦିଆହୋଇଛି । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ସେମିତି ରେ ଆପଣ ମାନେ ଭାବୁଥିବେ ଯେତେ ବେଳେ ଆପଣ ମାନେ ଏକାଉଣ୍ଟ ଖୋଲିଥିଲେ ସେହି ସମୟ ରେ ସବୁ ଡକ୍ୟୁମେଣ୍ଟ ଦେଇଥିଲେ । ହେଲେ ଦେବା ପରେ ବି ବେଳେ ବେଳେ ଆପଣ ମାନଙ୍କର KYC ହଟି ଜାଇଥାଏ ଜାହାଫଳ ରେ ଆପଣ ମାନଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ ।
ସେମିତି ରେ ଏହି KYC ପୂରଣ କରିବାର ଶେଷ ତାରିଖ ହେଲା ମାର୍ଚ୍ଚ 31 ତାରିଖ ଯାଏ ଏହାକୁ ଆପଣ ମାନଙ୍କୁ ତାରିଖ ମିଳିଛି । ତେବେ ଆପଣ ମାନଙ୍କୁ ଦିଆଜାଇଥିବା ତାରିଖ ପୂର୍ବରୁ ଆପଣ ମାନେ KYC କରିନେବେ ତେବେ ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ । ଏବଂ ଏହା ସମସ୍ତ ବ୍ୟଙ୍କ୍ ପାଇଁ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।