ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଆରମ୍ଭ ହେଲା ପୁଣି ବର୍ଷା 5 ରୁ ଉର୍ଦ୍ଧ ଜିଲ୍ଲା ରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡ ତେବେ ଆସନ୍ତୁ ଦେଖିବା କଣ ରହିଛି ପାଣିପାଗ ବିଭାଗ ର ସୂଚନା ଆଉ ଆପଣ ମାନଙ୍କ ଅଞ୍ଚଳ ରେ ପାଗ କେମିତି ରହିଛି ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ । ଆସନ୍ତା 24 ଘଣ୍ଟା ରେ ଅନେକ ଜିଲ୍ଲା ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ବରଗଡ , ସମ୍ବଲପୁର , ଝାଡସୁଗୁଡା , ସୁନ୍ଦରଗଡ , ଦେଓଗଡ , ଅନୁଗୁଳ ,କେଉଁଝର , ମୟୁରଭଞୀ ବି ରହିଛି ।
ଏହି ସବୁ ଜିଲ୍ଲା କୁ ପ୍ରବଳ ବର୍ଷା ଏବଂ କୁଆପଥର ମାଡ ହେବ ବୋଲି ଆକଳନ ହୋଇଛି । ଏବଂ ଏହିଥି ପାଇଁ ଏହି ସବୁ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏଥି ସହିତ ଡିସେମ୍ବର 30 ରୁ 31 ତାରିଖ ମଧ୍ୟରେ ସୁନ୍ଦରଗଡ , ଦେଓଗଡ , ଅନୁଗୁଳ ,କେଉଁଝର , ମୟୁରଭଞୀ ,ଝାଡସୁଗୁଡା , ବାଲେଶ୍ୱର , ଜାଜପୁର , ଭଦ୍ରକ , ଏବଂ କଟକ ଜିଲ୍ଲା କୁ କୁହୁଡି ପଡିବାର ସମ୍ଭାବନା ରହିଛି ।
ଏହି କୁହୁଡି ପାଇଁ ଉକ୍ତ ଜିଲ୍ଲା କୁ ମଧ୍ୟ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହିତ ଡିସେମ୍ବର 31 ରୁ ଜାନୁଆରୀ 1 ତାରିଖ ମଧ୍ୟରେ ବାଲେଶ୍ୱର , ଭଦ୍ରକ , ଜାଜପୁର , କେନ୍ଦ୍ରାପଡା , କଟକ , ଜଗତସିହଂପୁର , ଖୋର୍ଦ୍ଧା , ପୁରୀ , ନୟାଗଡ , କନ୍ଧମାଳ , ବୈଦ୍ଧ , ଅନୁଗୁଳ , ଢେଙ୍କାନାଳ , କେଉଁଝର , ମୟୁରଭଞୀ ଆଦି ଜିଲ୍ଲା ରେ କୁହୁଡି ପଡିବାର ସମ୍ଭାବନା ରହିଛି ।
ସେହିଥି ପାଇଁ ଏହି ସବୁ ଜିଲ୍ଲା କୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ୍ୟ ରୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏହା ବର୍ତମାନ ସମୟ ର ସବୁଠାରୁ ବଡ ଖବର । 5 ରୁ ଉର୍ଦ୍ଧ ଜିଲ୍ଲା ରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡ ତେବେ ଆପଣ ମାନଙ୍କ ଅଞ୍ଚଳ ରେ କେମିତି ପାଗ ରହିଛି କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।