ଅନୁଭବ ବର୍ଷାଙ୍କୁ ନେଇ ଏହି ବଡ କଥା କହିଦେଲେ ସୁର ରାଉତରାୟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କୁ ନେଇ ମୁହଁ ଖୋଲିଲେ ସୁରରାଉତରାୟ । ବନ୍ଧୁଗଣ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କୁ ନେଇ ବିବାଦ ଲାଗି ରହିଛି । ଓଲିଉଡ କୁଇନ ବର୍ଷା ଅନୁଭବ ଙ୍କ ନାମରେ ଶାରୀରିକ ଏବଂ ମାନଶୀକ ନିର୍ଜାତନା ଅଭିଯୋଗ ଆଣିଥିଲେ । ଏବଂ ଅନୁଭବ ବି କମ୍ ନୁହଁନ୍ତି । ଅନୁଭବ ବର୍ଷା ଙ୍କ ନାମରେ ଛାଡପତ୍ର ମାମଲା ରୁଜୁ କରିଥିଲେ ।

anubhav

ସୁରରାଉତରାୟ ଅନେକ ସମୟ ରେ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଏବଂ ଏମିତିକି ସେ ଜଣେ ସଚ୍ଚୋଟ ନେତା ଭଳି ପରିଚିତ ଅଟନ୍ତି । ତେବେ ମୂଖ୍ୟ କଥା ହେଲା କି ସେ ସବୁ ବେଳେ ବାସ୍ତବ କଥାଟିକୁ ସମସ୍ତ ଙ୍କ ସାମ୍ନା ରେ କହିଥାନ୍ତି । ତେବେ ବର୍ତମାନ ସମୟ ରେ ବନ୍ଧୁଗଣ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କ ପ୍ରଶଂଙ୍ଗ କୁ ନେଇ ମୁହଁ ଖୋଲିଛନ୍ତି ସୁରଭାଇ ।

ଆଗରୁ ମଧ୍ୟ ଅନେକ ଥର ସେ ବନ୍ଧୁଗଣ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କ ପ୍ରଶଂଙ୍ଗ କୁ ନେଇ ମୁହଁ ଖୋଲି ଥିବା ବେଳେ ଏବେ ସେ କହିଛନ୍ତି କି । ନିକଟରେ ତପସ୍ୱନୀ ଏବଂ ତାଙ୍କର ସ୍ୱାମୀ ଙ୍କୁ ନେଇ ଏକାଠୀ ଗୋଟିଏ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହି ପରି ଏବେ ଅନୁଭବ ବର୍ଷା ଙ୍କୁ ନେଇ ବି ସେ କହିଛନ୍ତି କି ଅନୁଭବ ବର୍ଷା ଙ୍କୁ ବି ଏକା ସାଙ୍ଗରେ ରଖାଜାଉ ଏବଂ ବାହାରୁ ସେହି ଘରର କବାଟ ବନ୍ଦ କରାଯାଉ ।

Sura

ଆଉ ଦେଖିବେ କିଛି ସମୟ ପରେ ସବୁକିଛି ଠିକ୍ ଠାକ୍ ହୋଇଯିବ । ଏମିତି ଗୋଟିଏ ଘର ମଧ୍ୟରେ ରହିଲେ ସେମାନଙ୍କ ମଧ୍ୟରେ ଘସା ଘସି ହେଲା ପରେ ସେମାନଙ୍କର ପ୍ରେମ ବଢିବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *