ନୁଆ ବର୍ଷରେ କରନ୍ତୁ ଏହି ୫ ଟି କାମ,ମାତା ଲକ୍ଷ୍ମୀ ସବୁ ଆସା ପୁରଣ କରିବେ

New year

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷ ଆସିବା ପାଇଁ ଯାଉଛି । ଏହା ସହିତ ଆପଣ ମାନଙ୍କ ନୂଆ ଆଶା ଏବଂ ଅଭିଳାଶା ଆସିବା ପାଇଁ ଯାଉଛି । ଏବଂ ଆପଣ ମାନେ ଏହି ନୂଆ ବର୍ଷ ରେ ଏମିତି କିଛି କାମ କରିବା ଦରକାର ଜାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହେବେ ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେମିତି 5 ଗୋଟିଏ ଉପାୟ ବିଷୟ ରେ ଏଠାରେ କହିବା ପାଇଁ ଚାହିଁବୁ ଜାହାକୁ ଆପଣ ମାନେ ନୂଆ ବର୍ଷ ଦିନ କରିଲେ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରଶ୍ନ ହେବା ସହିତ ଆପଣ ମାନଙ୍କ ଘରକୁ ସୁଖ ସମୃଦ୍ଧି ଫେରି ଆସିବ ତେବେ ଆସନ୍ତୁ ସେହି 5 ଗୋଟି ଉପାୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ଏହି ନୂଆ ବର୍ଷରେ ରେ ଆପଣ ମାନେ ପ୍ରଥମେ ତ ପ୍ରଭୁ ରାଧାକୃଷ୍ଣ ଙ୍କର ପୂଜା ଅର୍ଚ୍ଚନା କରନ୍ତୁ ଏବଂ ଏହି ସମୟ ରେ ଆପଣ ମାନେ ତୁଳସୀ କାଠ ରେ ଚନ୍ଦନ ଘୋରେଇ ଲଗାନ୍ତୁ ଏମିତି କରିଲେ ରାଧା କୃଷ୍ଣ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହୋଇଥାନ୍ତି ।

Krishna

ସେହି ପରି ଦୁଇ ରେ ବନ୍ଧୁଗଣ ସୂର୍ଯ୍ୟଦୟ ପୂର୍ବ ରୁ ଘର ସଫା କରିବା ଏହି ଦିନ ରେ ଆପଣ ମାନେ ସବୁ ବେଳେ ସୂର୍ଯ୍ୟ ଉଦୟ ପୂର୍ବ ରୁ ଉଠନ୍ତୁ ଏବଂ ଘର ସଫା କରିବା ନିହାତି ଆବଶ୍ୟକ ଅଟେ । ଏମିତି କରିଲେ ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି ।

ସେହି ପରି ଆପଣ ମାନେ ଏହି ପାଞ୍ଚଦିନ ରେ ସୂର୍ଯ୍ୟଦୟ ପୂର୍ବ ରୁ ସ୍ନାନ କରିବା ପାଇଁ ଚେଷ୍ଟା କରନ୍ତୁ । ଏବଂ ପରେ ପରେ ଆପଣ ମାନଙ୍କୁ ଚୈରା ପୂଜା ଆଦି କରିବା ଉଚିତ୍ ସେହି ପରି ଏହି ଦିନ ମାନଙ୍କ ରେ ଆପଣ ମାନେ ମୁରୁଜ ଆଙ୍କିବା ଉଚିତ୍ ଏମିତି କରିଲେ ଭଗବାନ ଆପଣଙ୍କ ଉପରେ ପ୍ରଶନ୍ନ ହେବେ ।

sun

ସେହି ପରି ବନ୍ଧୁଗଣ ଆପଣ ମାନେ ଏହି ନୂଆ ବର୍ଷରେ ରେ ନୀଳ ଅପରାଜିତା ଫୁଲ ଆଣନ୍ତୁ ଏବଂ ଭଗବାନ ଜଗନ୍ନାଥ ଙ୍କ ପାଖରେ ଅର୍ପଣ କରନ୍ତୁ ଦେଖିବେ ନିଶ୍ଚିତ ସବୁ ସମସ୍ୟା ଆପଣ ମାନଙ୍କର ଦୂର ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *