ନବିନ ସରକାର ଙ୍କର ସବୁଠୁ ବଡ ଭେଟୀ ଚାଷୀ ଙ୍କୁ ମିଳିବ 33 କୋଟିର ସହାୟତା । ଜାଣନ୍ତୁ ଆପାଣ ପାଇବେକି ନାହିଁ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ପୁରୀ ଜିଲ୍ଲାର ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନାର ସହାୟତା ମିଳିବ ବୋଲି ସୂଚନା ଦେଇଛନ୍ତି ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜିଲ୍ଲାରେ 1 ଲକ୍ଷ 65 ହଜାର ଲୋକ ମାନଙ୍କୁ 33 କୋଟି ଟଙ୍କାର ସହାୟତା ମିଳିବ ବୋଲି । 2021-22 ରବି ଫସପ ପାଇଁ ପୁରୀ ଜିଲ୍ଲାର ଚାଷୀମାନେ କାଳିଆ ସହାୟତା ଭାବରେ 2000 ଟଙ୍କା ଲେଖାଏ ପାଇବେ ।

ଆଜି ଏହି ନେଇ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଟଙ୍କା ସିଧାସଳଖ ଭାବେ ଚାଷୀ ମାନଙ୍କ ଏକାଉଣ୍ଟ ରେ ପହଁଚିଯିବ । ଜିଲ୍ଲାର 1,65,132 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.3 କୋଟି ଟଙ୍କା ପାଇବେ। ସେପ୍ଟେମ୍ବର 11 ତାରିଖ ରେ ମୂଖ୍ୟ ମନ୍ତ୍ରୀ 73 ଲକ୍ଷ 12 ହଦାର ଚାଷୀ ମାନଙ୍କୁ 742 କୋଟି ଟଙ୍କା କାଳିଆ ସହାୟତା ବଣ୍ଟନ କରିଥିଲେ ।

kalia yojana

ପିପିଲି ଉପନିର୍ବାଚନ ଚାଷୀ ମାନଙ୍କ ପାଇଁ ଏହି ସହାୟତା କରାଜାଇଥିଲା । ରାଜ୍ୟର କ୍ଷୁଦ୍ର ଓ ଭୂମିହୀନ ଚାଷୀ ପରିବାର ମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଚାଷୀ ମାନଙ୍କ ଏହି ପଦକ୍ଷେପ ପାଇଁ ଏକ ଯୁଗାନ୍ତ କାରୀ ପଦକ୍ଷେପ ହେବ ।

ଏହି ସହାୟତା ରେ ଚାଷୀମାନେ ବିଭିନ୍ନ କୃଷି ସାମଗ୍ରୀ ଯଥା ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବାପାଇଁ ଆର୍ଥିକ ସୁବିଧା ପାଇପାରୁଛନ୍ତି । ତେବେ ଆଗାମୀ ସମୟ ରେ ଆପଣ ମାନେ ଏହି ଟଙ୍କାର ସୁବିଧା ଉଠେଇ ପାରିବେ । ଯଦି କାଳିଆ ଯୋଜନା ରହିଛି ତେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *