7 ବର୍ଷ ର ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଦେଲେ ମହିଳା ଡାକ୍ତର କାରଣ ଜାଣିଲେ ଦୁଃଖିତ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆନ୍ଧ୍ରପ୍ରଦେଶ ରାଜହମୁଣ୍ଡ୍ରିରେ ରେ ଏକ ବଡ ଦୁଖଃଧ ଖବର ସାମ୍ନାକୁ ଆସିଛି । ଯେଉଁଠାରେ 33 ବର୍ଷିୟ ମହିଳା ଡାକ୍ତର ଲାବଣ୍ୟା ପ୍ରଥମେ ନିଜର 7 ବର୍ଷର ପୁଅ କୁ ନିଦ ବଟିକା ଦେଇ ହତ୍ୟା କରିଥିଲେ ଏବଂ ପରେ ନିଜେ ନିଜକୁ ହତ୍ୟା କରିଥିଲେ ।

ବର୍ତମାନ ସମୟ ରେ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ ଏବଂ ବର୍ତମାନ ସମୟ ରେ ପୋଲିସ ଘଟଣା ର ତଦନ୍ତ କରୁଛୁି । ଏହି ଯୁବତୀ ଜଣଙ୍କ ଡାକ୍ତର ତେଲେଙ୍ଗାନାର ତ୍ୱଚା ବିଶେଷଜ୍ଞ ଥିବା ଡୋନ୍ଥାମସେଟ୍ଟି ଲାବଣ୍ୟା ନାମକ ଏହି ମହିଳା ଡାକ୍ତର ଆଉ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ।

mam

33 ବର୍ଷିୟ ଲାବଣ୍ୟା ତାଙ୍କର ଗୋଟିଏ ନିଶାନ୍ତ ନାମକ 7 ବର୍ଷ ର ପୁଅ ରହିଥିବା ବେଳେ ପୁଅ କୁ ସେ ନିଜେ ନିଦ ବଟିକା ଦେଇଥିଲେ ଏବଂ ପରେ ସେ ନିଜେ ବି ସେହି ବଟିକା ଖାଇଦେଇଥିଲେ ପତି ପତ୍ନୀ ଙ୍କ ମଧ୍ୟରେ କଳହ ହେବା ଯୋଗୁଁ ଲାବଣ୍ୟା ଘର ଛାଡ଼ି ନିଜ ବାପା ଡି ବୁଦ୍ଧା ଙ୍କ ଘର ରାଜାହମୁଣ୍ଡରିରେ ଆସି ରହୁଥିଲେ।

ଏହି ନିଦ ବଟିକା ର ମାତ୍ରା ସେବନ କରିବା ପରେ ଉଭୟ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକ ମାନେ ଜାଣିବା ପରେ ସେମାନେ ତାଙ୍କୁ ଡାକ୍ତର ଖାନା ନେଇଜାଇଥିଲେ ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ଲାବଣ୍ୟା ଙ୍କ ପିତା ଡାକ୍ତର ବୁଦ୍ଧ କହିଛନ୍ତି ମୋର ଝିଅ ସ୍ୱାମୀ ନିର୍ଜାତନା ଯୋଗୁଁ ସେ ଏମିତି ଏକ ପଦକ୍ଷେପ ନେଇଛି ବର୍ତମାନ ସମୟ ରେ ସ୍ୱାମୀ ଙ୍କ ନାମରେ ପିତା ମାମଲା ରୁଜୁ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *