ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ସାଧାରଣ ମଣିଷ ଠାରୁ ଅଭିନେତା ମାନଙ୍କ ଜିବନ ସଂମ୍ପର୍ଣ୍ଣ ନିଆରା କଳାକାର ମାନଙ୍କ ଖାଇବା ଠାରୁ ଆରମ୍ଭ କରି ଜିବନ ଶୈଳି ପର୍ଯ୍ୟନ୍ତ ସାଧାରଣ ଲୋକ ମାନେ ଫୋଲ କରନ୍ତି । ଯଦି କେବେ କିଛି କଳାକାର ମାନେ ସମାଜରେ ଅସଭ୍ୟ କାର୍ଯ୍ୟ କରିଲେ ତେବେ ସମାଜ ଘୃଣା କରିଥାଏ । ତେବେ ବନ୍ଧୁଗଣ ଜଣେ ଅଭିନେତ୍ରୀ ସମାଜ ରେ ପର୍ଣ୍ଣଂ ଫିଲ୍ମ ସୁଟିଂ କରୁଥିଲେ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଜାଣିନେବା ।
ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଗେହେନା ବିଶିଷ୍ଟ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ସେ ଲୋକପ୍ରିୟ ଅଭିନେତ୍ରୀ ଭାବେ ବହୁତ ଚର୍ଚ୍ଚିତ ଅଟନ୍ତି । ଏହି ଅଭିନେତ୍ରୀ ଛତିସଗଡ ର ବାସିନ୍ଦା ଅଟନ୍ତି । ତାଙ୍କର ପ୍ରକୃତ ନାମ ହେଲା ବନ୍ଦରା ତିବାରୀ । ସେ ନିଜର ନାମ ବଦଳେଇ ଦେଇ ଗେହେନା ରଖିଛନ୍ତି । ତେବେ ଏହି ଅଭିନେତ୍ରୀ ଙ୍କୁ ନେଇ ଏବେ ବଡ ଖବର ଆସିଛି ।
ମରଦି ରେ ରହିଥିବା କୋଠା କୁ ଫିଲ୍ମ ସୁଟିଂ ନାମରେ ବ୍ୟବହୃତ ହେଉଥିଲା । ଏବଂ ଏହି ଅଭିନେତ୍ରୀ ଜଣଙ୍କ ଅଶିଳ୍ଲ ଭିଡ଼ିଓ ସୁଟିଂ କରିବା ସହିତ ସେକ୍ସ ରାକେଟ୍ ବି ଚଳାଉଥିଲେ । ତେବେ ବର୍ତମାନ ସମୟ ରେ ଏହି ଖବର ପାଇଁ ପୋଲିସ ଏହି ଅଭିନେତ୍ରୀ ଙ୍କୁ ଗିରୋଫ କରିବା ସହିତ କିଛି ପାର୍ଶ୍ୱ ଅଭିନେତ୍ରୀ ଙ୍କୁ ବି ଗିରୋଫ କରିଛି । ତେବେ ଅଭିନେତ୍ରୀ ଜଣଙ୍କ ନିଜର ୱେବସାଇଟ ସିରିଜ୍ ରେ ଅଶିଳ୍ଲ ଭିଡ଼ିଓ ଆପଲୋର୍ଡ କରୁଥିଲେ ।
ଏହି ଘଟଣା ପରେ ଅଭିନେତ୍ରୀ ଙ୍କୁ ଏବେ ପୋଲିସ ଗିରୋଫ କରିଛି । ତେବେ ଏଥି ସହିତ ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ମରଦିରେ ଚଢ଼ାଉ କରି ତାଙ୍କର ସବୁ କଳାକାରନାମା ବିଷୟରେ ଜାଣି ପାରିଥିଲେ। ପୋଲିସ ଅଭିନେତ୍ରୀଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପତ୍ତି ଉପରେ ମଧ୍ୟ ଚଢ଼ାଉ କରିଛନ୍ତି। ପୋଲିସଙ୍କ କହିବା ମୁତାବକ ସେ କିଛି ପ୍ରଡକ୍ସନ ହାଉସ ସହିତ ମିଳିତ ଭାବରେ ଅଶ୍ରୀଳ ଫିଲ୍ମ ସୁଟିଙ୍ଗ କରୁଥିଲେ ।
ଏହି ଘଟଣାରେ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରା ଯାଇ ଥିଲା। ଏହି ଘଟଣାରେ କିଛି ଲେଖକ ଓ ସମ୍ବାଦିକ ମାନେ କହିଛନ୍ତି କି ସେ କୌଣସି ଫର୍ଣ୍ଣ ରିୟାକେଟରେ ସାମିଲ ନଥିଲେ । ସେ ବହୁତ ଶାନ୍ତ ଶିଷ୍ଟ ଅଭିନେତ୍ରୀ ଅଟନ୍ତି। ଏଥି ସହିତ ସେମାନେ ଯୈନ ଉଧିପକ ସାହିତ୍ୟ ବା କଳାକୁ ଫର୍ଣ୍ଣ ଫିଲ୍ମରେ ଗଣନା କରାଯାଏ ନାହିଁ ବୋଲି ସାମ୍ବାଦିକ ଓ ଲେଖକ ଅଭିନେତ୍ରୀଙ୍କ ସପକ୍ଷରେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।