2024 ମସିହା ପାଇଁ ହେଲା ବଡ ଭବିଷ୍ୟ ବାଣୀ ମାଳିକା ଭବିଷ୍ୟତ ବିଚାର ଆସିବ ମହାବନ୍ୟା ଏହି ଦେଳ ଗୁଡିକ ଦୁନିଆଁ ରୁ ନାମ ଲିଭିଯିବ ।

malika

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଏହି ଲେଖା ଗୁଡିକ ମାଳିକା ରୁ ଉଠାଜାଇଛି ଏଥିରେ ଆମର କିଛି ମତନାହିଁ । ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ମହାପୁରୁଷ ମାନଙ୍କ ଦ୍ୱାରା ରଚନା କରାଜାଇଥିବା ଏକ ଉକ୍ତି ନେବା ରଚନାଟି ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କର ଅଟେ। ବନ୍ଧୁଗଣ ସତ୍ୟ ଯୁଗରେ ପ୍ରଭୁ ନୃସିଂହ ଅବତାର ଆସିଲେ ହିରଣ୍ୟକଶ୍ୟପକୁ ମାରିଲେ ଯେତେବେଳେ ପ୍ରହ୍ଲାଦକୁ କଷ୍ଟ ଦୁଃଖ ପଡିଥିଲା ଏବଂ ଯେତେବେଳେ ହିରଣ୍ୟକଶ୍ୟପ ପଚାରିଥିଲା ତୁ କହୁଚୁ ତୋ ନାରାୟଣ ସବୁଠାରେ ଅଛନ୍ତି ଏହି ଖୁମ୍ବ ମଧ୍ୟରେ କଣ ତୋ ପ୍ରଭୁ ଅଛନ୍ତି । ସେ କହିଥିଲେ ପ୍ରଭୁ ସବୁ ସ୍ଥାନରେ ଅଛନ୍ତି। ଏହି ଖୁମ୍ବରେ ମଧ୍ୟ ପ୍ରଭୁ ଅଛନ୍ତି।

malik

ଏହା ପରେ ଯେତେ ବେଳେ ହିରଣ୍ୟକଶ୍ୟପ ନିଜର ଗଦା ରେ ସେହି ସ୍ତମ୍ବକୁ ପ୍ରହାର କରିଥିଲେ ତେବେ ସେହି ସମୟ ରେ ପ୍ରଭୁ ନୃସିଂହ ଅବତାର ପ୍ରକଟ ନେଇଥିଲେ । ଏହି କଥା କୁ ଓଡିଆ ଭାଗବତ ରେ ବି ଲେଖା ରହିଛି । ତେବେ ବିଲେଇ ଯେମିତି ଭାବେ ମୂଷା କୁ ଧରିଥାଏ ଠିକ୍ ସେହି ପରି ଭାବେ ପ୍ରଭୁ ନୃସିଂହ ଅବତାର ରେ ହିରଣ୍ୟକଶ୍ୟପ କୁ ଧରିଥିଲେ । ଏହା ପରେ ନିଜର ଜଙ୍ଘ ଉପରେ ରଖି ସେ ତାଙ୍କର ବଧ କରିଥିଲେ ।

ସେହି ପରି ବନ୍ଧୁଗଣ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଭାବେ ରାବଣ ର ବଧ କରିଥିଲେ । ଏବଂ ସତ୍ୟ ଯୁଗରେ କଶଂ ଙ୍କର ବଧ କରିଥିଲେ , ବର୍ତମାନ ସମୟ ରେ ପରିଶେଷ ରେ କଳିଯୁଗ ଆସିପହଁଚିଛି । ତେବେ ଅଚ୍ୟୁତାନନ୍ଦ ଙ୍କ କହିବା ଅନୁସାରେ କଳିରେ କଣ ବାତ୍ୟା,ଭୂମିକମ୍ପ, ବାତ୍ୟା ହେବ ବରଂ ଆପଣ ମାନେ ଏହି କିଛି ବର୍ଷ ମଧ୍ୟରେ ଏହି ଯୁଗ ଲୋକ ମାନଙ୍କୁ ବହୁତ ଦୁଖଃ ଦେଲାଣୀ ।

malika

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି 2024 ପରେ ପରେ କଳି ର ପ୍ରଭାବ କମିବ ଏବଂ 2032 ପରେ ବାପା ପୁଅ ର ସ୍ନେହ ଫେରି ଆସିବ । ଶାଶୁ ବୋହୁ ଙ୍କ ସ୍ନେହ ଶ୍ରଦ୍ଧା ଆଦି ଫେରିଆସିବ ବିଶ୍ୱରେ ଗୁରୁଙ୍କୁ ମହତ୍ୱ ଦିଆଯିବ ଏବଂ 2032 ସୁଦ୍ଧା ଏହି ଭାରତ ବର୍ଷ ରେ ସୁଦ୍ଧ ମନୁଶ୍ୟ ହଁ ରହିବେ ବୋଲି ଅଚ୍ୟୁତାନନ୍ଦ କହିଛନ୍ତି ।’

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *