ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ , ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।
ତେବେ ଆପଣ ମାନଙ୍କୁ ପ୍ରଥମ ପ୍ରଶ୍ନ ଟି ଜଣେଇ ଦେବାକୁ ଚାହିଁବୁ କି ଚଡି କୁ ଓଡ଼ିଆ ରେ କଣ ବୋଲି କୁହା ଯାଏ ?ଏହି ପ୍ରଶ୍ନ କୁ ସୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଜାଇଛନ୍ତି ଏବଂ 99 ପ୍ରତିଶତ ଲୋକ ମାନେ ଏହାର ଭୁଲ ଉତ୍ତର ଦେଇ ଫେରି ଆସିଛନ୍ତି କିନ୍ତୁ ଆମେ ଆଜି ଆପଣ ମାନଙ୍କୁ ଏହାର ପ୍ରକୃତ ଉତ୍ତର କଣ କହି ଦେବାକୁ ଚାହିଁବୁ ଯଦି ଆପଣ ମାନେ IAS ପରୀକ୍ଷା ଦେବାକୁ ଚାହୁଁ ଥାନ୍ତି । ତେବେ ଆପଣ ମାନଙ୍କୁ ଏହି ଭଳି ପ୍ରଶ୍ନ ଫେସ୍ କରିବା ପାଇଁ ପଡିବ ଏବଂ ଆପଙ୍କୁ ଏହାର ଉତ୍ତର ଲିଙ୍ଗ କବଚ ବୋଲି ଦେବାକୁ ପଡିବ ହିନ୍ଧୁ ଏହାକୁ ଲଙ୍ଗ୍ଠ୍ ବୋଲି କୁହାଯାଏ ।
ସେହି ପରି ଭାବେ ଆପଣ ମାନଙ୍କୁ ବହୁତ ସମୟ ରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରାଜାଉଥିବା ବେଳେ ବହୁତ ସାଧା ହୋଇଥିଲେ ମଧ୍ୟ ଉତ୍ତର ଆପଣ ମାନଙ୍କ ମନରେ ନଥାଏ । ସେମିତି ଗୋଟିଏ ପ୍ରଶ୍ନ ହେଲା ଆମ୍ବୁଲାନ୍ସକୁ ଓଡିଆରେ କଣ କୁହାଯାଏ ? ଏହାକୁ ପ୍ରାୟତଃ IAS ଇଣ୍ଟର୍ଭୁ ମାନଙ୍କରେ ପଚରା ଯାଏ । ଜାହାର ସଠିକ୍ ଉତ୍ତର ହେଲା ଆପତ କାଳ ବାହାନ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।