ଏହି ମାସରେ ଜନ୍ମିତ ଝିଅ ସାକ୍ଷାତ ମା ଲକ୍ଷ୍ମୀଙ୍କର ସ୍ୱରୂପ ହେଇଥାନ୍ତି।

ଆମ ଶାସ୍ତ୍ର ଅନୁସାରେ ସମସ୍ତ ଝିଅ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ହେଇଥାନ୍ତି। ସେଥିପାଇଁ ଯେତେବେଳେ ଆମ ମାନଙ୍କ ଘର ମାନଙ୍କରେ କେଉଁ ଝିଅର ଜନ୍ମ ହୁଏ ତ ସେଠାରେ ମାତା ଲକ୍ଷ୍ମୀ ଜନ୍ମ ନେଲେ ବୋଲି ସମସ୍ତେ ମାନି ନିଅନ୍ତି। ସମସ୍ତ ଝିଅ ତାଙ୍କର ଜନ୍ମ ସହ ତାଙ୍କର ଭାଗ୍ୟ ସାଙ୍ଗରେ ନେଇକି ଆସିଥାନ୍ତି। କେହି କେହି ତାଙ୍କ ଜନ୍ମ ସହ ସୁଖ ଆଉ ଶାନ୍ତି ତାଙ୍କ ଘରକୁ ଆଣି ଥାଆନ୍ତି ଆଉ କେହି କେହି ଦୁଃଖ ମଧ୍ୟ ସାଙ୍ଗରେ ଆଣିଥାନ୍ତି।

ଆଉ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅର ଜନ୍ମ ସହ ତାଙ୍କର ଜନ୍ମ ମାସର ମଧ୍ୟ ବହୁତ ଅଧିକ ସମ୍ପର୍କ ରହିଥାଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଅତ୍ୟନ୍ତ ଶୁଭ ମାସ ମାନଙ୍କ ବାବଦରେ କହିବାକୁ ଯାଉଛୁ। ଆଜି ଆଏ କହିବାକୁ ଯାଉଛୁ କିଛି ଏପରି ମାସ ମାନଙ୍କ ବାବଦରେ ଯେଉଁ ମାସରେ ଜନ୍ମ ହେଇଥିବା ଝିଅ ମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ହେଇଥାନ୍ତି। ଏହି ଝିଅ ମାନଙ୍କର ନା କେବଳ ଭଲ ଭାଗ୍ୟ ଥାଏ ବରଂ ସେମାନେ ଭଲ ଶଶୁର ଘର ମଧ୍ୟ ପାଇଥାନ୍ତି। ତେବେ ଆଗକୁ ବଢ଼ିବାରେ ଆଗରୁ ଆପଣଙ୍କୁ କହି ରଖୁଛୁ କି ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

girl

ଫେବୃଆରୀ:- ଫେବୃଆରୀରେ ଜନ୍ମିତ ଝିଅ ମାନଙ୍କର ବୁଦ୍ଧି ବହୁତ ଉତ୍ତମ ହେଇଥାଏ। ସେମାନେ ନିଜର ବୁଦ୍ଧି ତଥା ସ୍ଵଭାବ ଦ୍ୱାରା ସଭିଙ୍କର ହୃଦୟ ଜିତି ପାରନ୍ତି। ସେମାନଙ୍କର ସ୍ୱଭା ବହୁତ ଭଲ ହେଇଥାଏ ଆଉ ଏହାରି ସହାୟତାରେ ହି ସେମାନେ ଜୀବନରେ ବହୁତ ଆଗକୁ ଯାଇ ପାରନ୍ତି। ସେମାନେ ନିଜର ଘରକୁ ମଧ୍ୟ ବହୁତ ସୁଖ ଆଉ ଖୁସିରେ ରଖନ୍ତି। ସେମାନଙ୍କର ସ୍ଵଭାବ ସଭିଙ୍କର ପ୍ରିୟ ହେଇଥାଏ।

ଏପ୍ରିଲ ମାସ:- ଏପ୍ରିଲ ମାସରେ ଜନ୍ମିତ ଥିବା ଝିଅ ମାନଙ୍କୁ ମଧ୍ୟ ନିଜର ଉତ୍ତମ ଭାଗ୍ୟ କାରଣରୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ। ଶାସ୍ତ୍ର ଅନୁସାରେ ସେମାନଙ୍କର ଭାଗ୍ୟ ବହୁତ ଉପରେ ଥାଏ ଆଉ ତାଙ୍କ ଭାଗ୍ୟର ଚଳନ ବହୁତ ଦ୍ରୁତ ହେଇଥାଏ। ଶାସ୍ତ୍ର ଅନୁସାରେ ସେମାନେ ବହୁତ ଉତ୍ତମ ଜୀବନ ଯାପନ କରନ୍ତି ଆଉ ତାଙ୍କୁ ସବୁକିଛି ମିଳିଥାଏ। ସେମାନଙ୍କ ଦ୍ବାରା ତାଙ୍କ ଘରର ଶୁଖ ଶାନ୍ତି ମିଳିଥାଏ।

girls

ଜୁନ ମାସ:- ଜୁନ ମାସରେ ଜନ୍ମିତ ଝିଅ ମାନେ ମଧ୍ୟ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ହେଇଥାନ୍ତି। ମାତ୍ର କୁହାଯାଏ କି ଏହି ମାସରେ ଜଙ୍କିତ ପୁତ୍ର ସନ୍ତାନ ବହୁତ ଅଶୁଭ ହେଇଥାନ୍ତି। ମାତ୍ର ଏହି ମାସର ଝିଅ ବହୁତ ଭାଗ୍ୟବତୀ ହେଇଥାନ୍ତି। ସେମାନେ ବହୁତ ପରିଶ୍ରମୀ ହେଇଥାନ୍ତି ଆଉ ନିଜର ଲକ୍ଷ ପ୍ରାପ୍ତି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନଙ୍କ ପରିଶ୍ରମ ଦ୍ୱାରା ଘରକୁ ଲକ୍ଷ୍ମୀ ଆସିଥାଏ।

ସେପ୍ଟେମ୍ବର ମାସ:- ଏହି ମାସରେ ଜନ୍ମ ହେଇଥିବା ଝିଅ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ, ଶୁକ୍ର ଏହି ତିନୋଟି ଗ୍ରହ ମାନଙ୍କର ମିଲନ ହେଇଥାଏ। ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଧନବାନ ହେଇଥାନ୍ତି। ଆପଣଙ୍କୁ କହି ରଖୁଛୁ କି ସେହି କାରଣରୁ ସେମାନେ ନିଜ ଜୀବନରେ ଅନେକ କିଛି ହାସଲ କରନ୍ତି କେବଳ ନିଜର ଭାଗ୍ୟ ବଳରେ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *