FACEBOOK ପ୍ରେମ ମହିଳା ଙ୍କୁ କରିଲା ଘାଇଲା ପୁଅ ଏବଂ ସ୍ୱାମୀ ଙ୍କୁ ଛାଡୁ ଛୁ ମାରି ଏବେ କହୁଛି ଏମିତି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ର ସଭ୍ୟ ସମାଜ ର ଲୋକ ମାନେ ସଂମ୍ପର୍କ ର ମାନେ ବୁଝୁ ନାହାଁନ୍ତି । ପ୍ରତ୍ୟୋକ ଦିନ ଆମେ ମାନେ ଖବର କାଗଜ , ଟିଭି , ସୋସିଆଲ ମିଡିଆ ରେ ଅବୈଦ୍ଧ ସଂମ୍ପର୍କ ବିଷୟ ରେ ସୁଣିଥାନ୍ତି । ଆଜିର ସମୟ ରେ ଲୋକ ମାନେ ନିଜର ଯୈନ ଲାଳସା କୁ ମେଣ୍ଟେଇବା ପାଇଁ ସବୁ କିଛି ପଛରେ ପକେଇ ଦେଇ ଅବୈଦ୍ଧ ସଂମ୍ପର୍କ ରଖିବାକୁ ମଧ୍ୟ ପଛାଉ ନାହାଁନ୍ତି ।

chuaa

ଏହା ସହିତ ମହିଳା ମାନେ ସ୍ୱାମୀ ପିଲା ଛୁଆଁ ଙ୍କୁ ଛାଡି ଅବୈଦ୍ଧ ସଂମ୍ପର୍କ ରଖି ସେମାନେ ଅନ୍ୟ ସହିତ ପଳେଇ ଜାଉଛନ୍ତି । ତେବେ ଆମେ ବନ୍ଧୁଗଣ ଏମିତି ମହିଳା ଙ୍କ ବିଷୟ ରେ କହିବୁ ଯେ କି ନିଜର ଛୋଟ ପୁଅ କୁ ଛାଡି ସେ ଅବୈଦ୍ଧ ସଂମ୍ପର୍କ ରଖି ଅନ୍ୟ ଯୁବକ ସହିତ ପଳେଇଜାଇଛନ୍ତି । ଏମିତି ଏକ ଘଟଣା ବଲାଙ୍ଗିର ସହର ର ରାମେଶ୍ୱର ନଗର ଠାରେ ଦେଖିବା ପାଇଁ ମିଳିଛି ।

ସୂଚନା ମୁତାବକ ବିଶ୍ୱଜିତ ନାୟକ ନାମର ଏକ ଯୁବକ ରସ୍ମିତା ନାୟକ ନାମକ ଜଣେ ଯୁବତୀ ଦୁହେଁ ପ୍ରେମ ବିବାହ କରିଥିଲେ । ତାଙ୍କର ଗୋଟିଏ ମାତ୍ର ପୁଅ ରହିଛି ଜାହାର ବୟସ କେବଳ 5 ବର୍ଷ ଅଟେ । ମହିଳା ଙ୍କ ସ୍ୱାମୀ ଦିନ ମଜୁରିଆ କାମ କରନ୍ତି ଏବଂ ଜାହା ରୋଜଗାର ହୁଏ ସେମାନେ ଚଳନ୍ତି । ହେଲେ ମହିଳା ଜଣଙ୍କ ହଠାତ୍ ଫେସବୁକ ରେ ଜଣେ ଯୁବକ ସହିତ ପ୍ରେମ ରେ ପଡିଥିଲେ । ଏବଂ ପରେ ନିଜର ସ୍ୱାମୀ ଏବଂ ପୁଅ କୁ ଛାଡି କରି ଫେରାର ହୋଇଜାଇଥିଲେ ।

women

ଏହି ଘଟଣା ସଂମ୍ପର୍କ ରେ ଜାଣିବା ପରେ , ସ୍ୱାମୀ ସ୍ତ୍ରୀ ଙ୍କ ନାମରେ ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ସ୍ତ୍ରୀ ସବୁ ବେଳେ ହାଇପ୍ରୋଫାଇଲ ରହିବାକୁ ପସନ୍ଦ କରନ୍ତି । ସେହିଥି ପାଇଁ ସେ ଅନ୍ୟ ଜଣଙ୍କ ସହିତ ଫେରାର ହୋଇଛନ୍ତି । ଏହି ଘଟଣା କୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ପରି କାର୍ଯ୍ୟ ପାଇଁ ଏବେ ସମାଜ କଳୁଶୀତ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *