ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋଟାପଣ ଆଜିର ସମୟ ରେ ସବୁଠୁ ବଡ ସମସ୍ୟା ପାଲଟିଛି ଲୋକ ମାନେ ଆଜିର ସମୟ ରେ ଅଧିକ ବସି ରହି କାମ କରୁଛନ୍ତି । ଏବଂ ସେହିଥି ପାଇଁ ସେମାନଙ୍କର ଅଧିକ ପରିଶ୍ରମ ହୋଇ ପାରେ ନାହିଁ । ବନ୍ଧୁଗଣ ମୋଟାପଣ ସମସ୍ତଙ୍କର ବଢିବା ପାଇଁ ଲାଗୁଛି ବର୍ତମାନ ସମୟ ରେ ଦୁନିଆଁ ରେ ଦୁଇ ପ୍ରକାରର ଲୋକ ମାନେ ଅଧିକ ହେବାରେ ଲାଗିଛନ୍ତି । ଯିଏ କି ଅଧିକ ମୋଟା ବା ପତଳା ଆଜିର ସମୟ ରେ ଫିଟ୍ ପର୍ସିନାଲ୍ଟି ର ଲୋକ ମାନେ ବହୁତ କମ୍ ପରିମାଣ ରେ ଦେଖିବା ପାଇଁ ମିଳିନ୍ତି ।
ସେମିତି ରେ ଆମେ ମାନେ ଶାରୀରିକ ପରିଶ୍ରମ କମ୍ କରିବା ଯୋଗୁଁ ଆମ ମାନଙ୍କର ଫେଟ୍ ବୃଦ୍ଧି ହେବାରେ ଲାଗେ ଯେଉଁ କାରଣ ରୁ ପେଟ ରେ ଗ୍ୟାସ୍ , ଚର୍ଚି ବଢିବା , କବଜ ଆଦି ସମସ୍ୟା ଆମ ମାନଙ୍କୁ ଦେଖିବା ପାଇଁ ମିଳେ ଯଦି ଆପଣ ମାନଙ୍କର ଚର୍ବି ବଢୁଛି ବା ମୋଟାପଣ ବଢୁଛି ତେବେ ଆପଣ ମାନଙ୍କୁ କିଛି ଟିପ୍ ଦେବା ପାଇଁ ଚାହିଁବୁ । ଆମେ ଆଜି ଏକ ବହୁତ ଭଲ ଉପଚାର କହିବା ପାଇଁ ଚାହିଁବୁ ଜାହାର ସେବନ ଆପଣ ମାନେ କରିବେ ତେବେ ଆପଣ ମାନେ ଏହି ସବୁ ସମସ୍ୟା ରୁ ନିଶ୍ଚିତ ଭବେ ଦୂରେଇ ରହି ପାରିବେ ।
ଆପଣ ମାନେ ନିଜର ସଂମ୍ପର୍ଣ୍ଣ ସେଫ୍ କୁ ଫେରି ପାଇବେ ଏହି ପାଇଁ ଏକ ଗ୍ଲାସ୍ ଗରମ ପାଣି ରେ ଗୋଟିଏ ଲେମ୍ବୁ ରସ ମିଶାନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଗୋଟିଏ ଚାମଚ କଳାଲୁଣ ମିଶାନ୍ତୁ । ଏବଂ ଏହାକୁ ଆପଣ ମାନେ ସ୍ୱାଦ ଅନୁସାରେ ହିଁ ନିଅନ୍ତୁ ଏବଂ ପରେ ଆପଣ ମାନେ ଏହାକୁ ଏକ ଗ୍ଲାସ୍ ସକାଳେ ଏବଂ ଏକ ଗ୍ଲାସ୍ ସଂନ୍ଧ୍ୟା ରେ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କୁ ଏହି ପରି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଯିବ ।
ମେଦବହୁଳତା ହେଲେ ଡାଇବେଟିସ, ଭଳି ମାରାତ୍ମକ ରୋଗ ସହିତ ଏହା କିଡ୍ନି ଏବଂ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଏଣୁ ଆରମ୍ଭରୁ ଆମ୍ଭକୁ ସତର୍କ ରହିବାକୁ ଅଛି । ମଦବହୁଳତା କମାଇବାର ସଠିକ ଉପାୟ ହେଉଛି ହାଇପ୍ରୋଟିନ, ଲୋକାର୍ବୋହାଇଡ୍ରେଟ, ଲୋ ଫ୍ୟାଟ, ହାଇ ଫାଇଭର ଡାଏଟ, ହାଇ ପ୍ରୋଟିନ କହିଲେ ଆମ୍ଭେ ଡାଲି ଜାତୀୟ ଖାଦ୍ୟ ଏବଂ ନନଭେଜ କୁ ମନା କରନ୍ତୁ ।
ସେହି ପରି ଅନ୍ୟ ନୁସ୍ଖା ବିଷୟ ରେ କହିବୁ ତେବେ ଆପଣ ମାନେ 15 ଗ୍ରାମ୍ ପିମ୍ଫଳି ନିଅନ୍ତୁ ଏବଂ ପରେ ଏକ ଚାମଚ ମହୁ ରେ ଭଲ ଭାବେ ମିକ୍ସ କରନ୍ତୁ ଏହାକୁ ଆପଣ ମାନଙ୍କୁ ବାସୀ ମୁହଁ ରେ ବ୍ରସ୍ କରିବା ପୂର୍ବ ରୁ ଦୁଇରୁ ତିନି ଗ୍ଲାସ୍ ଉସମ ପାଣି ରେ ଏହାର ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ବଢିଥିବା ପେଟ ଏବଂ ଓଜନ ବହୁତ ଜଲ୍ଦି କମିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।