ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆମେ ଭାରତ ସରକାର ଙ୍କ ତୁଳନା ଅନ୍ୟ ଦେଶ ର ସରକାର ଙ୍କ ଦ୍ୱାରା କରିବା ତେବେ ଆପଣ ମାନେ ଜାଣି ପାରିବେ କି ଆମ ଦେଶରେ ସରକାର ସବୁ ବେଳେ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିଥାନ୍ତି । ଆଉ ଏହା ଦ୍ୱାରା ଅନେକ ଗରିବ ଏବଂ ଅଭାବି ସୀମାରେଖା ତଳେ ରହିଥିବା ଲୋକ ମାନେ ଉପକୃତ ହୋଇଥାନ୍ତି । ତେବେ ଆପଣ ଜାଣିଲେ ଖୁସି ହୋଇଯିବେ କି ପୋଷ୍ଟ ଅଫିସ ତରଫରୁ ଏକ ବହୁତ ବଡ଼ ଖୁସି ଖବର ଲୋକଙ୍କ ପାଇଁ ଆସିଅଛି ଖାସ କରି 10 ବର୍ଷ ରୁ ଉର୍ଦ୍ଧ ପିଲାଙ୍କ ପାଇଁ।
ତେବେ ଆପଣ ମାନେ ଆନନ୍ଦିତ ହେବେ କି । ପୋଷ୍ଟ ଅଫିସ୍ ତରଫ ରୁ ଏକ ନୂଆ ସୂଚନା ଆସିଛି । ଯେଉଁ ଥିରେ ଆପଣ ମାନେ ଏକ ଏକାଉଣ୍ଟ ଖୋଲି ସେହିିଥିରେ ଅଳ୍ପ ପରିମାଣ ରେ ବିନିଯୋଗ କରି ପାରିବେ । ଏବଂ ଆପଣ ମାନେ ବହୁତ ଭଲ ଫାଇଦା ବି ନେଇ ପାରିବେ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସୁବିଧା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ପ୍ରଦାନ କରିବା ପାଇଁ ଚାହିଁବୁ ।
ତେବେ ଏହି ଯୋଜନା ଅନୁସାରେ 10 ବର୍ଷ ଠାରୁ ଅଧିକ ବର୍ଷ ର ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କ ଯାଏ ଉପଲ୍ବଧ ଅଟେ । ତେବେ ଏହି ସବୁ ସୁବିଧା ପାଇଁ ନିଜର ପୋଷ୍ଟ ଅଫିସ ରେ ଏକ ଏକାଉଣ଼୍ଟ ଖୋଲିବା ପାଇଁ ପଡିବ । ଏବଂ ଆପଣ ମାନଙ୍କ ଏକାଉଣ୍ଟ ରେ ସର୍ବନିମ୍ନ 1000 ହଜାର ଟଙ୍କା ରହିବା ଆବଶ୍ୟକ ଅଟେ । ଏବଂ ସେହି ଥିରେ ଆପଣ ମାନେ ଯଦି 2 ଟଙ୍କା ଯମା କରିବେ ତେବେ ଆପଣ ମାନଙ୍କୁ ମାସିକ 6.6 ପ୍ରତିଶତ ସୁଧ ମିଳିବ ।
ତେବେ ଯଦି ଜଣେ ବ୍ୟକ୍ତି 2 ଟଙ୍କା ଲେଖା ଜମା କରେ ତେବେ ଏହା ସମୁଦାୟ 66 ଟଙ୍କା ସମୁଦାୟ ରେ 2 ଲକ୍ଷ ଟଙ୍କା ପାଇପାରିବେ। ଛୋଟ ପିଲା ଅର୍ଥାତ 10 ରୁ ଅଧିକ ବୟସ ର ପିଲା ମାନଙ୍କ ଖାତା ରେ 1000 ହଜାର ଟଙ୍କା ଥିଲେ । 1100 ଟଙ୍କା ସମୁଦାୟ ମିଳିବ । ତେବେ ଏହା ପିଲା ମାନଙ୍କ ପାଠପଢା ରେ ସହାୟତା କରିବ ।
ସେହିପରି ଯଦି ଆପଣ ଙ୍କର ଆକାଉଣ୍ଟ ରେ 3 ଲକ୍ଷ 50 ହଜାର ଟଙ୍କା ରହିଥାଏ । ତେବେ ମାସିକ ଆପଣ ଙ୍କୁ 1925 ଟଙ୍କା ସୁଧ ମିଳିବ। ଏହା କେବଳ 10 ବର୍ଷ ଠାରୁ ଉର୍ଦ୍ଧ ପିଲା ମାନଙ୍କ ପାଇଁ ନୁହେଁ ବରଂ 10 ବର୍ଷ ରୁ କମ୍ ବୟସ ର ପିଲା ମାନେ ଯଦି ଖୋଲିବା ପାଇଁ ଚାହୁଁଛନ୍ତି ତେବେ ସେମାନଙ୍କ ବାପା ମାଆ ଙ୍କ ସହିତ ଏଜେଣ୍ଟ ଏକାଉଣ୍ଟ ଖୋଲିବା ପାଇଁ ପଡିବ । ତେବେ ଆପଣ ମାନେ ବି ଯଦି ଏବେ ଯାଏ କୈଣସି ପୋଷ୍ଟ ଅଫିସ୍ ରେ ଏକାଉଣ୍ଟ ଖୋଲି ନାହାଁନ୍ତି ତେବେ ଏବେ ହିଁ ଖୋଲନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।