ତପସ୍ୱିନୀ ଙ୍କୁ ମିଳିଲା ଗ୍ରୀନ ସିଗନାଲ ଏହି ଖୁସୀ ଖବର ବହୁତ ଜଲ୍ଦି ମିଳିପାରେ ତପସ୍ୱିନୀ ଙ୍କୁ …।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ତପସ୍ୱିନୀ ଏବଂ ସୁମିତ ଙ୍କ ବିଷୟ ରେ କିଛି ବିଶେଷ ତଥ୍ୟ ଦେବା ପାଇଁ ଚାହିଁବୁ । ତେବେ ଏହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ତଥ୍ୟ ପାଇବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ଆପଣ ମାନେ ବନ୍ଧୁଗଣ ତପସ୍ୱିନୀ ଏବଂ ସୁମିତ ଙ୍କ କେସ୍ ବିଷୟ ରେ ବହୁତ ଭଲ ଭାବେ ଜାଣିଥିବେ । ବର୍ତମାନ ସମୟ ରେ ଓଡିଶା ରେ ଏହା ଠାରୁ ଅଧିକ ଚର୍ଚ୍ଚାର ବିଷୟ ରେ କିଛି ବି ନାହିଁ । ଏମାନଙ୍କ ବିବାଦ ଆହୁରୀ ବଢିବାରେ ଲାଗିଛି ।

ସଂସପେନ୍ସ ଦିନକୁ ଦିନ ଆହୁରି ଅଡ଼ୁଆ ହେବାରେ ଲାଗିଛି ବହୁ ଚର୍ଚ୍ଚିତ ଡିମ୍ପଲ ଏବଂ ସୁମିତଙ୍କ ଘଟଣା। ଡିମ୍ପଲ ନିଜ ଜିଦରେ ଅଟଳ ରହି ଘର ସାମ୍ନାରେ ବସିଥିବା ବେଳେ ସେପଟେ କରଛଡା ଦେବାରେ ଲାଗିଛନ୍ତି ସୁମିତ।ବାରମ୍ବାର ଛୁଟି ମାଗି ଦୁରେଇ ରହିବା ପାଇଁ ପ୍ରମାଣ କରୁଛି ଯେ ଡିମ୍ପଲକୁ ଆଦୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ସୁମିତ। ତେବେ ଏଠାରେ ପ୍ରଶ୍ନ ଏହା ଅଟେ କି କଣ ସତରେ ଅସୁସ୍ଥ ରହିଛନ୍ତି ସୁମିତ ? ଲଗାତାର ଛୁଟି ମାରିବାର ବାସ୍ତବିକତା କଣ ? କଣହେବ ତପସ୍ୱିନୀ ଙ୍କ ଭବିଷ୍ୟତ ।

Sumit

ସେପଟେ ଏହି ଚର୍ଚ୍ଚିତ ଘଟଣା କୁ ନେଇ ମାମଲା କୋର୍ଟ ରେ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଘଟଣା ର ସଂମ୍ପର୍ଣ୍ଣ ତଦନ୍ତ କରିବା ପାଇଁ ନିର୍ଦ୍ଧେଶ ମିଳିଛି । ପୂର୍ବରୁ ଜିଲ୍ଲାପାଳ ଙ୍କୁ ତପସ୍ୱିନୀ ଚିଠି ଲେଖି ନ୍ୟାୟ ପ୍ରାର୍ଥନା କରିଥିବା ବେଳେ ଗୁରୁବାର ଦିନ ରାଜଭଜନ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ଚିଠି ଲେଖି ଜାଇ କରାଜାଇଥିଲା । ଏହି ଚିଠି ରେ ସଂମ୍ପର୍ଣ୍ଣ ତଦନ୍ତ କରି ନିସ୍କର୍ଷ ତଦନ୍ତ କରିବାର ଉଲ୍ଲେଖ ରହିଛି ।

ତେବେ ରାଜଭବନ ରୁ ଚିଠି ଆସିବା ପରେ ତପସ୍ୱିନୀ ଙ୍କୁ ସାମାନ୍ୟ ଗ୍ରୀନ ସିଗନାଲ ମିଳିଛି । ବଡ କଥା ହେଲା କି ସମୟ ଯେତିକି ଗଡୁଛି ଡିମ୍ପଲ ଏବଂ ସୁମିତଙ୍କ ମଧ୍ୟରେ ସମ୍ପର୍କର ସେତୁ ସତିକି ମାତ୍ରାରେ ଦୁର୍ବଳ ହେବାରେ ଲାଗିଛି। ଉଭୟ ଦୁହିଁଙ୍କ ଗୃହ ଖୋଲିବାରେ ବ୍ୟସ୍ତ ଅଟନ୍ତି । ସୀମିତ ସ୍ତ୍ରୀଙ୍କ ଏଭଳି କଳି ଯେ କେବଳ ଓଡିଶାରେ ସୀମିତ ରହିଛି ତାହା ନୁହେଁ ବରଂ ଏହି ଘଟଣା ବର୍ତ୍ତମାନ ବିଦେଶରେ ଚହଳ ପକାଇଛି।

Tapaswini

ଏହି ଘଟଣା କୁ ଗଣମାଧ୍ୟମ ଅଧିକ ରଞୀିତ କରୁଥିବାର ଅଭିଯୋଗ ହୋଇଛି । ଛିଙ୍କିବା ଠାରୁ ଆରମ୍ଭ କରି , କେମିତି ଚାଲିଲେ , କେମିତି ଝୁଣ୍ଟିଲେ , ସେହି ସବୁ ବିଷୟ ରେ ବର୍ତମାନ ସମୟ ରେ ଗଣ ମାଧ୍ୟମରେ ଆଲୋଚନା ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *