ନବୀନ ସରକାର ପଠେଇ ଦେଲେ ଟଙ୍କା 96 ଲକ୍ଷ ପରିବାରକୁ 960 କୋଟି ଟଙ୍କା ଜଲ୍ଦି ଚେକ୍ କରନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ରାଜ୍ୟ ସରକାର ନିର୍ବାଚନ ମୁଡ୍ ରେ ପଞ୍ଚାୟତ ଏବଂ ପୈର ନିର୍ବାଚନ ପୂର୍ବରୁ ହିଁ ସରକାର ଭଣ୍ଡାର ଖୋଲିଦେଇଛନ୍ତି । କୋରନା ର ସହାୟତା ପାଇଁ ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀମାନଙ୍କୁ ଘରର ମରାମତି କରିବା ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋଭିଡ୍ ସହାୟତା ପାଇଁ ଘୋଷଣା କରିଥିବା ସରକାର ଆଜି 1 ହଜାର ଟଙ୍କା ଲେଖାଏଁ ପଠେଇଛନ୍ତି ।

ଏହିଥିରେ 69 ଲକ୍ଷ ପରିବା ଉପକୃତ ହେବେ। ଏହିଥି ପାଇଁ କେବଳ 960 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୈର ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲି ଦେଇଛନ୍ତି । ମଙ୍ଗଳବାର ଦିନ ଘର ସଜାଡିବା ପାଇଁ ଆର୍ଥିକ ସହାୟତା ହୋଇଥିବା ବେଳେ ବୁଧବାର ଦିନ ପୁଣି ଥରେ ସରକାର କୋଭିଡ୍ ସହାୟତା ପାଇଁ 1 ହଜାର ଟଙ୍କା ଲେଖାଏଁ ପଠେଇଛନ୍ତି । ଯେଉଁ ଥିରେ 96 ଲକ୍ଷ ପରିବାର ଉପକୃତ ହେବେ । ଥିପାଇଁ 960 କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହିତ 7 ଦିନ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Naveen

କୋଭିଡ୍ ପାଇଁ ସହାୟତା କେଉଁ ମାନେ ପାଇବେ ।
ବିଯୁ ସ୍ୱାସ୍ଥ୍ୟ କଲ୍ୟାଣ ରେ ସାମିଲ ହୋଇଥିଲେ ଆପଣ ମାନଙ୍କୁ ବି ମିଳି ପାରିବ ଏହି ସହାୟତା ରାଶି । ରାସର୍ନ କାର୍ଡ ରହିଥିବା ହୀତାଧିକାରୀ ମାନଙ୍କୁ ବି ଏହି ସହାୟତା ମିଳି ପାରିବ । ସେହି ପରି ମିଶନ ଶକ୍ତି ପାଇଁ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ନୂଆ ଘୋଷଣା କରିଛନ୍ତି । ଏଣିକି ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ଥରିୟ ଫେଡେରେସନ ନିର୍ବାହୀ କମିଟି ସଦସ୍ୟ ମାନଙ୍କୁ ବି ମିଳିବ ଏହି ସହାୟତା ।

ମିଶନ ଶକ୍ତି ପାଇଁ ଘୋଷଣା ହେଲା ।
ମିଟିଂ ଏବଂ ଗସ୍ତ ଭତ୍ତା ବାବଦ କୁ 217 କୋଟି ଟଙ୍କା ଖର୍ଚ୍ଚ ହେବ । 1.38 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସୁଧ ର ରିହାତି ଟଙ୍କା ଇ-ଟ୍ରାନ୍ସଫର ହେବ । 65 କୋଟି ରିହାତି ବାବଦ କୁ ମିଳିବ । ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ ଲୋକାର୍ପଣ ହୋଇଛି । ଭୁବନେଶ୍ୱର ମିଶନ ଶକ୍ତି ର ଭିତ୍ତି ଭୂମି ସ୍ଥାପନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *