ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 2022 କୁ ନେଇ ମାଳିକା ଦେଲା ବଡ଼ ଭବିଷ୍ୟ ବାଣୀ ଖବ୍ ଶିଘ୍ର ସମୁଦ୍ର ରେ ବିଡିଯିବ ଛତିବଟ ଆସନ୍ତୁ ଜାଣିବା କଣ କହୁଛି ମାଳିକା । ବର୍ତମାନ ସମୟରେ ମଧ୍ୟ କିଛି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏବେ ସୁଧା ମାଳିକା ବର୍ଣ୍ଣିତ ତଥ୍ୟକୁ ବିଶ୍ୱାସ କରନ୍ତି, ଅନେକ ସମୟରେ ଅନେକ ଏମିତି ମାଳିକାରେ ବର୍ଣ୍ଣିତ କଥା ସୁଣିବାକୁ ପାଉଥିବେ ଯାହା ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକାର ଭକ୍ତ ମାନଙ୍କ ବିଷୟରେ ଜାଣିବା ପାଇଁ ସୁଯୋଗ ପାଇଥିବେ ଅନେକ ନୂଆ ନୂଆ କଥା ସେମାନଙ୍କ ପକ୍ଷରୁ ଜାଣିବାକୁ ମଧ୍ୟ ପାଉଥିବେ ।
ତେବେ ଅନେକ ଥର ଭଳି ପୁଣି ଥରେ ମାଳିକାରେ ଏକ ବିଶେଷ କଥା ଆପଣଙ୍କୁ ଗୁରୁତର ଆଧାର ରେ ଜନ ସାଧାରଣ ର ସଚେତନ ନିମତେ ମାଳିକା ବର୍ଣ୍ଣିତ ତଥ୍ୟକୁ ଜାଣିବା । ପ୍ରକୃତ ରେ ସତ ଯେ ମାଳିକା ରେ ଦିର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ବର୍ଣ୍ଣିତ ହୋଇଛି ଯାହା ବର୍ତମାନ ଓ ଭବିଶ୍ୱତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ । ଯଦି ଏହାକୁ ଅନେକ ମାନିବା କୁ ରାଜି ନୁହନ୍ତି ତଥାବି ଏହି ଘଟଣା ସବୁ ସତ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରିବା ସହିତ ନିଜ କର୍ମ କୁ ଠିକ୍ କରିବାର ଆବସ୍ୟକ ।
ତେବେ ଆଜି ଏକ ବିଶେଷ କଥା ବିଷୟରେ ଜାଣିବା ଯାହା ମାଳିକାରେ ବର୍ଣ୍ଣିତ ହୋଇଛି, ଆପଣ ମାନେ ସମସ୍ତେ ଜାଣିଥିବେ ଛତିଆବଟ କଥା ଅନେକ ସମୟରେ ମଧ୍ୟ ବହୁ ଖବର ସୁଣିବାକୁ ମିଳିଥାଏ । ତେବେ ସମୟ ଚକ୍ରରେ ଯାହା ଘଟୁଛି ତାହା କିଛି ନା କିଛି ଦିଗ କୁ ଇନ୍ଦିତ କରୁଛି ଯାହା ଭଗବାନ ଙ୍କ ନିର୍ଦେଶ ରେ ସଂକେତ ରେ ଏହା ହେଉଛି ବୋଲି ମାଳିକା ରେ କୁହା ଯାଇଛି ।
ତେବେ ଯେତେବେଳେ ପ୍ରଳୟ ର ସମୟ ଆସିବ ସେତେବେଳେ 40 ରୁ 45 କିଲ ମିଟର ଦୂର ରୁ ସମୁଦ୍ର ରୁ ପାଣି ଛତିଆବଟ ନିକଟ କୁ ମାଡି ଆସିବ, ଯେଉଁ ଭଳି ଭାବରେ ଭଗବାନଙ୍କର ଦେହାନ୍ତ ପୂର୍ବରୁ ଦ୍ୱାରିକା ବୁଡାଇ ଦେଇଥିଲା ଏବଂ ଫଳରେ କୁଷଦୀପ ଉଠି ପଡିଥିଲା ସେହିପରି ଏହି ଯୁଗରେ କୁଷଦୀପ ବଡିବ ଆଉ ଏକ ଦୀପ ଉଠିଯିବ ବୋଲି ମାଳିକା ରେ କୁହା ଯାଇଛି ।
ପ୍ରତେକ ଯୁଗରେ ଏହିପରି ଘଟିଥାଏ ଯଦି ଯୁଗ ସମାପନ ହେବା କୁ କହିବା ତେବେ ଯେତେବେଳେ ଅତ୍ୟାଧିକ କଳି ବୃଦ୍ଧି ପାଇବ ଏବଂ ଏହି ସମାଜକୁ ଗ୍ରାସ କରିବ ଫଳରେ ସବୁ ଦେଶ ମଧ୍ୟରେ ଝଗଡା ସୃଷ୍ଟି ହେବା ସହିତ ଯୁଦ୍ଧି ପରି ଯୁଗଳ ସମାପନା ହେବ ।
ତେବେ ଭରତ ହେଉଛି ଦେବ ସ୍ଥାନ ଏଠାରେ ଦେବତା ବାସ କରନ୍ତି ଅନ୍ୟ ଦେଶ ମାନଙ୍କରେ ଯେତେବି ଅସ୍ତ୍ର ସସ୍ତ୍ର ରହିଲେବି ସେଗୁଡିକ ଭଗବାନ ଙ୍କ ଆଗର ସବୁ ଫିକା ପଡିଯିବ, ଯେତେବେଳେ ଧର୍ମର ହ୍ରାସ ହୁଏ ସେତେବେଳେ ଭଗବାନ ବିରାଜ ମାନ ହୁଅନ୍ତି । ତେବେ ଆପଣ ମାନେ କହନ୍ତୁ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆପଣ କେତେ ବିଶ୍ୱାସ କରନ୍ତି ଏବଂ ଆପଣ ଙ୍କ ମନରେ ଏହାକୁ ନେଇ କଣ ରହିଛି ଭାବନା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।