ଟ୍ରେନ ଭିତରେ ଯୁବତୀ ଙ୍କ ଲଜ୍ୟାଜନକ ହରକତ୍ ଉପରେ ବସିଥିବା ଲୋକ ରେକୋଡିଂ କରି ଆପଲୋର୍ଡ କରିଦେଲେ ଦେଖନ୍ତୁ ଭିଡ଼ିଓ ।

Train

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ମାନ ଘଟିଥାଏ । ସେହି ଘଟଣା ବିଷୟ ରେ ଆପଣ ମାନେ ଘରେ ରହିବି ନିଶ୍ଚିତ ଭାବେ ଜାଣି ପାରନ୍ତି । ଆଜିର ସମୟ ରେ ପ୍ରତ୍ୟେକ ଲୋକ ମାନଙ୍କ ପାଖରେ ସ୍ମାର୍ଟଫୋନ ନିହାତି ଭାବେ ରହିଛି । ସକାଳ ଠାରୁ ଆରମ୍ଭ କରି ସଂନ୍ଧ୍ୟା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆ ରେ ଆପଲୋର୍ଡ କରିଥାନ୍ତି । ଜାହା ଫଳ ରେ ଘରେ ରହି ଆପଣ ମାନେ ସମସ୍ତ ତଥ୍ୟ ପାଇପାରନ୍ତି ।

ଅନେକ ସମୟ ରେ ଆପଣ ମାନେ ଦେଖି ଥିବେ ଅନେକ ଘଟଣା ସାମ୍ନା କୁ ଆସିଥାଏ ଜାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସେମିତି ଏକ ଭିଡିଓ ସାମ୍ନା କୁ ଆସିଥିବାର ନଜର ଆସୁଛି । ତେବେ ଘଟଣା ଟିରେ ଜଣେ ଯୁବତୀ ଟ୍ରେନ ମଧ୍ୟରେ ଚୋରୀ କରୁଥିବାର ଦେଖିବା ପାଇଁ ମିଳୁଛି । ଯୁବତୀ ଙ୍କ ନିଆରା ଷ୍ଟାଇଲ ରେ ଚୋରୀ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

tarn

ବର୍ତମାନ ସମୟ ରେ ପ୍ରବଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ସାଧାରଣ ଲୋକମାନଙ୍କ ଠାରୁ ଚୋର ମାନେ ସର୍ବଦା ଚାଲାକ ହୋଇଥାନ୍ତି , ସେମାନେ ସର୍ବଦା ଚୋରୀ କରିବାର ସୁଯୋଗ କୁ ଅପେକ୍ଷା କରି ରହିଥାନ୍ତି । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । କେବେନା କେବେ ଧରା ମଧ୍ୟ ପଡିଥାନ୍ତି ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଯୁବତୀ ଜଣକ ଟ୍ରେନ ଭିତରେ ପ୍ରବେଶ କରୁଛନ୍ତି । ସିଟ୍ ରେ କିଛି ମହିଳା ଶୋଇଥିବା ସମୟରେ ଯୁବତୀ ଜଣକ ଇଆଁଡେ ସିଆଁଡେ ଆନାଇ ଧୀରେ ଧୀରେ ତାଙ୍କ ପକେର୍ଟରୁ ମନିପର୍ସ ବାହର କରି ସେଥିରେ ଥିବା ଚଙ୍କା କୁ ବାହର କରୁଥିବାର ଦେଖିବାକୁ ମିଳିଥିଲା ।

ତେବେ ଏହି ଦୃଶ୍ୟ କୁ ଟ୍ରେନ ଉପରେ ବସି ଥିବା କିଛି ଲୋକ ମାନେ ମୋବାଇଲ ରେ ରେକର୍ଡ କରିଥିଲେ । ପ୍ରଥମେ ଯୁବତୀ ସନ୍ଧେହ କରି ନଥିଲେ ହେଲେ ପରେ ସେ ସନ୍ଧେହ କରିଲେ ଏବଂ ପରେ ରେକର୍ଡିଂ କରିବା ପରେ ସେ ସୋସିଆଲ ମିଡିଆ ରେ ଆପଲୋର୍ଡ କରିଲେ ତେବେ ଏହା ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *