ଜରୁରୀ ଖବର 31 ଡିସେମ୍ବର ପୂର୍ବରୁ ସାରି ଦିଅନ୍ତୁ ଏହି ସବୁ ଜରୁରୀ କାମ ନହେଲେ ଦେବାକୁ ପଡିବ 5 ହଜାର ଟଙ୍କା ଜୋରିମାନା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇନକମ୍ ଟେକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ 21 ଡିସେମ୍ବର 2021 ଯଦି ଆପଣ ମାନେ ଏହି ଡେଡ୍ ଲାଇନ ପୂର୍ବରୁ ସମାପ୍ତ କରୁନାହାଁନ୍ତି ତେବେ ଆପଣ ମାନଙ୍କୁ 5 ହଜାର ଚଙ୍କା ଜୋରିମାନା ପଡିବ । ତେବେ ଏମିତି କିଛି ଟ୍ୟାକ୍ସପେୟର ମଧ୍ୟ ଅଛନ୍ତି ଯେଉଁମାନେ ସମୟ ସୀମା ସମାପ୍ତ ହେବା ପରେ ମଧ୍ୟ ବିନା କୈଣସି ପେନାଲ୍ଟିରେ ନିଜ ଆଇଟିଆର୍ ଦାଖଲ କରିପାରିବେ ।

ଆସନ୍ତୁ ଜାଣିବା କେମିତି ଟ୍ୟାକ୍ସପେୟର ଙ୍କୁ ଆଶ୍ୱସ୍ତି ମିଳିବ । ତେବେ ଏଠାରେ ଆମେ ମାନେ କହିଦେବୁ କି ସେଣ୍ଟ୍ରାଲ୍ ବୋର଼୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଆର୍ଥିକ ବର୍ଷ 2020-21 ପାଇଁ ITR ଭରିବା ଡେଡଲାଇନ କୁ ପୁଣି ବୃଦ୍ଧି କରି 31 ଡିସେମ୍ବର 2021 କରିଦେଇଛନ୍ତି । 31 ଡିସେମ୍ବର ପରେ ITR ଭରିଲେ 5 ହଜାର ଟଙ୍କା ଜୋରିମନା ଭରିବାକୁ ପଡିବ ।

Tax Return

କେଉଁ ମାନଙ୍କୁ ଦେବାକୁ ହେବ ପେନାଲ୍ଟି ।
ଯେଉଁ ମାନେ ଗ୍ରସ୍ ଟୋଟାଲ୍ ଇନକମ୍ ବେସିକ୍ ରିହାତି ଲିମିଟ ରୁ ଅଧିକ ନାହଁ । ସେମାନଙ୍କୁ ITR ଫାଇଲ ବିଲମ୍ବ ହେଲେ କୈଣସି ଫାଇନ ଲାଗିବ ନାହିଁ । ଯଦି ଗ୍ରସ୍ ଟୋଟାଲ୍ ଇନକମର ବେସିକ ଲିମିଟ୍ କମ୍ ରହିବ ତେବେ ବିଳମ୍ବ ହେଲେ ସେକ୍ସନ 234 ଅୁନୁସାରେ କୈଣସି ଫାଇନ ଲାଗିବ ନାହିଁ । ତେବେ ଏହାକୁ ଆପଣ ମାନେ କେମିତି ଫାଇଲ କରିବେ ଏହା ପାଇଁ ଆପଣ ମାନଙ୍କୁ ITR (e-filing portal) କୁ ଯିବା ପାଇଁ ପଡିବ ।

ଯଦି ଆପଣ ମାନେ ନିଜର ଇ-ଫାଇଲିଂ ପୋର୍ଟଲ କୁ ଜାଇ ଟେକ୍ସ ରିଟର୍ଣ୍ଣ ଫାଇଲ କରିବାକୁ ଚାହାଁନ୍ତି ତେବେ ଆପଣ ମାନେ ଏମିତି ଭାବେ କରି ପାରିବେ । ସବୁଠାରୁ ପ୍ରଥମେ incometax.gov.in କୁ ଯିବେ ଜାଇ ଲଗଇନ କରନ୍ତୁ । ଏବଂ ପରେ ନିଜର File Income Tax Return ଟ୍ୟାବ ଉପରେ କ୍ଲିକ୍ କରନ୍ତୁ ।

ସେହି ପରି ଆପଣ ମାନେ ଆସେସମେଣ୍ଟ ଇୟର 2021-22 ଚୟନ କରନ୍ତୁ । ଏବଂ ପରେ କଣ୍ଟିନ୍ୟୁ ଉପରେ କ୍ଲିକ କରନ୍ତୁ । ପରେ ଅନଲାଇନ ବା ଅଫଲାଇନ ଅଫସନ ଚୟନ କରିବା ପାଇଁ କୁହାଯିବ । ଅନଲାଇନ ଚୟନ କରନ୍ତୁ । ଏବେ ପର୍ସିନାଲ ଅଫସନ ରେ କ୍ଲିକ୍ କରନ୍ତୁ । ITR 1 ବା ITR 4 ମଧ୍ୟରୁ ଗୋଟିଏ ଚୟନ କରନ୍ତୁ ।

Income Tax

ରିହାତି ସୀମା ରୁ ଅଧିକ ବା ଧାରା 139 ଅନୁସାରେ 7 ମ ପ୍ରାବଧାନ ଅନୁସାରେ ରିଟର୍ଣ୍ଣର କାରଣ ପଚରାଯିବ ITR ଅନଲାଇନ ଦାଖଲ କରିବା ସମୟ ରେ ସଠିକ୍ ବିକଳ୍ପ କୁ ଚୟନ କରନ୍ତୁ । ନିଜ ବ୍ୟାଙ୍କ ଖାତାର ଡିଟେଲ୍ ରେଜିଷ୍ଟର କରନ୍ତୁ ଏବେ ITR ଫାଇଲ୍ କରିବା ପାଇଁ ଏକ ନୂଆ ପେଜକୁ ପଠାଯିବ । ଏବଂ ପରେ ଆପଣ ମାନେ ଫାଇଲ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *